Browsing Category

ଖେଳ

ପୁଣି ଇତିହାସ ରଚିଲା ଭାରତ :
ଲନ ବାଉଲ୍ସରେ ପ୍ରଥମ ଥର ଜିତିଲା ସ୍ୱର୍ଣ୍ଣ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲନ ବାଉଲ୍ସରେ ଭାରତୀୟ ମହିଳା ଦଳକୁ ମିଳିଛି ଐତିହାସିକ ସ୍ୱର୍ଣ୍ଣ । ଇତିହାସ ରଚିଛି ଭାରତୀୟ ମହଳା ଟିମ୍‌ । ଆଜି ଭାରତୀୟ ମହିଳା ଦଳ ଲନ ବାଉଲ୍ସ ୱମେନ ଫୋରସ ଇଭେଣ୍ଟର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି ।
Read More...

ଏସିଆ କପ୍‌ ପାଇଁ ଘୋଷଣା ହେଲା ସଂପୂର୍ଣ୍ଣ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ : ଏସିଆ କପ୍‌ ୨୦୨୨ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଚଳିତ ମାସ ଶେଷରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍‌ର କାର୍ଯ୍ୟସୂଚୀକୁ ଏସୀୟ କ୍ରିକେଟ୍‌ ପରିଷଦ (ଏସିସି) ର ଅଧ୍ୟକ୍ଷ ଜୟ ଶାହା ଘୋଷଣା କରିଛନ୍ତି । ଜୟ ଶାହା ଟି -୨୦ ଫର୍ମାଟରେ ଆୟୋଜିତ ହେବାକୁ ଥିବା ଏସିଆ
Read More...

ଏହି ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲେ ରୋହିତ

ନୂଆଦିଲ୍ଲୀ : କ୍ରିକେଟ୍ ଜଗତର ହିଟମ୍ୟାନ୍ ରୋହିତ ଶର୍ମା । ତାଙ୍କ ନାମରେ ବଡ ବଡ ରେକର୍ଡ ରହିଛି । ସେ ଟି୨୦ରେ ସବୁଠୁ ବେଶୀ ରନ୍ କରିଥିବା ବ୍ୟାଟର୍ । ଅନ୍ତର୍ଜାତୀୟ ଟି୨୦ରେ ୩୪୪୩ ରନ୍ କରିଛନ୍ତି ସେ । ଏହାସହ ସର୍ବାଧିକ ୪ଟି ଶତକ ମଧ୍ୟ ତାଙ୍କ ନାଁରେ ରହିଛି । ତେବେ ରୋହିତଙ୍କ ନାଁରେ
Read More...

ରାଜ୍ୟଗୋଷ୍ଠୀ ଲନ୍‌ ବାଉଲ୍ସ :
ଫାଇନାଲରେ ପହଞ୍ଚି ଇତିହାସ ରଚିଲା ଭାରତ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ଲନ ବାଉଲ୍ସ ୱମେନ ୪ ଇଭେଣ୍ଟରେ ଇତିହାସ ରଚିଛି ଭାରତ । ଏହି ଇଭେଣ୍ଟରେ ଭାରତୀୟ ମହିଳା ଦଳ ଫାଇନାଲରେ ପ୍ରବେଶ କରି ଦେଶ ପାଇଁ ପଦକ ପକ୍କା କରିବାକୁ ସକ୍ଷମ ହୋଇଛି । ଲନ ବାଉଲ୍ସର କୌଣସି ଇଭେଣ୍ଟରେ ଭାରତ ପଦକ ଜିତିବା ଇତିହାସରେ ପ୍ରଥମ ଘଟଣା । ଆଜି
Read More...

ଚେସ୍‌ ଅଲିମ୍ପିଆଡ : ଖେଳ ମଝିରେ ବେହୋସ ହୋଇଗଲେ ଇସ୍ତୋନିଆ ଖେଳାଳି

ମମଲାଲାପୁରମ୍‌ (ତାମିଲନାଡୁ) : ଏବେ ତାମିଲଡ଼ାଡ଼ୁରେ ଚାଲିଛି ୪୪ତମ ଚେସ୍‌ ଅଲିମ୍ପିଆଡ । ଆଜି ପ୍ରତିଯୋଗିତା ଚାଲିଥିବା ବେଳେ ଅଘଟଣ ଘଟିଥିିଲା । ଇଷ୍ଟୋନିଆର ଜଣେ ଚେସ ଖେଳାଳି ଖେଳୁଥିବା ବେଳେ ହଠାତ ବେହୋସ ହୋଇଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ
Read More...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଚମକୁଛି ଭାରତ :
ଦେଶକୁ ୨ୟ ସ୍ୱର୍ଣ୍ଣ ଦେଲେ ଜେରେମି

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ଭାରତର ପ୍ରଦର୍ଶନ ଧୀରେ ଧୀରେ ବଳିଷ୍ଠ ଓ ପ୍ରଭାବଶାଳୀ ହେବାରେ ଲାଗିଛି । ଭାରତୀୟ ପ୍ରତିଯୋଗୀମାନେ ଇତିହାସ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି । ବିଶେଷକରି,ଭାରୋତ୍ତୋଳନରେ ଭାରତର ପ୍ରଦର୍ଶନ ଖୁବ ଚମକ୍ରାର ହୋଇଛି । ଗତକାଲି ମୀରାବାଇ ଚାନୁ
Read More...

ରାଜ୍ୟଗୋଷ୍ଠୀ କ୍ରିକେଟ : ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜି ଅନୁଷ୍ଠିତ ଏକ କ୍ରିକେଟ ମ୍ୟାଚରେ ଭାରତୀୟ ମହିଳା ଦଳ ବିଜୟୀ ହୋଇଛନ୍ତି । ସ୍ମୃତି ମନ୍ଧନାଙ୍କ ବିସ୍ଫୋରକ ବ୍ୟାଟିଂ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ମହିଳା ଦଳ ୯୯ ରନ କରିଥିଲା । ପରେ
Read More...

କେଏଲ ରାହୁଲଙ୍କ ଭାବବିହ୍ୱଳ ପୋଷ୍ଟ

ନୂଆଦିଲ୍ଲୀ: ଭାରତୀୟ ଦଳ ଏବେ ଓ୍ୱେଷ୍ଟ ଇଣ୍ଡିଜ ଗସ୍ତରେ ଅଛି । ଦଳ ଟି୨୦ ସିରିଜ୍ ଖେଳୁଛି । ଏହାପରେ ଦଳ ଜିମ୍ବାଓ୍ୱେ ଗସ୍ତ କରିବ । ଜିମ୍ବାଓ୍ୱେ ବିରୋଧରେ ଦଳ ଦିନିକିଆ ସିରିଜ୍ ଖେଳିବ । ଏଥିପାଇଁ ଭାରତୀୟ ଦଳ ଘୋଷଣା ସରିଛି । ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । କିନ୍ତୁ
Read More...

ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା, ଫେରିଲେ ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ :ଜିମ୍ବାୱେ ଗସ୍ତରେ ହେବାକୁ ଥିବା ଦିନିକିଆ ସିରିଜ୍‌ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିଛି । ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରେ ଶିଖର ଧାୱନ ପୁଣି ଥରେ ଭାରତୀୟ ଦଳର ଅଧିନାୟକ ହେବେ । ଏହି ସିରିଜରୁ ନାମୀ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ବିରାଟ
Read More...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଦ୍ୱିତୀୟ ପଦକ ଦେଲେ ଗୁରୁରାଜା ପୂଜାରୀ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଛି ଦ୍ୱିତୀୟ ପଦକ । ଭାରୋତ୍ତୋଳନରେ ଗୁରୁରାଜା ପୂଜାରୀ ଭାରତ ପାଇଁ ଜିତିଛନ୍ତି ବ୍ରୋଞ୍ଜ ପଦକ । ଏହାପୂର୍ବରୁ ୫୫ କେଜି ଭାରୋତ୍ତୋଳନ ବର୍ଗରେ ସଙ୍କେତ ମହାଦେବ ସାଗର ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ । ଏବେ ଗୁରୁରାଜ ୬୧ କେଜି ବର୍ଗରେ
Read More...