Browsing Category

ଖେଳ

ବୌଦ୍ଧ ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ: ସାହାଜପାଲ ଚମ୍ପିୟାନ

ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡାପଡା ଖେଳ ପଡ଼ିଆରେ ଗତ ୧୮ ତାରିଖରୁ ଚାଲିଥିବା ବୌଦ୍ଧ ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆଜି ଫାଇନାଲ ଖେଳ ସହ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳ ଗିରାସିଙ୍ଗା ଓ ସାହାଜପାଲ ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ…
Read More...

୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।…
Read More...

ସନରାଇଜର୍ସ ହାଇଦ୍ରାବାଦ ଦଳରେ ଯୋଗ ଦେଲେ ଲାରା ଓ ଷ୍ଟେନ

ନୂଆଦିଲ୍ଲୀ : କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ବ୍ରାଏନ୍‌ ଲାରା ଏବଂ ଦକ୍ଷିଣ ଆଫ୍ରିକାର ମାରାତ୍ମକ ବୋଲର ଡେଲ୍‌ ଷ୍ଟେନ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ରେ ଯୋଡି ହୋଇଯାଇଛି । ସନରାଇଜର୍ସ ହାଇଦ୍ରାବାଦ ଲାରାଙ୍କୁ ବ୍ୟାଟିଂ କୋଚ ଏବଂ ଷ୍ଟେନଙ୍କୁ ବୋଲିଂ କୋଚ ଭାବରେ ନିଯୁକ୍ତ…
Read More...

ରାଜ୍ୟ କରାଟେ ଚମ୍ପିୟାନସିପରେ ନବରଙ୍ଗପୁର ଦଳ ଚମ୍ପିୟାନ

ନବରଙ୍ଗପୁର: ନବରଙ୍ଗପୁର ଏସିଆନ କରାଟେ ସ୍କୁଲରେ ଅନୁଷ୍ଠାନର ମୁଖ୍ୟ ସେଂସାଇ ଶରତ କୁମାର ରାଉତଙ୍କ ନେତୃତ୍ୱରେ ଏକ ବାର ଜଣିଆ ଦଳ ଗତ ୧୯ ତାରିଖରେ ଭୁବନେଶ୍ୱର ରେଳବାଇ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟ କରାଟେ ଚମ୍ପିୟାନସିପରେ ଭାଗ ନେଇଥିଲେ । ଏଥିରେ ବାର ବର୍ଷରୁ କମ ୪୦ କିଲୋଗ୍ରାମ…
Read More...

ଆଇପିଏଲର ମେଗା ନିଲାମର ତାରିଖ ହେଲା ଘୋଷଣା

ନୂଆଦିଲ୍ଲୀ ୨୨ ।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୨ର ମେଗା ନିଲାମର ଆୟୋଜନ ଫେବୃଆରୀ ୭ ଓ ୮ରେ ବେଙ୍ଗାଲୁରୁରେ ହୋଇପାରେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହା ଆଇପିଏଲର ଶେଷ ମେଗା ନିଲାମ ହୋଇପାରେ କାରଣ ଅଧିକାଂଶ ମୂଳ ଆଇପିଏଲ ଦଳ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି…
Read More...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ, ଲାବୁସେନ ନମ୍ବରୱାନ ବ୍ୟାଟ୍ସମ୍ୟାନ

ଦୁବାଇ : ଆଇସିସି ପକ୍ଷରୁ ଆଜି ଟେଷ୍ଟ ବ୍ୟାଟ୍ସମ୍ୟାନ୍‌ଙ୍କ ସର୍ବଶେଷ ର଼୍ୟାଙ୍କିଙ୍ଗ ପ୍ରକାଶ କରାଯାଇଛି । ସର୍ବଶେଷ ଆଇସିସି ର଼୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ମାର୍ନସ୍‌ ଲାବୁସେନ ଏକ ନମ୍ବର ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି । ସେ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କୁ ଅତିକ୍ରମ କରି…
Read More...

ଟେଷ୍ଟ ସିରିଜ ପୂର୍ବରୁ ଡରିଲେଣି ଦ.ଆଫ୍ରିକା ଅଧିନାୟକ, କହିଲେ ଏହି ବୋଲର ଆମ ପାଇଁ ବିପଦ

ସେଞ୍ଚୁରିଅନ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବାକୁ ଆଉ ଏକ ସପ୍ତାହରୁ କମ୍‌ ସମୟ ରହିଛି । ଉଭୟ ଦଳ ମଧ୍ୟରେ ଟେଷ୍ଟ ସିରିଜ୍‌ ଡିସେମ୍ବର ୨୬ ରୁ ସେଞ୍ଚୁରିଅନରେ ହେବାକୁ ଥିବା ପ୍ରଥମ ଟେଷ୍ଟ ସହିତ ଆରମ୍ଭ ହେବ । ସିରିଜ୍‌ ଆରମ୍ଭ…
Read More...

ବୌଦ୍ଧ ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା : ସେମିଫାଇନାଲରେ ଗିରାସିଙ୍ଗା

ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡାପଡା ଖେଳ ପଡ଼ିଆରେ ଗତ ୧୮ ତାରିଖରୁ ଚାଲିଥିବା ବୌଦ୍ଧ ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଆଜି ତୃତୀୟ ଦିନର ପ୍ରଥମ ମ୍ୟାଚ ମନୁପାଲି ଓ ନାଗପାଲି ମଧ୍ୟରେ ହୋଇଥିଲା । ଏଥିରେ ମନୁପାଲି ୧-୦ ଗୋଲରେ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚ…
Read More...

ଝିଅର ଫଟୋ ସେୟାର କଲେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ : ଭାରତୀୟ ପେସର ଭୁବନେଶ୍ୱର କୁମାର ନିଜର ଝିଅ ଫଟୋ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଗତ ମାସରେ ତାଙ୍କ ପତ୍ନୀ ନୂପୁର ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ବିବାହ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ତାଙ୍କ ଘରକୁ ଏହି କନ୍ୟା ରତ୍ନଙ୍କ ଆଗମନ ହୋଇଥିବାରୁ…
Read More...

ଅଣ୍ଡର-୧୯ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରୀରେ ଓ୍ୱେଷ୍ଟ ଇଣ୍ଡିଜରେ ହେବକୁ ଯାଉଛି ଅଣ୍ଡର-୧୯ ବିଶ୍ୱକପ । ଅଣ୍ଡର-୧୯ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି ଟିମ୍ ଇଣ୍ଡିଆ । ଅଣ୍ଡର-୧୯ ବିଶ୍ୱକପ ପାଇଁ ବିସିସିଆଇ ୧୭ ଜଣିଆ ଦଳ ଘୋଷଣା କରିଛି । ଯାହାର ନେତୃତ୍ୱ ନେବେ ୟଶ ଢ଼ୁଲ । ଏହି ଟୁର୍ଣ୍ଣାମେଣ୍ଟ…
Read More...