Browsing Category

ଖେଳ

ଆଇପିଏଲ୍‌ ଦଳଗୁଡ଼ିକର କ୍ଷତିପୂରଣ ଦାବି ଅଯଥାର୍ଥ

ମୁମ୍ବାଇ : କରୋନା ଭାଇରସ ସଂକ୍ରମଣ ଯୋଗୁଁ ହୋଇଥିବା କ୍ଷତିର ଭରଣା ପାଇଁ ଆଇପିଏଲ୍‌ ଦଳର ଦାବିକୁ ବିସିସିଆଇ ଗ୍ରହଣ କରିବାକୁ ମନା କରିଦେଇଛି । କରୋନା ଯୋଗୁଁ ଦଳର ଅଶେଷ କ୍ଷତି ହୋଇଥିବାରୁ ବିସିସିଆଇ ତାହାର ଭରଣା କରୁ ବୋଲି କିଛି ଟିମ୍‌ ଦାବି କରିଛନ୍ତି । ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ବେଳେ
Read More...

ପିତା ହିଁ ମୋର ପ୍ରକୃତ ପ୍ରେରଣାଦାତା

ମୁମ୍ବାଇ : କ୍ରୀଡ଼ାକୁ କ୍ୟାରିୟର ଭାବେ ଗ୍ରହଣ କରିବା ଲାଗି କିଏ ତାଙ୍କୁ ପ୍ରଥମେ ଓ ଆଜି ପର୍ଯ୍ୟନ୍ତ ପ୍ରେରଣା ଓ ଉତ୍ସାହ ଦେଇ ଆସୁଛନ୍ତି ତାହାର ଖୁଲାସା କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ । ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ, କ୍ରୀଡ଼ା
Read More...

ରାଓନିକ୍‌ଙ୍କୁ ହରାଇଲେ ଜୋକୋଭିକ୍‌

ନ୍ୟୁୟର୍କ : ୟୁଏସ୍‌ ଓପନ୍‌ ପୁରୁଷ ସିଙ୍ଗିଲ୍ସ ଟୁର୍ଣ୍ଣାମେଣ୍ଟରେ ଶୀର୍ଷ ର‍୍ୟାଙ୍କରେ ଥିବା ନୋଭାକ୍‌ ଜୋକୋଭିକ୍‌ ତାଙ୍କର ପ୍ରତିପକ୍ଷ କାନାଡ଼ାର ମିଲୋସ୍‌ ରାଓନିକ୍‌ଙ୍କୁ ପରାସ୍ତ କରିଛନ୍ତି । ଏଥିସହ ସେ ଏଟିପି ୱେଷ୍ଟର୍ଣ୍ଣ ଓ ସଦର୍ଣ୍ଣ ଓପନ୍‌ ଟାଇଟଲ୍‌ ହାସଲ କରିଛନ୍ତି । ୩୩-ବର୍ଷୀୟ
Read More...

ସିଏସ୍‌କେରେ ଗୋଟିଏ ପରେ ଗୋଟିଏ ନୂଆ ସମସ୍ୟା ମୁଣ୍ଡ ଟେକୁଛି

ଦୁବାଇ : ଏଥର ଆଇପିଏଲ୍‌ ସିଜିନ୍‌ରେ ଚେନ୍ନାଇ ସୁପରକିଙ୍ଗିସ୍‌ (ସିଏସ୍‌କେ) ଦଳ ପାଇଁ ସଙ୍କଟ ଦେଖାଦେଇଛି । ଦଳରେ ଗୋଟିଏ ପରେ ଗୋଟିଏ ସମସ୍ୟା ମୁଣ୍ଡ ଟେକୁଛି । ପୂର୍ବରୁ ଏହାର ୧୨ଜଣ ସଦସ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାପରେ କରୋନା କାରଣରୁ ସୁରେଶ ରାଇନା ଓହରି ଆସିଲେ । ଏଥର
Read More...

ଆବୁଧାବିର କ୍ୱାରେଣ୍ଟାଇନ୍‌ ନିୟମକୁ ନେଇ ଅଡୁଆରେ କେକେଆର୍‌

ଆବୁଧାବି : ଆଇପିଏଲ୍‌-୨୦୨୦ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଇତିମଧ୍ୟରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଦୁବାଇରେ ପହଞ୍ଚି ସାରିଛନ୍ତି । ତେବେ ଆବୁଧାବିର ୧୪ଦିନିଆ କ୍ୱାରେଣ୍ଟାଇନ୍‌ ନିୟମକୁ ନେଇ ଏହି ଦୁଇ ଦଳ ଏବେ ଅଡୁଆରେ ପଡ଼ିଛନ୍ତି । ବାକି ଛଅଟି
Read More...

ଧୋନୀ ଶ୍ରେଷ୍ଠ ଅଧିନାୟକ: ଚାପେଲ୍‌

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନୀ ଏକାଧାରରେ ଜଣେ ଭଲ ବ୍ୟାଟ୍ସମ୍ୟାନ୍‌ ଓ ନିଷ୍ପତ୍ତି ନିର୍ଦ୍ଧାରକ । ଭାରତର ସେ ଜଣେ ଶ୍ରେଷ୍ଠ ଅଧିନାୟକ ମଧ୍ୟ । ଏଭଳି ପ୍ରଶଂସାପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଗ୍ରେଗ୍‌ ଚାପେଲ୍‌ । ଏକ ସାକ୍ଷାତକାର ଅବସରରେ ସେ
Read More...

ରସେଲ୍‌ ସୁପରଷ୍ଟାର୍‌; କିନ୍ତୁ ନିର୍ଭରଯୋଗ୍ୟ ନୁହଁନ୍ତି

ନୂଆଦିଲ୍ଲୀ : ଆନ୍ଦ୍ରେ ରସେଲ୍‌ ଜଣେ ସୁପରଷ୍ଟାର୍‌ । ତାଙ୍କ ଦକ୍ଷତା ନେଇ ସନ୍ଦେହ କରିବାର କିଛି ନାହିଁ । କିନ୍ତୁ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିହେବ ନାହିଁ । ଏଭଳି ମନ୍ତବ୍ୟ ଦେଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସର ଯୁବ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା । ଏକ ଖବରକାଗଜକୁ
Read More...

ହକି ଇଣ୍ଡିଆ ବିରୋଧରେ ନିୟମ ଉଲ୍ଲଙ୍ଘନ ଅଭିଯୋଗ

ନୂଆଦିଲ୍ଲୀ : ହକି ଇଣ୍ଡିଆ ବିରୋଧରେ ଗୁରୁତର ନିୟମ ଉଲ୍ଲଙ୍ଘନ ଅଭିଯୋଗ ଆସିଛି । ଜାତୀୟ କ୍ରୀଡ଼ା ସଂହିତାର ଉଲ୍ଲଙ୍ଘନ କରି ହକି ଇଣ୍ଡିଆ ପଦପଦବୀ ସୃଷ୍ଟି କରିଛି ବୋଲି ଅଭିଯୋଗ ହୋଇଛି । ଏ ନେଇ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାଏର ହୋଇଛି । ଏହାର ଶୁଣାଣି କରି କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ
Read More...

ଆଇପିଏଲ୍‌ ଖେଳାଳିଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ

ନୂଆଦିଲ୍ଲୀ : ଏଥର ଆଇପିଏଲ୍‌ ଭାରତ ବାହାରେ ଅନୁଷ୍ଠିତ ହେଉଛି । ଏହାକୁ ସୁରକ୍ଷିତ ଓ ଦୁର୍ନୀତି ତଥା ବିବାଦମୁକ୍ତ ରଖିବା ଲାଗି ବିସିସିଆଇ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଟୁର୍ଣ୍ଣାମେଣ୍ଟ ସମୟରେ ଆଇପିଏଲ୍‌ ଖେଳାଳିମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ । ବୁକିମାନେ
Read More...

ଇସ୍ତଫା ଦେଲେ ଡାଭିଡ୍‌ ଜନ୍‌

ମୁମ୍ବାଇ : ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ହକି ଇଣ୍ଡିଆର ହାଇ ପରଫରମାନ୍ସ ନିର୍ଦ୍ଦେଶକ ପଦରୁ ଡାଭିଡ୍‌ ଜନ୍‌ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା ବିଷୟ କହିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଉଭୟ ହକି ଇଣ୍ଡିଆ ଓ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ନିକଟକୁ
Read More...