Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ପ୍ରଥମ ଦିନିକିଆରେ ଏମିତି ହୋଇପାରେ ଭାରତ ଓ ଇଂଲଣ୍ଡ ପ୍ଲେଇଙ୍ଗ ଏକାଦଶ
ନୂଆଦିଲ୍ଲୀ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଅନ୍ତର୍ଜାତୀୟ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି । ଟି-୨୦ ସିରିଜକୁ ୨-୧ରେ ଜିତିଥିବା ଭାରତୀୟ ଦଳ ମଧ୍ୟ ଦିନିକିଆ ସିରିଜରେ ବିଜୟ ସହ ଆରମ୍ଭ କରିବାକୁ ଚାହୁଁଛି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର!-->…
Read More...
Read More...
ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସଂସଦର କଠୋର ଆଇନ ଆଣିବାକୁ ଦାବି
ସୁବର୍ଣ୍ଣପୁର: ଆଜି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଦେଶକୁ ଜନସଂଖ୍ୟା ବିସ୍ଫୋରଣରୁ ବଞ୍ଚାଇବା ପାଇଁ ସଂସଦରେ ଏକ ଶକ୍ତିଶାଳୀ ଓ ଦୃଢ଼ ଆଇନ ପ୍ରଣୟନ କରିବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦ୍ରୁତ ଜନସଂଖ୍ୟା!-->…
Read More...
Read More...
କାର୍ତ୍ତିକଙ୍କ ଉପରେ ଝୁଲିଲା ଖଣ୍ଡା, ଦଳରୁ ବାଦ ପଡିପାରନ୍ତି
ନୂଆଦିଲ୍ଲୀ : ଅଭିଜ୍ଞ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ନିକଟରେ ଶେଷ ହୋଇଥିବା ଆଇପିଏଲରେ ଆକର୍ଷଣୀୟ ପ୍ରଦର୍ଶନ କରି ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । କିନ୍ତୁ ତାଙ୍କ ପ୍ରତ୍ୟାବର୍ତ୍ତନ ସେତେଟା ପ୍ରଭାବୀ ହୋଇପାରିନାହିଁ । ଗୋଟିଏ ଦୁଇଟି ଇନିଂସକୁ ଛାଡି ଦେଲେ ଅନ୍ୟ!-->…
Read More...
Read More...
ୱିମ୍ବଲଡନ ଗ୍ରାଣ୍ଡସ୍ଲାମ୍ ଜିତିଲେ ରିବକିନା
ଲଣ୍ଡନ: ଚଳିତ ୱିମ୍ବଲଡନ ଗ୍ରାଣ୍ଡସ୍ଲାମ୍ରେ ଇତିହାସ ରଚିଛନ୍ତି ଏଲେନା ରିବକିନା । କାଜାଖସ୍ତାନର ପ୍ରଥମ ଖେଳାଳି ଭାବେ ସେ କୌଣସି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବାରେ ସଫଳ ହୋଇଛନ୍ତି । ଶନିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ସେ ତୃତୀୟ ସିଡ୍ ଟ୍ୟୁନିସିଆ ଖେଳାଳି ଓନ୍ସ!-->…
Read More...
Read More...
ପାଣ୍ଡ୍ୟା ଭାରତର ଶ୍ରେଷ୍ଠ ଟି-୨୦ କ୍ରିକେଟର, କହିଲେ ପୂର୍ବତନ ଓପନର
ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଓପନର୍ ଆକାଶ ଚୋପ୍ରା ମତରେ ଏହି ସମୟରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ହେଉଛନ୍ତି ଭାରତର ସବୁଠାରୁ ମୂଲ୍ୟବାନ ଟି -୨୦ କ୍ରିକେଟର । ପାଣ୍ଡ୍ୟା ବର୍ତ୍ତମାନ କ୍ରିକେଟ୍ କ୍ୟାରିୟରର ସୁବର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି । ଆଇପିଏଲ୍ ୨୦୨୨ ରେ!-->…
Read More...
Read More...
ଅସ୍ତ୍ରୋପଚାର ପରେ ବ୍ୟାଟ୍ ଉଠାଇଲେ କେ.ଏଲ୍ ରାହୁଲ
ନୂଆଦିଲ୍ଲୀ : କେଏଲ ରାହୁଲ କେବେ ଟିମ୍ ଇଣ୍ଡିଆକୁ ଫେରିବେ ସମସ୍ତେ ଅପେକ୍ଷା କରିଛନ୍ତି । ପ୍ରଥମେ ଆଘାତ ଏବଂ ପରେ ଅସ୍ତ୍ରୋପଚାର ହେତୁ ରାହୁଲ ଟିମ୍ ଇଣ୍ଡିଆରୁ ଦୂରେଇ ଯାଇଛନ୍ତି । କେଏଲ ରାହୁଲ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ଖେଳି ନାହାଁନ୍ତି ଏବଂ ଏହା ପରେ ଟି -୨୦ ଏବଂ ଦିନିକିଆ!-->…
Read More...
Read More...
୪୧ ବର୍ଷରେ ପଦାର୍ପଣ କଲେ ଧୋନି, ଛୁଟୁଛି ଶୁଭେଚ୍ଛାର ସୁଅ
ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଆଜି ଅର୍ଥାତ୍ ଜୁଲାଇ ୭ ତାରିଖ ଦିନ ୪୧ ବର୍ଷରେ ପଦାର୍ପଣ କରିଛନ୍ତି । ତାଙ୍କ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ପ୍ରଶଂସକ ଏବଂ କ୍ରିକେଟରମାନେ ମଧ୍ୟ ମହାନ ଅଧିନାୟକଙ୍କୁ ଶୁଭେଚ୍ଛା!-->…
Read More...
Read More...
ପୁଣି ନିରାଶ କଲେ କୋହଲି
ନୂଆଦିଲ୍ଲୀ: ଦ୍ୱିତୀୟ ପାଳିରେ ଭଲ ଆରମ୍ଭ କରିଥିଲେ ବିରାଟ କୋହଲି । ଗୋଟିଏ ଦୁଇଟି ଭଲ ସଟ୍ ବି ଖେଳିଲେ । କିନ୍ତୁ ବେନ୍ ଷ୍ଟୋକସଙ୍କ ଏକ ବଲରେ କଟ୍ ବିହାଇଣ୍ଡ୍ ହେଲେ ସେ । କ୍ୟାଚ୍ ଧରିଦେଲେ ଓ୍ୱିକେଟ୍ କିପର୍ ସାମ୍ ଓ୍ୱିଲିଙ୍ଗସ୍ ପାଖରେ ଛିଡା ହୋଇଥିବା ଜୋ ରୁଟ୍ । ଆଉ!-->…
Read More...
Read More...
କରୋନା ମୁକ୍ତ ହେଲେ ରୋହିତ ଶର୍ମା
ନୂଆଦିଲ୍ଲୀ : ଭାରତର ଅଧିନାୟକ ରୋହିତ ଶର୍ମା କରୋନାରୁ ସୁସ୍ଥ ହୋଇଛନ୍ତି । ଶେଷ ରାଉଣ୍ଡରେ ହୋଇଥିବା ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ଏହାକୁ ନେଇ ବିସିସିଆଇ ଆଶ୍ୱସ୍ତ ହୋଇଛି । କରୋନାରେ ସଂକ୍ରମିତ ହେବାରୁ ରୋହିତ ବ ର୍ମାନ ଚାଲିଥିବା ଏଜବାଷ୍ଟନ ଟେଷ୍ଟରେ ସାମିଲ ହୋଇପାରି!-->…
Read More...
Read More...
ରାଗିଂର ଶୀକାର ହୋଇଥିଲେ ଦୂତୀ , ପୋଷ୍ଟ କରି ଦେଲେ ସୂଚନା
ଭୁବନେଶ୍ୱର : ଅଲମ୍ପିଆନ୍ ଦୂତୀ ଚାନ୍ଦ୍ ମଧ୍ୟ ରାଗିଂର ଶିକାର ହୋଇଥିଲେ । ଏନେଇ ସୋସିଆଲ୍ ମିଡିଆରେ ନିଜେ ଅଙ୍ଗେ ନିଭାଇଥିବା କଥା ପୋଷ୍ଟ କରିଛନ୍ତି ଦୂତୀ । ରାଗିଂର ଶିକାର ହୋଇ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର କାରୁବାକୀ ଛାତ୍ରୀନିବାସରେ ରହୁଥିବା ଯୁକ୍ତ ୩ ପ୍ରଥମ ବର୍ଷ କଳା!-->…
Read More...
Read More...