ପ୍ରଥମ ଦିନିକିଆ : ଟସ୍‌ ଜିଣିଲା ଭାରତ, ବ୍ୟାଟିଂ କରିବ ଜିମ୍ବାୱେ

0 90

ହାରାରେ : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ହାରାରେ ସ୍ପୋର୍ଟସ କ୍ଲବରେ ଖେଳାଯିବ । ଭାରତୀୟ ଅଧିନାୟକ କେ.ଏଲ୍‌ ରାହୁଲ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚ୍‌ ଅପରାହ୍ନ ୧୨.୪୫ ରେ ଆରମ୍ଭ ହେବ ।
ଭାରତର ପ୍ଲେଇଙ୍ଗ ଏକାଦଶ – ଶିଖର ଧାୱନ, ଶୁଭମାନ ଗିଲ, ଇଶାନ କିଶନ, କେ.ଏଲ ରାହୁଲ (ଅଧିନାୟକ), ଦୀପକ ହୁଡା, ସଞ୍ଜୁ ସାମସନ (ଉଇକେଟ କିପର), ଅକ୍ଷର ପଟେଲ, ଦୀପକ ଚହର, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ

hiranchal ad1
Leave A Reply

Your email address will not be published.

ten − four =