Browsing Category

ଖେଳ

ଏବେ ଚଳିବା ପାଇଁ ଜୋତା ଓ ପୋଷାକ ବିକୁଛନ୍ତି ଏହି ପୂର୍ବତନ ଅମ୍ପାୟର

ନୂଆଦିଲ୍ଲୀ: ଦିନ ଥିଲା ପାକିସ୍ତାନର ଜଣେ ଅମ୍ପାୟର ଅନ୍ତର୍ଜାତୀୟ କ୍ରିକେଟରେ ବେଶ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ଅମ୍ପାୟରିଂ ବେଶ ଉଚ୍ଚକୋଟୀର ଥିଲା । ସେଥିପାଇଁ ଆଇସିସି ତାଙ୍କୁ ବଡ ବଡ ମୁକାବିଲାରେ ଅମ୍ପାୟରିଂ ପାଇଁ ନିଯୁକ୍ତି କରିଥିଲା ସେ ଅମ୍ପାୟର ହେଉଛନ୍ତି ଅସଦ ରଉଫ । ତେବେ…
Read More...

ଆନ୍ତର୍ଜାତୀୟ କ୍ରୀଡାବିତଙ୍କୁ ରାଜ୍ୟ କ୍ରୀଡା ବିଭାଗର ଅଣଦେଖା ଅଭିଯୋଗ

ସୁବର୍ଣ୍ଣପୁର: କ୍ରୀଡା,କ୍ରୀଡାବିତ ତଥା କ୍ରୀଡା ଭିତ୍ତିଭୂମୀର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ ବିଭିିନ୍ନ ସମୟରେ କ୍ରୀଡା ପ୍ରତିଭାମାନେ ଉପଯୁକ୍ତ ସରକାରୀ କ୍କୋତ୍ସାହନ ଅଭାବରୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ତାଙ୍କର ପ୍ରତିଭା ପ୍ରଦର୍ଶନ କରିବାରୁ ବଂଚିତ…
Read More...

ଚମକିବ ସର୍ଫରାଜ ଖାନଙ୍କ ଭାଗ୍ୟ, ଏହି ଗସ୍ତରେ ପାଇପାରନ୍ତି ଭାରତୀୟ ଦଳରେ ସ୍ଥାନ

ମୁମ୍ବାଇ : ରଣଜୀ ଟ୍ରଫିରେ କ୍ରମାଗତ ପ୍ରଦର୍ଶନ ସହିତ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମୁମ୍ବାଇର ସର୍ଫରାଜ ଖାନ ନଭେମ୍ବରରେ ବାଂଲାଦେଶ ବିପକ୍ଷ ଦୁଇ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳରେ ମନୋନୀତ ହୋଇପାରନ୍ତି । ରଣଜୀ ଟ୍ରଫିର ଅନ୍ତିମ ମ୍ୟାଚରେ ସର୍ଫରାଜ ଖାନ ନିଜର ଭଲ ଫର୍ମ ଜାରି…
Read More...

ଜିଲ୍ଲାସ୍ତରୀୟ ଯୁବ ବାଳକ ଓ ବାଳିକା ବକ୍ସିଂ ରାଜ୍ୟ ଦଳ ଚୟନ ପ୍ରକ୍ରିୟା ଅନୁଷ୍ଠିତ

ପୁରୀ : ଆଜି ପୁରୀ ରେଳବାଇ କଲ୍ୟାଣି ମଣ୍ଡପ ଠାରେ ଓଡିଶା ଆମେଚର ବକ୍ସିଂ ଆସୋସେସନ ତରଫରୁ ଜିଲ୍ଲା କ୍ରୀଡ଼ା ସଂସଦ ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ବାଳକ ଓ ବାଳିକା ବକ୍ସିଂ ରାଜ୍ୟ ଦଳ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଜିଲ୍ଲାରୁ ୬୦ ଯୁବ ଖେଳାଳୀ ଖେଳାଳି…
Read More...

ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କଲେ ରୋହିତ, ଟ୍ୱିଟରରେ ସେୟାର କଲେ ଏହି ବିଶେଷ ନୋଟ୍‌

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଆଜି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୫ ବର୍ଷ ପୂରଣ କରିଛନ୍ତି । ରୋହିତ ଶର୍ମା ୨୩ ଜୁନ୍‌ ୨୦୦୭ ରେ ଆୟର୍ଲାଣ୍ଡ ବିପକ୍ଷରେ ୱାନ ଡେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଡେବ୍ୟୁ କରିଥିଲେ । ଅବଶ୍ୟ, ଏକ ସମୟ ଥିଲା ଯେତେବେଳେ ସେ…
Read More...

ଟି-୨୦ ବିଶ୍ୱକପ ଦଳରୁ ବାଦ ପଡିପାରନ୍ତି ପନ୍ତଙ୍କ ସମେତ ଏହି ଖେଳାଳି

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି -୨୦ ସିରିଜ୍‌ ଖେଳିବା ପରେ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ମିଶନ୍‌ ବର୍ତ୍ତମାନ ଆୟର୍ଲାଣ୍ଡ ଅଟେ । ଏହି ଭ୍ରମଣରେ ଭାରତକୁ ୨ ଟି -୨୦ ମ୍ୟାଚ୍‌ ଖେଳିବାକୁ ପଡିବ । ଅଷ୍ର୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ…
Read More...

ରୋହିତ-ବିରାଟଙ୍କ ଜୋରଦାର ଅଭ୍ୟାସ, ୨୪ରୁ ଭାରତ ଖେଳିବ ଅଭ୍ୟାସ ମ୍ୟାଚ

ଲଣ୍ଡନ : ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଜୁନ୍‌ ୨୪ ରୁ ଲିସେଷ୍ଟରସାୟାର ବିପକ୍ଷରେ ଚାରି ଦିନିଆ ଅଭ୍ୟାସ ମ୍ୟାଚ ଖେଳିବ । ୨୦୨୧ ମସିହାରେ ଆରମ୍ଭ ହୋଇଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ତଥା ନିର୍ଣ୍ଣାୟକ…
Read More...

ଅସ୍ତ୍ରୋପଚାର ପାଇଁ ଜର୍ମାନୀରେ ପହଞ୍ଚିଲେ ରାହୁଲ, ଟ୍ରୋଲ କଲେ ପ୍ରଶଂସକ

ନୂଆଦିଲ୍ଲୀ : ଆହତ କାରଣରୁ ଭାରତୀୟ ଦଳ ବାହାରେ ଥିବା କେ.ଏଲ୍‌ ରାହୁଲ ଅସ୍ତ୍ରୋପଚାର ପାଇଁ ଜର୍ମାନୀରେ ପହଞ୍ଚିଛନ୍ତି । ସୋମବାର ରାତିରେ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଚିତ୍ର ପୋଷ୍ଟ କରି ରାହୁଲ ଜର୍ମାନୀରେ ପହଞ୍ଚିବା ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ । କୁହାଯାଉଛି ଯେ…
Read More...

ଟି-୨୦ ବିଶ୍ୱକପ ପୂର୍ବରୁ ଏହି ସବୁ ଦେଶକୁ ଗସ୍ତ କରିବ ଭାରତ, ଜାଣନ୍ତୁ ପୁରା କାର୍ଯ୍ୟସୂଚୀ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍‌ ଗତକାଲି ଶେଷ ହୋଇଛି । ଏହାପରେ ଟିମ୍‌ ଇଣ୍ଡିଆର କିଛି ଖେଳାଳି ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ ସିରିଜକୁ ଖେଳିବାକୁ ଯିବାକୁ ଥିବା ବେଳେ ଆଉ କିଛି ଖେଳାଳି ଇଂଲଣ୍ଡ ଗସ୍ତ କରିବେ । ଆଗାମୀ କିଛି ମାସ ଭାରତୀୟ ଖେଳାଳିଙ୍କ ପାଇଁ ବହୁତ…
Read More...

ଇଂଲଣ୍ଡ ଗସ୍ତରେ ଗଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଆଜି ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିଛି । ଦଳର ଖେଳାଳିଙ୍କ ଚିତ୍ର ସେୟାର କରି ବିସିସିଆଇ ଏ ବିଷୟରେ ସୂଚନା ଦେଇଛି । ତେବେ ସେହି ସେହି ଚିତ୍ରରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଦୃଶ୍ୟମାନ ହେଉନାହାଁନ୍ତି । ରୋହିତ ଶର୍ମାଙ୍କ ବ୍ୟତୀତ ସମସ୍ତ ଖେଳାଳି ଚିତ୍ରରେ…
Read More...