Browsing Category

ଖେଳ

ମୋତେ ଏଭଳି ମ୍ୟାଚ୍‌ ପାଇଁ ଅଧିକ ଟଙ୍କା ମିଳିବା ଦରକାର, ଏମିତି କାହିଁକି କହିଲେ ରାହୁଲ

ମୁମ୍ବାଇ : ଲକ୍ଷ୍ନୌ ସୁପର ଜଏଣ୍ଟସ୍‌ ଅଧିନାୟକ କେ.ଏଲ୍‌ ରାହୁଲ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ମ୍ୟାଚ୍‌ ପରେ ଭଲ ନିଶ୍ୱାସ ପ୍ରଶ୍ୱାସ ନେଇଥିବେ ନିଶ୍ଚିତ । କାରଣ ଏହି ବିଜୟ ସହିତ ଲକ୍ଷ୍ନୌ ସୁପର ଜଏଣ୍ଟସ୍‌ ପ୍ଲେ ଅଫ୍‌ରେ ପହଞ୍ଚିବାରେ ଦ୍ୱିତୀୟ ଦଳ ହୋଇପାରିଛି । ବର୍ତ୍ତମାନ ଅବଶିଷ୍ଟ
Read More...

ଆଇପିଏଲ ଛାଡି ଘରକୁ ଗଲେ ୱିଲିୟମସନ, ଜାଣନ୍ତୁ କାରଣ

ମୁମ୍ବାଇ : ଆଇପିଏଲ୍‌ ୨୦୨୨ର ଏକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଜିତିବା ପରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌) ଅଧିନାୟକ କେନ୍‌ ୱିଲିୟମସନ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ୱିଲିୟମ୍ସନ୍‌ ଆଇପିଏଲ୍‌ ୨୦୨୨ ଛାଡି ଘରକୁ ଫେରି ଯାଇଛନ୍ତି ।
Read More...

ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପ : ପ୍ରଥମ ଥର ଚାମ୍ପିୟନ ହେଲା ଓଡିଶା

ଭୁବନେଶ୍ୱର : ଓଡ଼ିଶା ପାଇଁ ଖୁସି ଖବର । ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପରେ ଓଡ଼ିଶା ବାଜିମାତ କରିଛି । ପ୍ରଥମଥର ପାଇଁ ଚାମ୍ପିଅନ ହୋଇଛି ଓଡିଶା । ମଧ୍ୟପ୍ରଦେଶ ଭୋପାଲରେ ଚାଲିଥିବା ଚାମ୍ପିୟନଶିପ୍‌ର ଫାଇନାଲ ମୁକାବିଲାରେ ଓଡିଶା ୨-୦ ଗୋଲରେ କର୍ଣ୍ଣାଟକାକୁ ହରାଇ ନୂଆ
Read More...

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଦ.ଆଫ୍ରିକା ଦଳ ଘୋଷଣା

ନୂଆଦିଲ୍ଲୀ : ଆସନ୍ତା ମାସ ୯ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ ଖେଳାଯିବ । ଏହି ସିରିଜ୍‌ ପାଇଁ ଦକ୍ଷିଣ ଆଫ୍ରିକା ୧୬ ଜଣିଆ ଦଳ ଘୋଷଣା କରିଛି । ପ୍ରଥମ ଥର ପାଇଁ ଦଳରେ ଟ୍ରଷ୍ଟାନ୍‌ ଷ୍ଟବ୍ସ ସ୍ଥାନ ପାଇଥିବେଳେ ଏନରିଚ
Read More...

ସୂର୍ଯ୍ୟକୁମାରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ନେଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଆହତ କାରଣରୁ ମୁମ୍ବାଇ ଇଣ୍ଡିଆନ୍ସର ଅନ୍ୟତମ ଅଗ୍ରଣୀ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍‌ରୁ ବାଦ ପଡିଛନ୍ତି । ଏଭଳି ପରିସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସ ସୂର୍ଯ୍ୟକୁମାରଙ୍କ ବଦଳରେ ଜଣେ ନୂତନ ଖେଳାଳିଙ୍କୁ ନିଜ ଟିମରେ ସାମିଲ କରିଛି । ଏହି ଖେଳାଳିଙ୍କ ନାମ ହେଉଛି
Read More...

ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜ କପ : ଓଡିଶାରୁ ସ୍ଥାନ ପାଇଲେ ପ୍ରିୟଙ୍କା ଓ ସୁଜାତା

ପୁଣେ: ମହିଳା ଟି-୨୦ ଚ୍ୟାଲେଞ୍ଜ କ୍ରିକେଟ ବା ମହିଳା ଆଇପିଏଲ ପାଇଁ ଆଜି ଦଳ ଘୋଷଣା ହୋଇଛି । ଘୋଷିତ ଦଳରେ ଓଡ଼ିଶାରୁ ଦୁଇ ଜଣ ସ୍ଥାନ ପାଇଛନ୍ତି । ସେମାନେ ହେଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସୁଜାତା ମଲ୍ଲିକ । ଆସନ୍ତା ୨୩ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ପୂର୍ବବର୍ଷ ଗୁଡିକ
Read More...

ବିରାଟ ଓ ରୋହିତଙ୍କ ଫର୍ମକୁ ନେଇ ଏମିତି କହିଲେ ସୌରଭ ଗାଙ୍ଗୁଲି

ମୁମ୍ବାଇ : ବିରାଟ କୋହଲି ଏବଂ ରୋହିତ ଶର୍ମା ଆଇପିଏଲ ୨୦୨୨ ରେ ବ୍ୟାଟ ସହିତ ସଂଘର୍ଷ କରୁଛନ୍ତି । ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଭାରତକୁ ଖେଳିବାକୁ ପଡିବ । ଏଭଳି ପରିସ୍ଥିତି ଏହି ଦୁଇ ଖେଳାଳିଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିଛି । ରୋହିତଙ୍କ ଦଳ ମୁମ୍ବାଇ
Read More...

ସନ୍ଥ ଭୀମ ପ୍ରଭା ଜ୍ୟୋତି ସମ୍ମାନରେ ସମ୍ୱର୍ଦ୍ଧିତ ହେଲେ ଡ଼ଃ ନୃସିଂହାନନ୍ଦ

ଫୁଲବାଣୀ:-କନ୍ଧମାଳ ତଥା ଓଡିଶାର ବିଶିଷ୍ଟ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ରାଜ୍ୟ ସ୍ତରୀୟ ସାହିତ୍ୟ ଓ ଆଧ୍ୟାତ୍ମିକ ସମ୍ମିଳନୀରେ ସନ୍ଥ ଭୀମ ପ୍ରଭା ଜ୍ୟୋତି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ ତରଫରୁ କଟକ ସାରଳା ଭବନଠାରେ ଆୟୋଜିତ ଏହି
Read More...

୫ ଡକାୟତକୁ କାବୁକଲା ଟିକାବାଲି ପୋଲିସ

ବାଲିଗୁଡ଼ା: ମୋବାଇଲ ଧରେଇଦେଲା ଡକାୟତଙ୍କୁ । ଏହାସହିତ ଚୋରି ସୁନା ଗହଣା ସହିତ ଗୋଟିଏ ମୋବାଇଲକୁ ଜବତ କରିଛି ଟିକାବାଲି ପୋଲିସ । ଗିରଫ ଡକାୟତ ହେଲେ ବ୍ରାହ୍ମଣୀଗାଁର ଉଦ୍ଧବ ମଲ୍ଲିକ, ଆଦମ ମାଝୀ, ରହିମ ମାଝୀ, ଦାରିଙ୍ଗିବାଡିର କୃପାକର ମୁଖୀ ଓ ଟିକାବାଲି କଇଁଝରର ସଞ୍ଜୟ କୁମାର ମଳିକ ।
Read More...

ଚେନ୍ନାଇକୁ ୭ ଓ୍ଵିକେଟ୍‌ରେ ପରାସ୍ତ କଲା ଗୁଜରାଟ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୬୨ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ଗୁଜରାଟ ଟାଇଟନ୍ସ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଗୁଜରାଟ ୧୯.୧ ଓଭରରେ ୩ଟିଓ୍ଵିକେଟ୍‌ ହରାଇ ୧୩୭ ରନ୍‌ କରିଛି।ଗୁଜରାଟ ଆରମ୍ଭରୁ ଭଲ ବ୍ୟାଟିଂ
Read More...