Browsing Category

ଖେଳ

୧୪ତମ ପ୍ରକାଶ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ ବାପୁଜୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ବିବେକାନନ୍ଦ ଯୁବକ ସଂଘ ଆଡେଣିଗଡ଼ ଦ୍ୱାରା ୧୪ତମ ପ୍ରକାଶ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି । ଆଜି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ବ୍ଲକ ତହସିଲଦାର
Read More...

ଡବ୍ଲ୍ୟୁଟିସି ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା ଭାରତ, ଜାଣନ୍ତୁ ଅନ୍ୟ ଦଳର କେମିତି ଅଛି ସ୍ଥିତି

ନୂଆଦିଲ୍ଲୀ : ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦୁଇ ଦିନ ମଧ୍ୟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଅନ୍ୟପକ୍ଷରେ ଭାରତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚକୁ ଅତି ସହଜରେ ୧୮୮ ରନରେ ଜିତିଥିଲା । ଏହି ଦୁଇଟି ଫଳାଫଳ ଭାରତକୁ ବହୁତ ଫାଇଦା
Read More...

ପ୍ରଥମ ଟେଷ୍ଟ: ବାଂଲାଦେଶକୁ ହରାଇଲା ଭାରତ

ଚଟ୍ଟୋଗ୍ରାମ: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ବିଜୟ ହୋଇଛି ଭାରତ। ବାଂଲାଦେଶକୁ ଦଳ ୧୮୮ ରନ୍‌ରେ ପରାସ୍ତ କରିଛି। ଏହା ସହିତ ୨ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍‌ରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ଦୁଇଟି ଯାକ ଇନିଂସରେ ମିଶି ୮ଟି ୱିକେଟ୍ ନେଇଥିବା କୁଲଦୀପ ଯାଦବଙ୍କୁ ମ୍ୟାନ୍
Read More...

ଫିଫା ବିଶ୍ୱକପ୍‌: ଆଜି ଆର୍ଜେଣ୍ଟିନା-ଫ୍ରାନ୍ସ ଫାଇନାଲ ଟକ୍କର

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍‌ର ଆଜି ହେଉଛି ଫାଇନାଲ ମୁକାବିଲା। ରାତି ସାଢ଼େ ୮ଟାରେ କତାରର ଲୁସାଇଲ ଆଇକନିକ ଷ୍ଟାଡିୟମରେ ଅନୁଷ୍ଟିତ ହେବ ଫାଇନାଲ ମ୍ୟାଚ। ଫୁଟବଲ ରାଙ୍କିରେ ୪ ନମ୍ବରରେ ଥିବା ଫ୍ରାନ୍ସ ତିନି ନମ୍ବରରେ ଥିବା ଆର୍ଜେଣ୍ଟିନାକୁ ଭେଟିବ। ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ଉଭୟ ଦୁଇଟି
Read More...

ବାଂଲାଦେଶ ୧୫୦ରେ ଅଲଆଉଟ, ତୃତୀୟ ଦିନ ଲଞ୍ଚ ସୁଦ୍ଧା ଭାରତ ୩୬/୦

ଢାକା : ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଭାରତ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ ନହରାଇ ୩୬ ରନ୍‌ ସଂଗ୍ରହ କରିଛି । କ୍ୟାପଟେନ କେ.ଏଲ୍‌ ରାହୁଲ ଏବଂ ଶୁବମାନ ଗିଲ ବର୍ତ୍ତମାନ କ୍ରିଜରେ ଅଛନ୍ତି ।ଏହାପୂର୍ବରୁ ଚାଟୋଗ୍ରାମରେ ଖେଳାଯାଉଥିବା ଏହି
Read More...

୨୩ରୁ ଆଇପିଏଲ୍‌ ନିଲାମୀ, ୪୦୫ ଖେଳାଳିଙ୍କ ମଧ୍ୟରେ ଦୁଇ ଓଡିଆ କ୍ରିକେଟର

ମୁମ୍ବାଇ : ଆସନ୍ତା ୨୩ ତାରିଖରେ କେରଳର କୋଚିଠାରେ ଅନୁଷ୍ଠିତ ହେବ ଇଣ୍ଡିଆ ପ୍ରିମିୟର ଲିଗ (ଆଇପିଏଲ)ର ମିନି ଅକ୍ସନ । ସେହିଦିନ ମୋଟ ୪୦୫ ଜଣ ଖେଳାଳିଙ୍କ ପାଇଁ ନିଲାମ ଡକାଯିବ । ସେମାନଙ୍କ ମଧ୍ୟରୁ ୨୭୩ ଜଣ ଭାରତୀୟ ଖେଳାଳି ଥିବାବେଳେ ୧୩୨ ଜଣ ବିଦେଶୀ ଖେଳାଳି ଅଛନ୍ତି । ସବୁଠାରୁ ଖୁସିର
Read More...

ସାମ୍ନାକୁ ଆସିଲା ରାହୁଲ-ଆଥିଆଙ୍କ ବିବାହ ତାରିଖ !

ନୂଆଦିଲ୍ଲୀ : ବଲିଉଡର ଭେଟେରାନ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ ଭାରତୀୟ ଦଳର ଓପନର୍‌ ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌ ରାହୁଲଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଥମିବାର ନା ଧରୁନାହିଁ । ଯଦିଓ ଏହି ଯୋଡି ସେମାନଙ୍କ ସମ୍ପର୍କ ବିଷୟରେ କୌଣସି ଅଫିସିଆଲ୍‌ ବିବୃତ୍ତି
Read More...

ଆସନ୍ତାକାଲିଠାରୁ ବାଂଲାଦେଶ-ଭାରତ ଟେଷ୍ଟ ସିରିଜ, ଏମିତି ହୋଇପାରେ ଦୁଇଦଳର ପ୍ଲେଇଙ୍ଗ ଏକାଦଶ

ନୂଆଦିଲ୍ଲୀ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପ୍ରଥମ ମ୍ୟାଚ ଆସନ୍ତାକାଲିଠାରୁ ଆରମ୍ଭ ହେବ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ (ଡବ୍ଲୁଟିସି) ଅନୁଯାୟୀ ଭାରତ ପାଇଁ ଉଭୟ ମ୍ୟାଚ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦିନିକିଆ ସିରିଜରେ ୨-୧ ହାରିବା
Read More...

ଇତିହାସ ରଚିଲେ ସ୍ମୃତି ମନ୍ଧାନା

ମୁମ୍ବାଇ: ଭାରତ ଏବଂ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ୧୧ ଡିସେମ୍ବରରେ ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ଦଳ ସୁପର ଓଭରରେ ଜିତିବାକୁ ସ୍ଥିର ହୋଇଥିଲା। ମ୍ୟାଚର ହିରୋ ଓପନର୍‌ ସ୍ମୃତି
Read More...

ପିତା ହେଲେ ଏହି କ୍ରିକେଟର, ଫଟୋ ସେୟାର କରି ଜଣାଇଲେ ପୁତ୍ରର ନାମ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆରୁ ବାହାରେ ଥିବା ବ୍ୟାଟ୍ସମ୍ୟାନ୍‌ ମୟଙ୍କ ଅଗ୍ରୱାଲ ପିତା ହୋଇଛନ୍ତି । ସେ ଟ୍ୱିଟ୍‌ କରି ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି । ଏହା ସହିତ ସେ ଦୁନିଆ ଆଗରେ ପୁଅର ନାମ ମଧ୍ୟ ପ୍ରକାଶ କରିଥିଲେ । ମୟଙ୍କ ଟ୍ୱିଟରରେ ଏକ ଚିତ୍ର ସେୟାର କରିଛନ୍ତି ଯେଉଁଥିରେ
Read More...