Browsing Category

ଖେଳ

ଅମିତଙ୍କୁ ଭେଟିବା ପରେ ମମତାଙ୍କୁ ପଶଂସା କଲେ ଦାଦା

କୋଲକାତା,୮/୫ : ଗତ ୬ ତାରିଖରେ ବିସିସିଆଇ ସଭାପତି ସୌରଭ ଗାଙ୍ଗଲିଙ୍କ ଘରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରାତ୍ରି ଭୋଜନ କରିବା ପରଠୁ ରାଜ୍ୟ ଓ କେନ୍ଦ୍ରୀୟ ରାଜନୀତି ସରଗରମ ରହିଛି । ଏହାକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଦାଦା ଆଜି ଏକ ବୟାନ ଦେଇ ସମସ୍ତଙ୍କୁ
Read More...

ହାଇଦ୍ରାବାଦକୁ ହରାଇଲା ଆରସିବି

ମୁମ୍ବାଇ: ଅଧିନାୟକ ଡୁ ପ୍ଲେସିସଙ୍କ ଅର୍ଦ୍ଧଶତକୀୟ ଇନିଂସ ଏବଂ ଓ୍ଵାନିନ୍ଦୁ ହସରଙ୍ଗାଙ୍କ ୫ ଓ୍ଵିକେଟ୍ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୬୭ ରନରେ ପରାସ୍ତ କରିଛି। ଏହାକୁ ମିଶାଇ ହାଇଦ୍ରାବାଦ କ୍ରମାଗତ ଚତୁର୍ଥ ପରାଜୟ ଭାଗିଛି। ୧୨ଶ ମ୍ୟାଚରୁ
Read More...

ଆଇପିଏଲ ଛାଡି ଘରକୁ ଫେରିଲେ ହେଟମେୟର, ଜାଣନ୍ତୁ କାହିଁକି

ମୁମ୍ବାଇ : ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ ଜାରି ରଖିଥିବା ରାଜସ୍ଥାନ ରୟାଲ୍ସ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶିମ୍ରନ୍‌ ହେଟମିୟର ଆଗାମୀ କିଛି ମ୍ୟାଚ ଖେଳିପାରିବେ ନାହିଁ । କାରଣରୁ ତାଙ୍କ ପତ୍ନୀ ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି । ଏହି ଶୁଭ
Read More...

କ୍ରୀଡ଼ାରେ ପୁଣି କରୋନା ମାଡ଼ : ସ୍ଥଗିତ ରହିଲା ଏସିଆନ ଗେମ୍ସ

ବେଜିଂ: କ୍ରୀଡ଼ା କ୍ଷେତ୍ରରେ କରୋନା ପୁଣିଥରେ ତା’ର ଆତଙ୍କ ଖେଳାଇବା ଆରମ୍ଭ କରିଦେଇଛି । ଚୀନ ତଥା ସାଂଘାଇରେ ସଂକ୍ରମଣ ଅତି ସାଂଘାତିକ ସ୍ଥିତିରେ ପହଞ୍ଚିଥିବାରୁ ସୁରକ୍ଷା ଦୃଷ୍ଟିରୁ ଏସିଆନ ଗେମ୍ସ-୨୦୨୨କୁ ସ୍ଥଗିତ ରଖାଯାଇଛି । ଆସନ୍ତା ସେପ୍‌ଟେମ୍ବର ମାସରେ ଚାଇନାର ହାଙ୍ଗଜୋହରେ ଏହା
Read More...

ଗୋଟିଏ ଓଭରରେ ୫ ଛକା ମାରିଲେ ଷ୍ଟୋକ୍ସ

ନୂଆଦିଲ୍ଲୀ: ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଇଂଲଣ୍ଡର ଟେଷ୍ଟ କ୍ରିକେଟ ଦଳ ଅଧିନାୟକ ପଦ ମିଳିବା ପରେ ସେ କମାଲ ଦେଖାଇଛନ୍ତି । ଆଜି ଓର୍ସେଷ୍ଟରସାୟର ବିରୋଧରେ ଖେଳିଥିବା କାଉଁଟି ଚାମ୍ପିୟନସିପ ଡିଭିଜନ-୨ରେ ସେ ୬୪ ବଲରେ ଶତକ ହାସଲ କରିଥିଲେ । ଯାହା ଭିତରେ ସେ ବାମହାତି ସ୍ପିନର ଯୋସ
Read More...

ଦାଦାଙ୍କ ଘରେ ରାତ୍ରିଭୋଜନ କଲେ ଅମିତ ଶାହ

କୋଲକାତା,୬/୫ : ବର୍ତ୍ତମାନ ପଶ୍ଚିମ ବଙ୍ଗ ଗସ୍ତରେ ଥିବା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଘରେ ଆଜି ରାତ୍ରୀଭୋଜନ କରିଛନ୍ତି । ଏହାପରେ,ଗାଙ୍ଗୁଲି ବିଜେପିରେ ଯୋଗଦେବା ନେଇ ଲାଗି ରହିଥିବା ଚର୍ଚ୍ଚା ଅଧିକ ସକ୍ରିୟ ହୋଇଉଠିଛି । ଶୁକ୍ରବାର
Read More...

କୋହଲିଙ୍କୁ ନେଇ ଆରସିବିରେ ବଢୁଛି ଟେନସନ

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ବିପକ୍ଷରେ ଆରସିବିର ବିଜୟ ସତ୍ତେ୍ୱ ଦଳ ପାଇଁ ଅନେକ ଚିନ୍ତା ଜାରି ରହିଛି । ବିଶେଷକରି ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଫର୍ମରେ ନ ଥିବାରୁ ଦଳର ଚିନ୍ତା ବଢିବାରେ ଲାଗିଛି । ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ କୋହଲି
Read More...

ଜାଡେଜାଙ୍କୁ ଅଧିନାୟକ କରି ବଡ ଭୁଲ କରିଥିଲା ସିଏସକେ : ସେହ୍ୱାଗ

ମୁମ୍ବାଇ : ଚାରିଥର ଚାମ୍ପିଅନ୍‌ ଦଳ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଆଇପିଏଲ୍‌ ୨୦୨୨ ପ୍ଲେ ଅଫ୍‌ ଦୌଡ଼ରୁ ସମ୍ଭବତଃ ବାଦ ପଡିଛି । ଏହି ସିଜନରେ ଦଳ ଏପର୍ଯ୍ୟନ୍ତ ୧୦ ଟି ମ୍ୟାଚ ମଧ୍ୟରୁ ୩ ଟି ଜିତିଛି । ଲିଗ୍‌ ର ୧୫ ତମ ସିଜନରେ ସିଏସକେର ଖରାପ ପ୍ରଦର୍ଶନ ପାଇଁ ଅଧିନାୟକଙ୍କ ପରିବର୍ତ୍ତନ
Read More...

ଫୁଟବଲ ଖେଳରେ ପଣ୍ଟିଂଙ୍କ ପୁଅଠୁ ହାରିଗଲେ ପନ୍ତ, ଦେଖନ୍ତୁ ଭିଡିଓ

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ୨୦୨୨ ସିଜନରେ ଋଷଭ ପନ୍ତଙ୍କ ଅଧିନାୟକତ୍ୱ ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଭଲ ପ୍ରଦର୍ଶନ କରିପାରୁନାହିଁ । ଦଳ ଏ ପର୍ଯ୍ୟନ୍ତ ୯ ମ୍ୟାଚରୁ ମାତ୍ର ୪ଟି ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବୁଲରେ ୮ ଅଙ୍କ ସହ ସପ୍ତମ ନମ୍ବରରେ ରହିଛି । ଏହି ସବୁ ଚିନ୍ତା
Read More...

ବାଙ୍ଗାଲୋରକୁ ୬ ୱିକେଟରେ ହରାଇଲା ଗୁଜୁରାଟ

ମୁମ୍ବାଇ: ଆଇପିଏଲରେ ଚମକ୍ରାର ପ୍ରଦର୍ଶନ ସହ ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତି ଧମାଲ କରୁଛି ଗୁଜୁରାଟ ଟାଇଟନ୍ସ । ଆଜି ଅନୁଷ୍ଠିତ ମ୍ୟାଚରେ ମଧ୍ୟ ଏହା ବିଜୟୀ ହୋଇଛି । ଆଜି ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ୪୩ତମ ମ୍ୟାଚରେ ଗୁଜୁରାଟ ପ୍ରତିପକ୍ଷ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟରେ
Read More...