Browsing Category

ଖେଳ

ମାତ୍ର ୨୯ ବର୍ଷରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ଜଣାଇଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜର ଡ୍ୟାସିଂ ବ୍ୟାଟସମ୍ୟାନ୍ ନିକୋଲାସ୍ ପୁରନ୍ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ଜଣାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ପୂରଣ ମାତ୍ର ୨୯ ବର୍ଷ ବୟସରେ ଏହି ନିଷ୍ପତ୍ତି ନେଇଛନ୍ତି ଏବଂ ସେ ଏକ ଭାବପ୍ରବଣ ପୋଷ୍ଟ ମାଧ୍ୟମରେ ଏହା ବିଷୟରେ ସୂଚନା
Read More...

ଘରୋଇ ସିରିଜ ପାଇଁ ସ୍ଥାନ ପରିବର୍ତ୍ତନ କଲା BCCI, ଏହି ପଡ଼ିଆରେ ଖେଳାଯିବ ୱେଷ୍ଟଇଣ୍ଡିଜ୍ ଏବଂ ଦକ୍ଷିଣ ଆଫ୍ରିକା…

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର 2025 ଘରୋଇ କ୍ରିକେଟ୍ ସିଜିନ୍ ବହୁତ ବ୍ୟସ୍ତବହୁଳ ହେବାକୁ ଯାଉଛି। ଅକ୍ଟୋବର ଏବଂ ନଭେମ୍ବରରେ ଭାରତକୁ ୱେଷ୍ଟଇଣ୍ଡିଜ୍ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ସିରିଜ ଖେଳିବାକୁ ପଡିବ। କିନ୍ତୁ ଏହି ସିରିଜ ପୂର୍ବରୁ ମଧ୍ୟ ବିସିସିଆଇ
Read More...

କ୍ରିକେଟକୁ ଅଲବିଦା ଜଣାଇଲେ ଏହି ବିଶ୍ବକପ ବିଜୟୀ ଭାରତୀୟ ସ୍ପିନର

ନୂଆଦିଲ୍ଲୀ:୩୬ ବର୍ଷୀୟ ଅଭିଜ୍ଞ ଭାରତୀୟ ସ୍ପିନର ପୀୟୁଷ ଚାୱଲା ସମ୍ପ୍ରତି ଆଗକୁ ଆସି ସମସ୍ତ ପ୍ରକାରର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହି ଅଭିଜ୍ଞ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ସେୟାର କରି ପ୍ରଶଂସକମାନଙ୍କୁ ତାଙ୍କର ନିଷ୍ପତ୍ତି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ
Read More...

ବେଙ୍ଗାଲୁରୁ ଦଳାଚକଟା: ଆରସିବି କର୍ମଚାରୀ ଗିରଫ

ବେଙ୍ଗାଲୁରୁ,୬ା୬: ବେଙ୍ଗାଲୁରୁ ପୋଲିସ ବୁଧବାର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି (ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ)ର ବିଜୟ ଉତ୍ସବ ସମୟରେ ହୋଇଥିବା ଦଳାଚକଟା ଘଟଣାରେ, ଯେଉଁଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା, ଚାରି ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ
Read More...

ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା, ଦଳକୁ ଫେରିଲେ ଏହି ଅଲରାଉଣ୍ଡର

ନୂଆଦିଲ୍ଲୀ। ଜୁନ୍ 20 ତାରିଖରୁ ଲିଡ୍ସର ହେଡିଂଲିରେ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡ ତା'ର 14 ଜଣିଆ ଦଳ ଘୋଷଣା କରିଛି। ତିନି ବର୍ଷ ପରେ ଜେମି ଓଭରଟନଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିଛି। କ୍ରିସ୍ ୱକ୍ସ ମଧ୍ୟ ଦଳକୁ ଫେରିଛନ୍ତି।ଓଭରଟନ୍ ଜୁନ୍ ୨୦୨୨ରେ
Read More...

ପାଟିଦାରଙ୍କ ଏହି କଥା ପ୍ରଶଂସକଙ୍କ ମନ ଜିଣିଲା

ନୂଆଦିଲ୍ଲୀ : ଦୀର୍ଘ 18 ବର୍ଷର ଅପେକ୍ଷା ଅନ୍ତ ଘଟାଇ ପ୍ରଥମ ଆଇପିଏଲ ଟ୍ରଫି ନିଜ ନାମରେ କରିଛି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଯେତେବେଳେ IPL ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ରଜତ ପାଟିଦାର ଦଳର 18 ବର୍ଷର ଅପେକ୍ଷା ପରେ 'ଇ ସାଲା କପ୍ ନାମଡୁ' (ଏବର୍ଷ କପ୍
Read More...

ଆଜି ଆଇପିଏଲକୁ ମିଳିବ ନୂଆ ଚାମ୍ପିଅନ

ଅହମଦାବାଦ: ଦଶ ଦଳକୁ ନେଇ ୭୪ ଦିନର ଯାତ୍ରା ଏବେ ଦୁଇଟି ଦଳକୁ କମି ଆସିଛି। ୭୪ତମ ମ୍ୟାଚ୍‌ ସହ ମଙ୍ଗଳବାର ଶେଷ ହେବାକୁ ଯାଉଛି ଆଇପିଏଲ୍‌ର ଅଷ୍ଟାଦଶ ସଂସ୍କରଣ। ଏହି ଦୁଇ ଦଶନ୍ଧିରେ ଯେଉଁ ଦୁଇଟି ଦଳ ନିଜ ଟ୍ରଫି ସ୍ବପ୍ନକୁ ସାକାର କରିପାରିନାହାନ୍ତି ସେମାନେ ଏବେ ଅବତୀର୍ଣ୍ଣ ଅଛନ୍ତି ଟାଇଟଲ୍
Read More...

କ୍ରିକେଟରେ ଲାଗୁ ହେବ ଏହି ସବୁ ନୂଆ ନିୟମ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ : ଜୁନ୍‌ ୧୧ରୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ କ୍ରିକେଟରେ କିଛି ନିୟମ ବଦଳିବାକୁ ଯାଉଛି । ଉଭୟ ଦିନକିଆ ଓ ଟେଷ୍ଟ ଫର୍ମାଟରେ ଲାଗୁ ହେବ ନୂଆ ନିୟମ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)
Read More...

ପନ୍ତଙ୍କୁ ଜରିମାନା, ଗଣିବେ ଏତିକି ଟଙ୍କା

ଲକ୍ଷ୍ନୌ : ମଙ୍ଗଳବାର ଏଠାରେ ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ ସମୟରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଅଧିନାୟକ ରିଷଭ ପନ୍ତଙ୍କୁ ସ୍ଲୋ ଓଭର ରେଟ୍ ପାଇଁ ୩୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ସେହିପରି ପ୍ଲେଇଂ ଏକାଦଶର ଅନ୍ୟ ଖେଳାଳିମାନଙ୍କୁ ୧୨ ଲକ୍ଷ ଟଙ୍କା
Read More...

ଜୋନାଲସ୍ତରୀୟ ଫୁଟବଲ୍‌ ଖେଳ ପାଇଁ ବୌଦ୍ଧ ଜିଲ୍ଲା ୧୫ ବର୍ଷରୁ କମ୍‌ ଫୁଟବଲ୍‌ ଟିମ୍‌ର ସମ୍ବଲପୁର ଗସ୍ତ

ବୌଦ୍ଧ,୨୭/୫:- ମୁଖ୍ୟମନ୍ତ୍ରୀ ଟ୍ରଫି ଖେଳିବା ପାଇଁ ବୌଦ୍ଧଜିଲ୍ଲା ୧୫ବର୍ଷରୁ କମ୍‌ ଫୁଟବଲ୍‌ ଟିମ୍‌ ଆଜି ସମ୍ବଲପୁର ଗସ୍ତ କରିଛନ୍ତି । ଏଥିପାଇଁ ଗତକାଲି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର
Read More...