Browsing Category

ଖେଳ

ଅନ୍‌ଲାଇନ୍‌ ଗ୍ୟାମ୍ବଲିଂକୁ ପ୍ରମୋଟ କରି ଅଡୁଆରେ ବିରାଟ କୋହଲି

ଚେନ୍ନାଇ : କ୍ରିକେଟ୍‌ ଜଗତର ବାଦ୍‌ସାହ ତଥା ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଅନଲାଇନ ଗ୍ୟାମ୍ବଲିଙ୍ଗକୁ ନେଇ ବିବାଦରେ ଫଶିଯାଇଛନ୍ତି । ମାଡ୍ରାସ ହାଇକୋର୍ଟରେ ବିରାଟ କୋହଲିଙ୍କୁ ଗିରଫ କରିବାକୁ ପିଟିସନ ଦାଏର କରାଯାଇଛି । ଅନଲାଇନ ଗ୍ୟାମ୍ବଲିଙ୍ଗକୁ ସେ ପ୍ରମୋଟ କରୁଥିବା ଅଭିଯୋଗ
Read More...

ଭିଭିଏସ ଲକ୍ଷ୍ମଣ ସେୟାର କଲେ ବିନା ହାତରେ ସିଲେଇ କରୁଥିବା ବ୍ୟକ୍ତିଙ୍କ ଫଟୋ, ଲେଖିଲେ ଏମିତି କଥା

ନୂଆଦିଲ୍ଲୀ : ନିଜର ବ୍ୟାଟିଂ ବଳରେ ଟିମ ଇଣ୍ଡିଆକୁ ବହୁବାର ମ୍ୟାଚ ଜିତାଇଥିବା ପୂର୍ବତନ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ସବୁବେଳେ ସୋସିଆଲ ମିଡିଆରେ ଖୁବ ସକ୍ରିୟ ଅଛନ୍ତି । ସେ ସୋସିଆଲ ମିଡିଆରେ ବହୁବାର ଫଟୋ ପୋଷ୍ଟ କରିଥାନ୍ତି । ଏହେ ଏକ ଫଟୋ ସେୟାର କରିଛନ୍ତି ଯାହା
Read More...

ଆସନ୍ତାକାଲି ଆଇପିଏଲ୍‌ ଜିସି ବୈଠକ

ମୁମ୍ବାଇ: ଆସନ୍ତାକାଲି ଆଇପିଏଲ୍‌ର ଗଭର୍ଣ୍ଣିଂ କାଉନସିଲ୍‌ ବୈଠକ ବସିବ । ଏଥର ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ସଂଯୁକ୍ତ ଆରବ ଏମିରେଟ୍ସ ଠାରେ ଅନୁଷ୍ଠିତ ହେବ । ସେଠାକୁ କେତେ ଖେଳାଳି ଓ ପରିଚାଳନା ଷ୍ଟାଫ୍‌ ଯିବେ ସେ ନେଇ ବୈଠକରେ ନିଷ୍ପତ୍ତି ନିଆଯିବ । ମିଳିଥିବା ସୂଚନା ଅନୁଯାୟୀ ଏଥର
Read More...

ସଚିନ୍‌ଙ୍କ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିଥିଲି

ନୂଆଦିଲ୍ଲୀ : ସଚିନ୍‌ ତେନ୍ଦୁଲକରଙ୍କ ସହିତ ଯେତେବେଳେ ବି ମୁହାଁମୁହିଁ ହେଉଥିଲା, ତାହା ଏକ ବଡ଼ ସଂଘର୍ଷରେ ପରିଣତ ହେଉଥିଲା । ମୋଠାରେ ଥିବା ବୋଲିଂ ଶ୍ରେଷ୍ଠତ୍ୱକୁ ସଚିନ୍‌ ବାହାର କରିଥିଲେ । ଅର୍ଥାତ୍‌ ତାଙ୍କ ଯୋଗୁଁ ମୁଁ ମୋର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିଲି । ଏଭଳି
Read More...

ଆଇପିଏଲକୁ ନେଇ ଆସିଲା ବଡ ଖବର, ସ୍ଥଗିତ ହୋଇପାରେ ଫାଇନାଲ ମ୍ୟାଚ୍‌

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଚେୟରମ୍ୟାନ୍‌ ବୃଜେଶ ପଟେଲ ସ୍ପଷ୍ଟ କରିଥିଲେ ଯେ, ଚଳିତ ବର୍ଷ ଆଇପିଏଲ ୟୁଏଇରେ ୧୯ ସେପ୍ଟେମ୍ବରରୁ ୮ ନଭେମ୍ବର ମଧ୍ୟରେ ହେବ । କିନ୍ତୁ ତାଜ ଖବର ଅନୁଯାୟୀ ଆଇପିଏଲର ଫାଇନାଲ ମ୍ୟାଚ୍‌ ସ୍ଥଗିତ ହୋଇପାରେ । ରିପୋର୍ଟ
Read More...

ବିଶ୍ୱକପ୍‌ ୨୦୨୩ ପାଇଁ ନିର୍ଣ୍ଣାୟକ ହେବ ସୁପର ଲିଗ୍‌

ନୂଆଦିଲ୍ଲୀ: ଭାରତରେ ହେବାକୁ ଯାଉଥିବା ୨୦୨୩ ଦିନିକିଆ ବିଶ୍ୱକପ୍‌ ଲାଗି ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ସୁପରଲିଗ୍‌ ଏକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ । ଏହି ଚାମ୍ପିଅନ୍‌ଶିପ୍‌ରୁ ବିଶ୍ୱକପ୍‌ରେ କେଉଁ କେଉଁ ଦଳ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ ତାହା ସ୍ଥିର କରାଯିବ ।
Read More...

ପ୍ରିନ୍ସପାଲ ସିଂ ଜି-ଲିଗ୍‌ ଖେଳିବାରେ ଚତୁର୍ଥ ଭାରତୀୟ

ନୂଆଦିଲ୍ଲୀ: ଭାରତର ପ୍ରିନ୍ସିପାଲ ସିଂ ଆମେରିକାର ପ୍ରସିଦ୍ଧ ଏନ୍‌ବିଏ ଜି-ଲିଗ୍‌ରେ ଖେଳିବାକୁ ମନୋନୀତ ହୋଇଛନ୍ତି । ଲୁଧିଆନାରେ ଏହି ୬ଫୁଟ ୧୦ ଇଞ୍ଚ ଉଚ୍ଚତା ବିଶିଷ୍ଟ ବାସ୍କେଟବଲ ଖେଳାଳି ଚତୁର୍ଥ ଭାରତୀୟ ଭାବେ ଏହି ସମ୍ମାନଜନକ ଲିଗ୍‌ ଖେଳିବାକୁ ମନୋନୀତ ହୋଇଛନ୍ତି । ତାଙ୍କ ପୂର୍ବରୁ
Read More...

କୋହଲିବାହିନୀ ଅଷ୍ଟ୍ରେଲିଆ ବ୍ୟାଟିଂର ଧ୍ୱଂସ ଘଟାଇ ପାରିବେ

ନୂଆଦିଲ୍ଲୀ : ବିରାଟ କୋହଲି ନେତୃତ୍ୱାଧିନ ବର୍ତ୍ତମାନର ଭାରତୀୟ କ୍ରିକେଟ୍‌ର ବୋଲିଂ ବିଭାଗ ଅତ୍ୟନ୍ତ ସୁଦୃଢ଼ ଓ ଶକ୍ତିଶାଳୀ । ଅଷ୍ଟ୍ରେଲିଆର ବ୍ୟାଟିଂ ଧ୍ୱଂସ ଘଟାଇବାରେ ଏହି ବୋଲିଂ ବିଭାଗ ସକ୍ଷମ ହେବେ ବୋଲି ପୂର୍ବତନ ଓପନର ଗୌତମ ଗମ୍ଭୀର ମତପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଟିମ୍‌
Read More...

ଚାଇନା ଓ ଜାପାନ ଓପନ୍‌ ବାତିଲ

ଟୋକିଓ : ଅନ୍ୟାନ୍ୟ କ୍ରୀଡ଼ା ଭଳି ବିଶ୍ୱ ବ୍ୟାଡମିଣ୍ଟନ କ୍ରୀଡ଼ା ମଧ୍ୟ କରୋନା ଯୋଗୁଁ ଗଭୀର ଭାବରେ ପ୍ରଭାବିତ ହୋଇଛି । ଆଗକୁ ଖେଳାଯିବାକୁ ଥିବା ଚାଇନା ଓ ଜାପାନ ବ୍ୟାଡମିଣ୍ଟନ ଓପନ ଟୁର୍ଣ୍ଣାମେଣ୍ଟକୁ ବାତିଲ୍‌ କରିଦିଆଯାଇଛି । କରୋନା ସଂକ୍ରମଣ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି
Read More...

୨୦୧୯ ପରାଜୟର ପ୍ରତିଶୋଧ ଅପେକ୍ଷାରେ ଅଷ୍ଟ୍ରେଲିଆ

ସିଡ୍‌ନୀ : ଚଳିତ ବର୍ଷ ଶେଷ ଭାଗରେ ଭାରତ ଅଷ୍ଟ୍ରେଲିଆ ମାଟିରେ ୪ଟି ଟେଷ୍ଟ୍‌ ସିରିଜ୍‌ ଖେଳିବ । ଏହି ଗସ୍ତରେ ଭାରତ ତିନିଟି ଲେଖାଏଁ ଦିନିକିଆ ଓ ଟି- ୨୦ ମଧ୍ୟ ଖେଳିବାର କାର୍ଯ୍ୟକ୍ରମ ରହିଛି । ବିଶ୍ୱର ଦୁଇଟି ଶକ୍ତିଶାଳୀ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ଏହି ସିରିଜ୍‌ କରୋନା ପରବର୍ତ୍ତୀ
Read More...