Browsing Category

ଖେଳ

ଆଇପିଏଲ ମେଗା ନିଲାମ ପାଇଁ ବଡ ଘୋଷଣା କଲା ବିସିସିଆଇ, ବିଡ୍‌ରେ ସାମିଲ ହେବେ ଏତିକି ଖେଳାଳି

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ ର ମେଗା ନିଲାମ ସହ ଜଡିତ ବଡ ଘୋଷଣା ଆଜି କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ଦ୍ୱାରା କରାଯାଇଛି । ଦୁଇ ଦିନିଆ ମେଗା ନିଲାମ ପାଇଁ ଆଇପିଏଲ୍‌ ୨୦୨୨ ମେଗା ନିଲାମର ତାଲିକା ଚୂଡାନ୍ତ ହୋଇଛି । ଆଇପିଏଲ୍‌ ୨୦୨୨ ର ମେଗା
Read More...

ଇତିହାସ ରଚିଲେ ଶ୍ରୀଜେଶ

ନୂଆଦିଲ୍ଲୀ : ଭାରତର ଅନୁଭବୀ ହକି ଗୋଲକିପର ପିଆର ଶ୍ରୀଜେଶ ୨୦୨୧ରେ ଦମଦାର ପ୍ରଦର୍ଶନ ପାଇଁ ସୋମବାର ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି । ଏହି ପୁରସ୍କାର ଜିତିବାରେ ସେ ଦ୍ୱିତୀୟ ଭାରତୀୟ ଖେଳାଳି । ଏହା ପୂର୍ବରୁ ୨୦୨୦ରେ ଭାରତୀୟ ମହିଳା ହକି ଦଳର ଅଧିନାୟକ ରାଣୀ ରାମପାଲ
Read More...

ଇସ୍ତଫା ଦେଲେ ବିସିସିଆଇ ମହାପ୍ରବନ୍ଧକ ଧୀରଜ ମାଲହୋତ୍ରା

ନୂଆଦିଲ୍ଲୀ : ବିସିସିଆଇର ଖେଳ ବିକାଶ ମହାପ୍ରବନ୍ଧକ ଧୀରଜ ମାଲହୋତ୍ରା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଏହି ଇସ୍ତଫା ପରେ ସେ ଆଇପିଏଲ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ନେଇ ଚର୍ଚ୍ଚା ହେଉଛି । ଏ ନେଇ ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଜାନୁଆରୀ ପ୍ରଥମ
Read More...

ଏଫଆଇଏଚ ମହିଳା ହକି : ଚୀନକୁ ୧-୭ ଗୋଲରେ ହରାଇଲା ଭାରତ

ମସ୍କଟ : ଓମାନ୍‌ର ମସ୍କଟରେ ଅନୁଷ୍ଠିତ ଏଫଆଇଏଚ ମହିଳା ହକି ପ୍ରୋ ଲିଗ୍‌ ୨୦୨୧-୨୨ରେ କମାଲ କରିଛନ୍ତି ଭାରତୀୟ ମହିଳା ହକି ଦଳ । ଚୀନକୁ ୧-୭ ଗୋଲରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛନ୍ତି ଭାରତୀୟ ଦଳ । ଆରମ୍ଭରୁ ହିଁ ଚୀନ ଟିମ୍‌ ବିପକ୍ଷରେ ଦବଦବା ଦେଖାଇଥିଲେ ଭାରତୀୟ ମହିଳା ଦଳ ।
Read More...

ଅଧିନାୟକ ପଦ ଛାଡିବାର ଏହି ବଡ କାରଣ କହିଲେ ବିରାଟ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପରାଜୟ ପରେ ବିରାଟ କୋହଲି ଆଶ୍ଚର୍ଯ୍ୟଜନକ ଭାବେ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ସେତେବେଳେ ସେ କେଉଁ କାରଣରୁ ପଦ ଛାଡୁଛନ୍ତି ତାହାର କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ । ବିରାଟ ଟି-୨୦ ବିଶ୍ୱକପ ପୂର୍ବରୁ ଏହି ଛୋଟ ଫର୍ମାଟରୁ
Read More...

ଶେଷହେଲା ଓଡ଼ିଶା ଓପନ ବ୍ୟାଡମିଣ୍ଟନ : ମହିଳାରେ ଉନ୍ନତି,ପୁରୁଷରେ କିରନ ଚାମ୍ପିଅନ

କଟକ : ଶେଷ ହୋଇଛି ଓଡ଼ିଶା ଓପନ ସୁପର-୧୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆଜି ଶେଷ ହୋଇଛି । ମହିଳା ସିଙ୍ଗିଲ୍ସରେ ଉନ୍ନତି ହୁଡ୍ଡା ଓ ପୁରୁଷ ସିଙ୍ଗିଲସରେ କିରନ ଜଜ୍‌ର୍ ଚାମ୍ପିଅନ ହୋଇଛନ୍ତି । ଉନ୍ନତି ଚାମ୍ପିଅନ ହେବା ସହ ଇତିହାସ ରଚିଛନ୍ତି । ସେ କନିଷ୍ଠ ଭାରତୀୟ ଶଟଲର୍‌ ଭାବେ
Read More...

ଇତିହାସ ରଚିଲେ ନାଡାଲ

ନୂଆଦିଲ୍ଲୀ : ଇତିହାସ ରଚିଲେ ରାଫେଲ ନାଦାଲ । ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗିଲ୍ସରେ ଚାମ୍ପିଅନ ହେବା ସହ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ ଜିତି ସେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ଏଥିସହ ସେ ୨୧ତମ ଗ୍ରାଣ୍ଡସ୍ଲାମ ଜିତି ଦୁନିଆର ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ନିଜ
Read More...

ଅଶୋକ ଏବଂ ଆଶିଷ ସ୍ମାରକୀ ଏକଦିବସିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସାମ୍ବାଦିକ ଏକାଦଶ ବିଜୟୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ବିଟିଏମ ପଡିଆଠାରେ ଚାଲିଥିବା ଉଇଣ୍ଟର କପ ଟୁର୍ଣ୍ଣାମେଣ୍ଟର ଚାଲିଥିବା କ୍ରିକେଟ ଟୁର୍ଣ୍ଣାମଂଟ ଅବସରରେ ଆଜି ଅଶୋକ ଏବଂ ଆଶିଶ ସ୍ମାରକି ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଟ ଆଡଭୋକେଟ ଏକାଦଶ ଓ ସାମ୍ବାଦିକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୁର୍ଣ୍ଣ
Read More...

ଅଷ୍ଟ୍ରେଲିଆନ ଓପନ : ମହିଳା ଡବଲ୍ସ ଜିତିଲେ ବାର୍ବୋରା- କ୍ୟାଟେରିନା ଯୋଡ଼ି

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆନ ଓପନରେ ବାର୍ବୋରା କ୍ରେଜସିକୋଭା ଓ କ୍ୟାଟେରିନା ସିନିଆକୋଭା ଯୋଡ଼ି ମହିଳା ଡବଲ୍ସ ଟାଇଟଲ ହାସଲ କରିଛନ୍ତି । ସେମାନେ ଅଷ୍ଟ୍ରେଲୀୟ ଓପନ୍‌ ମହିଳା ଡବଲ୍ସ ୬-୭ (୩), ୬-୪, ୬-୪ ରବିବାର ଅଣସଂରକ୍ଷିତ ଆନ୍ନା ଡାନିଲିନା ଏବଂ ବିଟ୍ରିଜ୍‌ ହାଡାଦଙ୍କ ଠାରୁ
Read More...

ଆଇପିଏଲ ପ୍ରଶଂସକଙ୍କ ପାଇଁ ଖୁସି ଖବର : ୨୫% ଦର୍ଶକଙ୍କୁ ଷ୍ଟାଡିୟମକୁ ମିଳିପାରେ ଏଣ୍ଟ୍ରି !

ନୂଆଦିଲ୍ଲୀ : ଆଇପିଏଲ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଦେଶରେ କ୍ରମାଗତ ଭାବେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଆଇପିଏଲ ୨୦୨୨ ସମୟରେ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ଦିଆଯାଇପାରେ । ଆଇପିଏଲର ସମସ୍ତ ଲିଗ୍‌ ମ୍ୟାଚ ମହାରାଷ୍ଟ୍ରରେ ଅନୁଷ୍ଠିତ ହେବ
Read More...