Browsing Category

ଖେଳ

କାର୍ତ୍ତିକଙ୍କ ଉପରେ ଝୁଲିଲା ଖଣ୍ଡା, ଦଳରୁ ବାଦ ପଡିପାରନ୍ତି

ନୂଆଦିଲ୍ଲୀ : ଅଭିଜ୍ଞ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ନିକଟରେ ଶେଷ ହୋଇଥିବା ଆଇପିଏଲରେ ଆକର୍ଷଣୀୟ ପ୍ରଦର୍ଶନ କରି ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । କିନ୍ତୁ ତାଙ୍କ ପ୍ରତ୍ୟାବର୍ତ୍ତନ ସେତେଟା ପ୍ରଭାବୀ ହୋଇପାରିନାହିଁ । ଗୋଟିଏ ଦୁଇଟି ଇନିଂସକୁ ଛାଡି ଦେଲେ ଅନ୍ୟ
Read More...

ୱିମ୍ବଲଡନ ଗ୍ରାଣ୍ଡସ୍ଲାମ୍‌ ଜିତିଲେ ରିବକିନା

ଲଣ୍ଡନ: ଚଳିତ ୱିମ୍ବଲଡନ ଗ୍ରାଣ୍ଡସ୍ଲାମ୍‌ରେ ଇତିହାସ ରଚିଛନ୍ତି ଏଲେନା ରିବକିନା । କାଜାଖସ୍ତାନର ପ୍ରଥମ ଖେଳାଳି ଭାବେ ସେ କୌଣସି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବାରେ ସଫଳ ହୋଇଛନ୍ତି । ଶନିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲ୍‌ରେ ସେ ତୃତୀୟ ସିଡ୍‌ ଟ୍ୟୁନିସିଆ ଖେଳାଳି ଓନ୍ସ
Read More...

ପାଣ୍ଡ୍ୟା ଭାରତର ଶ୍ରେଷ୍ଠ ଟି-୨୦ କ୍ରିକେଟର, କହିଲେ ପୂର୍ବତନ ଓପନର

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଓପନର୍‌ ଆକାଶ ଚୋପ୍ରା ମତରେ ଏହି ସମୟରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ହେଉଛନ୍ତି ଭାରତର ସବୁଠାରୁ ମୂଲ୍ୟବାନ ଟି -୨୦ କ୍ରିକେଟର । ପାଣ୍ଡ୍ୟା ବର୍ତ୍ତମାନ କ୍ରିକେଟ୍‌ କ୍ୟାରିୟରର ସୁବର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି । ଆଇପିଏଲ୍‌ ୨୦୨୨ ରେ
Read More...

ଅସ୍ତ୍ରୋପଚାର ପରେ ବ୍ୟାଟ୍‌ ଉଠାଇଲେ କେ.ଏଲ୍‌ ରାହୁଲ

ନୂଆଦିଲ୍ଲୀ : କେଏଲ ରାହୁଲ କେବେ ଟିମ୍‌ ଇଣ୍ଡିଆକୁ ଫେରିବେ ସମସ୍ତେ ଅପେକ୍ଷା କରିଛନ୍ତି । ପ୍ରଥମେ ଆଘାତ ଏବଂ ପରେ ଅସ୍ତ୍ରୋପଚାର ହେତୁ ରାହୁଲ ଟିମ୍‌ ଇଣ୍ଡିଆରୁ ଦୂରେଇ ଯାଇଛନ୍ତି । କେଏଲ ରାହୁଲ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ଖେଳି ନାହାଁନ୍ତି ଏବଂ ଏହା ପରେ ଟି -୨୦ ଏବଂ ଦିନିକିଆ
Read More...

୪୧ ବର୍ଷରେ ପଦାର୍ପଣ କଲେ ଧୋନି, ଛୁଟୁଛି ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଆଜି ଅର୍ଥାତ୍‌ ଜୁଲାଇ ୭ ତାରିଖ ଦିନ ୪୧ ବର୍ଷରେ ପଦାର୍ପଣ କରିଛନ୍ତି । ତାଙ୍କ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ପ୍ରଶଂସକ ଏବଂ କ୍ରିକେଟରମାନେ ମଧ୍ୟ ମହାନ ଅଧିନାୟକଙ୍କୁ ଶୁଭେଚ୍ଛା
Read More...

ପୁଣି ନିରାଶ କଲେ କୋହଲି

ନୂଆଦିଲ୍ଲୀ: ଦ୍ୱିତୀୟ ପାଳିରେ ଭଲ ଆରମ୍ଭ କରିଥିଲେ ବିରାଟ କୋହଲି । ଗୋଟିଏ ଦୁଇଟି ଭଲ ସଟ୍ ବି ଖେଳିଲେ । କିନ୍ତୁ ବେନ୍ ଷ୍ଟୋକସଙ୍କ ଏକ ବଲରେ କଟ୍ ବିହାଇଣ୍ଡ୍ ହେଲେ ସେ । କ୍ୟାଚ୍ ଧରିଦେଲେ ଓ୍ୱିକେଟ୍ କିପର୍ ସାମ୍ ଓ୍ୱିଲିଙ୍ଗସ୍ ପାଖରେ ଛିଡା ହୋଇଥିବା ଜୋ ରୁଟ୍ । ଆଉ
Read More...

କରୋନା ମୁକ୍ତ ହେଲେ ରୋହିତ ଶର୍ମା

ନୂଆଦିଲ୍ଲୀ : ଭାରତର ଅଧିନାୟକ ରୋହିତ ଶର୍ମା କରୋନାରୁ ସୁସ୍ଥ ହୋଇଛନ୍ତି । ଶେଷ ରାଉଣ୍ଡରେ ହୋଇଥିବା ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ଏହାକୁ ନେଇ ବିସିସିଆଇ ଆଶ୍ୱସ୍ତ ହୋଇଛି । କରୋନାରେ ସଂକ୍ରମିତ ହେବାରୁ ରୋହିତ ବ ର୍ମାନ ଚାଲିଥିବା ଏଜବାଷ୍ଟନ ଟେଷ୍ଟରେ ସାମିଲ ହୋଇପାରି
Read More...

ରାଗିଂର ଶୀକାର ହୋଇଥିଲେ ଦୂତୀ , ପୋଷ୍ଟ କରି ଦେଲେ ସୂଚନା

ଭୁବନେଶ୍ୱର : ଅଲମ୍ପିଆନ୍‌ ଦୂତୀ ଚାନ୍ଦ୍‌ ମଧ୍ୟ ରାଗିଂର ଶିକାର ହୋଇଥିଲେ । ଏନେଇ ସୋସିଆଲ୍‌ ମିଡିଆରେ ନିଜେ ଅଙ୍ଗେ ନିଭାଇଥିବା କଥା ପୋଷ୍ଟ କରିଛନ୍ତି ଦୂତୀ । ରାଗିଂର ଶିକାର ହୋଇ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର କାରୁବାକୀ ଛାତ୍ରୀନିବାସରେ ରହୁଥିବା ଯୁକ୍ତ ୩ ପ୍ରଥମ ବର୍ଷ କଳା
Read More...

ଇଂଲଣ୍ଡ ୨୮୪ ରନରେ ଅଲଆଉଟ୍

ବର୍ମିଂହାମ: ଏଜବାଷ୍ଟନରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟରେ ଘରୋଇ ଇଂଲଣ୍ଡ ଭାରତୀୟ ବୋଲରଙ୍କ ମୁକାବିଲା କରିନପାରି ୨୮୪ ରନରେ ଅଲଆଉଟ୍ ହୋଇଛି। ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତ ୧୩୨ ରନରେ ଆଗୁଆ ରହିଛି। ଇଂଲଣ୍ଡ ପକ୍ଷରୁ ଜୋନି ବେୟାରଷ୍ଟୋ ୧୦୬ ରନ କରିଥିଲେ। ସାମ
Read More...

ସର୍ବ ଭାରତୀୟ ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍: ଓଡ଼ିଶା ଟିମ୍ ର ତାମିଲନାଡୁ ଯାତ୍ରା

ଭୁବନେଶ୍ଵର : ତାମିଲନାଡୁର କେଟି, ଓଟି ଠାରେ ଚଳିତ ମାସ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ସର୍ବ ଭାରତୀୟ ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍ ରେ ଯୋଗ ଦେବା ପାଇଁ ଓଡ଼ିଶାର ୧୫ ଜଣିଆ ଦଳ ତାମିଲନାଡୁ ଯାତ୍ରା କରିଛନ୍ତି । ଏହି ଚାମ୍ପିଅନସିପ୍ରେ ୨୮ଟି ରାଜ୍ୟ ଅଂଶ
Read More...