Browsing Category

ଖେଳ

ଟି-୨୦ ମାନ୍ୟତା : ଉଠିଲେ ରାହୁଲ, ଖସିଲେ ବିରାଟ

ଦୁବାଇ : ଟି-୨୦ ବିଶ୍ୱକପ୍‌ର ସୁପର ୧୨ ରାଉଣ୍ଡ ଶେଷ ହେବା ଏବଂ ପ୍ରଥମ ସେମିଫାଇନାଲ ଆରମ୍ଭ ହେବା ପୂର୍ବରୁ ଆଇସିସି ଟି -୨୦ ମାନ୍ୟତା ପ୍ରକାଶ କରିଛି । ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ୪ ଟି ସ୍ଥାନ ତଳକୁ ଖସିଥିବା ବେଳେ କେଏଲ ରାହୁଲ ନିଜର ଚମତ୍କାର ବ୍ୟାଟିଂ ହେତୁ ତିନୋଟି ସ୍ଥାନ
Read More...

ରୋହିତ ଶର୍ମା ଅଧିନାୟକ ହେବାପରେ ଦେଶବାସୀ ଖୁସ୍‌, ସୋସିଆଲ ମିଡିଆରେ ଦେଲେ ଏମିତି ପ୍ରତିକ୍ରିୟା

ନୂଆଦିଲ୍ଲୀ: ୩୩ ବର୍ଷୀୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ୩୪ ବର୍ଷୀୟ ଉପ-ଅଧିନାୟକ ରୋହିତ ଶର୍ମାଙ୍କୁ ଟି -୨୦ ଫର୍ମାଟରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି । ଗତକାଲି ବିସିସିଆଇ ଏହି ଖବରକୁ
Read More...

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା,ଅଧିନାୟକ ହେଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଭାରତର ଟି-୨୦ ଅଧିନାୟକ ହୋଇଛନ୍ତି ହିଟମ୍ୟାନ ରୋହିତ ଶର୍ମା। ଆସନ୍ତା ନଭେମ୍ବର ୧୭ରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେବ। ଏହି ମ୍ୟାଚ୍‌ରେ ରୋହିତଙ୍କୁ ବିସିସିଆଇ ଅଧିନାୟକ ପଦ ଦେଇଛି। ସେହିପରି କେଏଲ ରାହୁଲ ଟିମ ଇଣ୍ଡିଆର ଟି-୨୦ ଉପ ଅଧିନାୟକ
Read More...

ଆଫଗାନର ପରାଜୟ ପରେ ଭାଇରାଲ ହେଉଛି କୋହଲିଙ୍କ ଟ୍ୱିଟ

ନୂଆଦିଲ୍ଲୀ: ରବିବାର ଦିନ ଆବୁଧାବିର ଶେଖ ଜାଏଦ କ୍ରିକେଟ୍‌ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୧ ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳାଯାଇଥିଲା । ଆଫଗାନିସ୍ତାନ କ୍ରିକେଟ୍‌ ପ୍ରେମୀଙ୍କ ସହ ଭାରତୀୟ କ୍ରିକେଟ୍‌ ପ୍ରଶଂସକମାନେ
Read More...

ଟି-୨୦ ବିଶ୍ୱକପରୁ ଭାରତ ବିଦା, ଏହି ତିନି ଖେଳାଳି ଥିଲେ ଫଳାଫଳ ଅଲଗା ହୋଇଥାନ୍ତା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଟି -୨୦ ବିଶ୍ୱକପ ସେମିଫାଇନାଲ ଦୌଡରୁ ବାଦ ପଡିଛି । ଆଜି ଏକ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ କରିଛି । ଏହା ସହିତ ଟିମ୍‌ ଇଣ୍ଡିଆର ସେମି ସ୍ୱପ୍ନ ଆଶା ମଉଳିଛି । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍‌ ବିନିମୟରେ ୧୨୪
Read More...

ଟସ୍‌ ଜିତି ଆଫଗାନିସ୍ତାନର ବ୍ୟାଟିଂ ନିଷ୍ପତ୍ତି, ଦଳକୁ ଫେରିଲେ ଷ୍ଟାର ସ୍ପିନର

ନୂଆଦିଲ୍ଲୀ : ଟି -୨୦ ବିଶ୍ୱକପ ୨୦୨୧ ର ୪୦ ତମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଆଫଗାନିସ୍ତାନକୁ ଭେଟିବାକୁ ଯାଉଛି । ଏହି ମ୍ୟାଚରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବୀ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ ଏବଂ ଭାରତ ପାଇଁ ଏହି
Read More...

ଜାଭେଲିନ ଥ୍ରୋ ଖେଳାଳିଙ୍କୁ ସମ୍ବର୍ଦ୍ଧନା

ପୁରୀ ୦୫।୧୧ : ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଜାଭେଲିନ ଥ୍ରୋ ଖେଳାଳି ବ୍ରହ୍ମଗିରିର ଶ୍ରୀ କିଶୋର କୁମାର ଜେନାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଗତ ମାସ ଅକ୍ଟୋବର ୨୩ ଓ ୨୪ ତାରିଖରେ ନୂଆଦିଲ୍ଲୀ ସ୍ଥିତ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ସର୍ବଭାରତୀୟ ଓପେନ ଆଥେଲେଟିକ ମିଟ୍-୨୦୨୧ରେ ସେ
Read More...

ବିଜୟ ସ୍ୱାଦ ଚାଖିଲା ଭାରତ, ଆଫଗାନିସ୍ତାନକୁ ୬୬ ରନରେ ହରାଇଲା

ଆବୁଧାବୀ: ଟି-୨୦ ବିଶ୍ୱକପ-୨୦୨୧ରେ ଭାରତ ତାର ପ୍ରଥମ ବିଜୟ ହାସଲ କରିଛି । ଆଜି ଭାରତ ପ୍ରତିପକ୍ଷ ଆଫଗାନିସ୍ତାନକୁ ୬୬ ରନରେ ହରାଇଛି । ଏଥି ସହିତ ଦଳ ପଏଣ୍ଟ ତାଲିକାରେ ଖାତା ଖୋଲିଛି । ଏହି ବିଜୟ ସହ ଭାରତ ୨ ପଏଣ୍ଟ ମିଳିଛି । ଭାରତ ପ୍ରଥମ ବ୍ୟାଟିଂ କରି ୨ ଉଇକେଟ ବିନିମୟରେ ୨୧୦ ରନ
Read More...

ରାହୁଲ ହେଲେ ଟିମ୍ ଇଣ୍ଡିଆ କୋଚ୍‌

ନୂଆଦିଲ୍ଲୀ: ପୂର୍ବତନ କ୍ୟାପଟେନ୍ ରାହୁଲ୍ ଦ୍ରାବିଡ୍ ହେଲେ ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍। ଏ ନେଇ ବିସିସିଆଇ ଆଜି ଆନୁଷ୍ଠାନିକ ଘୋଷଣା କରିଛି। ଦ୍ରାବିଡ୍ ଏବେ ରବି ଶାସ୍ତ୍ରୀଙ୍କ ସ୍ଥାନ ନେବେ। ୟୁଏଇରେ ଚାଲିଥିବା ଆଇସିସି ଟି-୨୦ ବିଶ୍ୱକପ୍ ପରେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବ।
Read More...

ଟି-ଟେଣ୍ଟି ବିଶ୍ବକପ: ଆଜି ଆଫଗାନିସ୍ତାନକୁ ଭେଟିବ ଭାରତ

ଆବୁଧାବି: ଚଳିତ ଟି-ଟେଣ୍ଟି ବିଶ୍ବକପରେ ପ୍ରଥମ ୨ଟି ମ୍ୟାଚରେ ହାରି ସଙ୍କଟରେ ପଡିଛି ଭାରତ । ଆଜି ବିଶ୍ବକପର ସୁପର-୧୨ରେ ଗ୍ରୁପ-୨ରେ ଏକ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଭାରତ । ସେମିରେ ଆଶା ଉଜ୍ଜିବୀତ କରିବାକୁ ହେଲେ ଭାରତକୁ ଆଜି କିଛି ମିରାକିଲ କରିବାକୁ ପଡିବ । ଭାରତ ପାଇଁ ଆଜିର
Read More...