Browsing Category

ଖେଳ

୧୦୦ ପ୍ରଭାବଶାଳୀ କ୍ରୀଡା ବ୍ୟକ୍ତିତ୍ୱଙ୍କ ତାଲିକାରେ ଏକମାତ୍ର ଭାରତୀୟ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ- ଭାରତୀୟ ମହିଳା କ୍ରିକେଟ୍ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଏବଂ ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଆଉ ଏକ ପ୍ରମୁଖ ଆନ୍ତର୍ଜାତୀୟ ସଫଳତା ହାସଲ କରିଛନ୍ତି। ଟାଇମ୍ ପତ୍ରିକା ତାଙ୍କୁ ୨୦୨୬ର ୧୦୦ ପ୍ରଭାବଶାଳୀ କ୍ରୀଡା ବ୍ୟକ୍ତିତ୍ୱଙ୍କ ତାଲିକାରେ ସାମିଲ କରିଛି। ସେ ଏହି ତାଲିକାରେ…
Read More...

ରିଚାଙ୍କ ବିଷୟରେ ଏହି ବଡ କଥା କହିଲେ ହରମନପ୍ରୀତ

ନୂଆଦିଲ୍ଲୀ। ଭାରତୀୟ ଅଧିନାୟକ ହରମନପ୍ରୀତ କୌର ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଚା ଘୋଷଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ଓପନର ଭାବରେ ପଠାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ଘୋଷ ରବିବାର ପାକିସ୍ତାନ ବିପକ୍ଷରେ ଏକ ପ୍ରଭାବଶାଳୀ ଇନିଂସ ଖେଳିଥିଲେ।ରିଚା ଘୋଷ ବର୍ମିଂହାମରେ ମାତ୍ର ୧୭ ବଲ୍‌ରେ…
Read More...

ପ୍ରାଇଭେଟ୍ ଜେଟରେ ଝିଅ ଓ ବୋହୂଙ୍କ ସହ କ୍ରିକେଟ୍ ଖେଳିଲେ ସଚିନ

କ୍ରିକେଟ୍‌ର ଭଗବାନ ଭାବରେ ଜଣାଶୁଣା ପୂର୍ବତନ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ସଚିନ୍ ତେନ୍ଦୁଲକର ପୁଣି ଥରେ ପ୍ରମାଣିତ କରିଛନ୍ତି ଯେ କ୍ରିକେଟ୍‌ ତାଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବା ପରେ ବର୍ଷ ବର୍ଷ ଧରି, ଖେଳ ପ୍ରତି ତାଙ୍କର ଆଗ୍ରହ ଅକ୍ଷୁର୍ଣ୍ଣ…
Read More...

ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବେ ରୋହିତ

ନୂଆଦିଲ୍ଲୀ- ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜୁନ୍ ୧୩ ତାରିଖରେ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ୍ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ରୋହିତ ଶର୍ମାଙ୍କୁ ଦିନିକିଆ ସିରିଜ୍ ଖେଳିବା…
Read More...

ଭାରତକୁ ଝଟକା, ଆଫଗାନିସ୍ତାନ ସିରିଜରୁ ବାଦ ପଡିଲେ ପାଣ୍ଡ୍ୟା

ନୂଆଦିଲ୍ଲୀ- ଆଫଗାନିସ୍ତାନ ବିପକ୍ଷ ODI ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳକୁ ଏକ ବଡ଼ ଝଟକା ଲାଗିଛି। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ଯୋଗୁଁ ସମ୍ପୂର୍ଣ୍ଣ ତିନି ମ୍ୟାଚ୍ ସିରିଜ୍ ରୁ ବାଦ ପଡ଼ିଛନ୍ତି। ବେଙ୍ଗାଲୁରୁରେ BCCIର ସେଣ୍ଟର ଅଫ୍ ଏକ୍ସଲେନ୍ସ…
Read More...

ସୂର୍ଯ୍ୟଙ୍କ ଯୁଗ ଶେଷ ; ଆୟର ନୂଆ ଟି-ଟ୍ୱେଣ୍ଟି ଅଧିନାୟକ, ବୈଭବକୁ ସୁଯୋଗ

ନୂଆଦିଲ୍ଲୀ,୦୬/୦୬; ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଏବଂ ଆଗାମୀ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଟି-ଟ୍ୱେଣ୍ଟି ଦଳ ଘୋଷଣା ହୋଇଛି । ଯାହା ଅନୁମାନ କରାଯାଉଥିଲା ତାହା ହୋଇଛି । ବିଶ୍ୱ ଚାମ୍ପିଅନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନେତୃତ୍ୱ ହରାଇଛନ୍ତି । ବିସିସିଆଇ ନୂଆ…
Read More...

ଆଫଗାନିସ୍ତାନ ସିରିଜରୁ ବାଦ୍ ପଡିଲେ କୋହଲି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ- ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ଏକଦିବସୀୟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଦଳର ସବୁଠାରୁ ଅଭିଜ୍ଞ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ ବିରାଟ କୋହଲି ହ୍ୟାମଷ୍ଟ୍ରିଙ୍ଗ୍ ଆଘାତ ଯୋଗୁଁ ସମ୍ପୂର୍ଣ୍ଣ ସିରିଜରୁ ବାଦ ପଡ଼ିଛନ୍ତି। ଭାରତ ଏବଂ ଆଫଗାନିସ୍ତାନ…
Read More...

‘ତୁମେ କେତେ କ୍ଷୀର ପିଅ?’: ଶାସ୍ତ୍ରୀଙ୍କ ପ୍ରଶ୍ନରେ ଏମିତି ଉତ୍ତର ଦେଲେ ବୈଭବ

ନୂଆଦିଲ୍ଲୀ-ଆଇପିଏଲ 2026ର ପୁରା ସିଜିନରେ ଚର୍ଚ୍ଚାରେ ଥିବା ବୈଭବ ସୂର୍ଯ୍ୟବଂଶୀ ଫାଇନାଲ ପୁରସ୍କାର ବିତରଣରେ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି । ସେ ଏହି ସିଜିନରେ ପାଞ୍ଚଟି ପ୍ରମୁଖ ବ୍ୟକ୍ତିଗତ ପୁରସ୍କାର ଜିତିଛନ୍ତି, ଯେଉଁଥିରେ ସବୁଠାରୁ ମୂଲ୍ୟବାନ ଖେଳାଳି, ଅରେଞ୍ଜ କ୍ୟାପ୍, ସିଜିନର…
Read More...

ଏସୀୟ ଗେମ୍ସ ଦଳରୁ ସୂର୍ଯ୍ୟକୁମାର ବାଦ ପଡ଼ିଲେ କି?: ୩୦ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କଲା ବିସିସିଆଇ…

ନୂଆଦିଲ୍ଲୀ : ଭାରତୀୟ T20 ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସେପ୍ଟେମ୍ବର 19 ରୁ ଆଇଚି-ନାଗୋୟା (ଜାପାନ) ରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡାରେ ଭାରତୀୟ ଦଳର ନେତୃତ୍ୱ ନେବେ ନାହିଁ। ଏହା ବ୍ୟତୀତ, ତାଙ୍କୁ BCCI ର ଏସୀୟ କ୍ରୀଡା ସମ୍ଭାବ୍ୟ ଦଳରେ ସାମିଲ ମଧ୍ୟ କରାଯାଇ ନାହିଁ। ଏହି…
Read More...

ବୈଭବଙ୍କୁ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ କରାଯାଉ ସାମିଲ ; ନିର୍ଭୀକ ସୂର୍ଯ୍ୟବଂଶୀ ବିଷୟରେ ଗାଭାସ୍କର ଆଉ…

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ, ଆଇପିଏଲ ୨୦୨୬ର ସବୁଠାରୁ ଚର୍ଚ୍ଚିତ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଭାବରେ ଉଭା ହୋଇଛନ୍ତି। ମାତ୍ର ୧୫ ବର୍ଷ ବୟସରେ ସେ ବଡ଼ ମଞ୍ଚରେ ଯେଉଁ ନିର୍ଭୀକ ଢଙ୍ଗରେ ବ୍ୟାଟିଂ କରିଛନ୍ତି ତାହା କ୍ରିକେଟ ଜଗତକୁ ଆଶ୍ଚର୍ଯ୍ୟ…
Read More...