Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ବାଂଲାଦେଶ ଗସ୍ତରେ ଭାରତୀୟ ଦଳକୁ ବଡ଼ ଝଟ୍କା,ଟେଷ୍ଟ ସିରିଜରୁ ବାଦ ପଡିପାରନ୍ତି ରୋହିତ
ଢାକା: ବାଂଲାଦେଶ ଗସ୍ତରେ ଭାରତୀୟ ଦଳକୁ ବଡ଼ ଝଟ୍କା ଲାଗିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳିବାରେ ସନ୍ଦେହ ରହିଛି। ଦ୍ୱିତୀୟ ଦିନିକିଆରେ ତାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଥିଲା। ସେ ଫିଲ୍ଡିଂ କରି ନ ଥିଲେ। ତେବେ ରୋହିତ ଶେଷରେ ବ୍ୟାଟିଂ ସମୟରେ!-->…
Read More...
Read More...
ଦ୍ୱିତୀୟ ଦିନିକିଆରେ ହାରିଲା ଭାରତ, ଆଗୁଆ ସିରିଜ କବଜା କଲା ବାଂଲାଦେଶ
ଢାକା : ଢାକାଠାରେ ଖେଳାଯାଇଥିବା ୨ୟ ଦିନିକିଆରେ ରୋହିତ ଶର୍ମାଙ୍କ ଲଢୁଆ ପ୍ରଦର୍ଶନ ସତ୍ତ୍ବେ ଭାରତ ବାଂଲାଦେଶଠାରୁ ୫ ରନରେ ହାରିଯାଇଛି ।
୨୭୨ରନର ପିଛା କରୁଥିବା ଟିମ ଇଣ୍ଡିଆ ଆରମ୍ଭରୁ ବିରାଟ କୋହଲି ଓ ଶିଖର ଧଓ୍ବନଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଏହା ପରେ କେଏଲ ରାହୁଲ ଓ!-->!-->!-->…
Read More...
Read More...
ନବରଙ୍ଗପୁର ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ନବରଙ୍ଗପୁର : ଚଳିତ ବର୍ଷ ଗତାନୁଗତିକ ଭାବରେ ନବରଙ୍ଗପୁର ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କର ଉଭୟ ଶାରରିକ ଓ ମାନସିକ ବିକାଶ ପାଇଁ ଏହି କ୍ରୀଡା ଉତ୍ସବ ଦୁଇଦିନ ଧରି ପାଳନ କରାଯାଇଥିଲା । ଏଥିରେ ଉଭୟ ଯୁକ୍ତ ଦୁଇ ଏବଂ ଯୁକ୍ତ!-->…
Read More...
Read More...
ଚାଲିଛି ଦିନିକିଆ ସିରିଜ, ବିବାହ କଲେ ତିନି ଶ୍ରୀଲଙ୍କା ଖେଳାଳି
ନୂଆଦିଲ୍ଲୀ: ଶ୍ରୀଲଙ୍କା-ଆଫଗାନିସ୍ତାନ ମଧ୍ୟରେ ଜାରି ରହିଛି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ। ଦ୍ବିତୀୟ ଓଡିଆଇ ଗତକାଲି ପାଲିକିଲି ଷ୍ଟାଡିୟମରେ ଖେଳାଯାଇଥିଲା। କିନ୍ତୁ ବର୍ଷା କାରଣରୁ ମ୍ୟାଚ ଅଧାରୁ ବନ୍ଦ ହୋଇଥିଲା।
ତେବେ ନଭେମ୍ବର ୩୦ ରେ ହେବାକୁ ଥିବା ତୃତୀୟ ଦିନିକିଆ ପୂର୍ବରୁ!-->!-->!-->…
Read More...
Read More...
ପ୍ରଥମ ଖେଳାଳି ଭାବେ ଗୋଟିଏ ଓଭରରେ ୭ ଛକା ଲଗାଇଲେ ଋତୁରାଜ
ନୂଆଦିଲ୍ଲୀ : ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲ ମ୍ୟାଚରେ ଋତୁରାଜ ଗାଇକୱାଡ ଅଧିନାୟକ ଇନିଂସ ଖେଳିଥିଲେ । ସେ ୟୁପି ବିପକ୍ଷରେ ୧୫୯ ବଲରୁ ଅପରାଜିତ ୨୨୦ ସ୍କୋର କରିଥିଲେ । ଏହି ଇଂନିସରେ ୧୦ ଚୌକା ଓ ୧୬ ଛକା ଅନ୍ତର୍ଭୁକ୍ତ । ସେ ଗୋଟିଏ ଓଭରରେ ୭ ଛକା ସମେତ ୪୩ ରନ୍ ସଂଗ୍ରହ କରିଥିଲେ!-->…
Read More...
Read More...
ଆଇପିଏଲ ନିଲାମ : ଏହି ଖେଳାଳିଙ୍କ ଉପରେ ହୋଇପାରେ ଧନବର୍ଷା
ନୂଆଦିଲ୍ଲୀ : ଆଇପିଏଲ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସମସ୍ତ ଫ୍ରାଞ୍ଚାଇଜ୍ ଦଳ ମଧ୍ୟ ସେମାନଙ୍କର ମୁକ୍ତ ତଥା ସଂରକ୍ଷିତ ଖେଳାଳିଙ୍କ ତାଲିକା ସାର୍ବଜନୀନ କରିଛନ୍ତି । ବର୍ତ୍ତମାନ ସମସ୍ତ ଦଳ ଆଇପିଏଲର ପରବର୍ତ୍ତୀ ସିଜିନି ପାଇଁ ନିଲାମ ରଣନୀତି ଯୋଜନା କରିବା ଆରମ୍ଭ କରିଛନ୍ତି ।!-->…
Read More...
Read More...
ବୋଲର ବିଫଳ, ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡଠୁ ହାରିଲା ଭାରତ
ନୂଆଦିଲ୍ଲୀ:ଟି -୨୦ ସିରିଜ୍ ପରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହୋଇଛି । ଆଜି ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ନିଷ୍ପତ୍ତି ସଠିକ୍!-->…
Read More...
Read More...
ବାଂଲାଦେଶ ଗସ୍ତରୁ ଦୁଇ ଷ୍ଟାର ଖେଳାଳି ବାଦ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ
ନୂଆଦିଲ୍ଲୀ: ବାଂଲାଦେଶ ଗସ୍ତ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆରେ ଦୁଇଟି ପରିବର୍ତ୍ତନ କରିଛି । ଟିମ୍ ଇଣ୍ଡିଆର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ୟଶ ଦୟାଲ ଟିମ୍ ଇଣ୍ଡିଆ ସହିତ ବାଂଲାଦେଶ ଗସ୍ତରେ ଯିବେ ନାହିଁ । ଉଭୟ ଖେଳାଳି ଆହତ ହୋଇଛନ୍ତି ଏବଂ ସଂପୂର୍ଣ୍ଣ ସୁସ୍ଥ ହୋଇପାରି!-->…
Read More...
Read More...
ପୁଣି ଫେଲ ହେଲେ ପନ୍ତ, ଟିମ୍ ଇଣ୍ଡିଆରୁ ପଡିପାରନ୍ତି ବାଦ
ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ତାଙ୍କ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ପନ୍ତଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି କିନ୍ତୁ ସେଠାରେ ମଧ୍ୟ ସେ ରନ୍ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ!-->…
Read More...
Read More...
ବେଙ୍ଗଲ ମାଷ୍ଟର୍ସ ଆଥେଲଟକ୍ସ ଆସୋସିଏସନ ପ୍ରତିଯୋଗିତାରେ କିଶୋର ଚନ୍ଦ୍ର ରଥଙ୍କ ସଫଳତା
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିର କ୍ରୀଡ଼ାବିତ କିଶୋର ଚନ୍ଦ୍ର ରଥ ବେଙ୍ଗଲ ମାଷ୍ଟର୍ସ ଆଥେଲେଟକ୍ସ ଆସୋସିଏସନ ଦ୍ୱାରା ମୋଗେଲ ଜିଲ୍ଲାର ଚିନ୍ ଚୁରା ମଇଦାନରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ତାମ୍ର ପଦକ ହାସଲ କରି ଗୌରବ ଆଣିଛନ୍ତି । ଏହି ପ୍ରତିଯୋଗିତାରେ!-->…
Read More...
Read More...