Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି। ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି।
ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ!-->!-->!-->…
Read More...
Read More...
୧୬ ତମ ମା’ ଅକ୍ଷରଶିଳା କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ
ଦେବଗଡ-ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବଲଣ୍ଡା ଗ୍ରାମପଂଚାୟତ ଅକ୍ଷରଶିଳା ଗ୍ରାମରେ ଅନୁଷ୍ଠିତ ଦ୍ୱିଦୀବସିୟ ୧୬ ତମ ମା’ ଅକ୍ଷରଶିଳା କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦଯାପିତ ହୋଇଯାଇଛି । ୧୬ ଟି ଦଳକୁ ନେଇ ଅନୁଷ୍ଠିତ ଏହି କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ବାହାଡାପସି ଦଳକୁ ପରାସ୍ତ!-->…
Read More...
Read More...
ପାଣ୍ଡରାସିଙ୍ଗା ହତ୍ୟାକାଣ୍ଡ ଘଟଣାରେ ୪ ଜଣଙ୍କୁ କୋର୍ଟ ଚାଲାଣ
ଗଣିଆ: ଗଣିଆ ଥାନା କିଶୋର ପ୍ରସାଦ ପଞ୍ଚାୟତ ପାଣ୍ଡରାସିଙ୍ଗା ଗ୍ରାମରେ ସାଙ୍ଗକୁ ଛୁରି ଭୂସି ହତ୍ୟା ଘଟଣାରେ ଅଟକ ଥିବା ୪ ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ଗଣିଆ ପୋଲିସ । ଏହି ଘଟଣାରେ ହତ୍ୟାକାରୀ ଗଙ୍ଗାଧର ରାଉତ(ସନିଆ),ଭାଉଜ ନିବାସୀ ରାଉତ, ପୁତୁରା ଶୁଭମ ରାଉତ ଏବଂ!-->…
Read More...
Read More...
କଳା ବ୍ୟାଜ ପିନ୍ଧିଲେ ବନ କର୍ମଚାରୀ
ଦଶପଲ୍ଲା :କଳାବ୍ୟାଜ୍ ପିନ୍ଧିଲେ ମହାନଦୀ ବନ୍ୟପ୍ରାଣୀ ଡିଭିଜନ ର ବନ କର୍ମଚାରୀ । ଗତ ୧୫ ତାରିଖ ଠାରୁ ୨୧ ତାରିଖ ପର୍ୟନ୍ତ ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ୩୬ ଜଣ ବନରକ୍ଷୀ, ବନପାଳ ଓ ଉପ - ବନାଂଚଳ ଅଧିକାରୀ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରୁଥିବାବେଳେ ,ଏହି ଅବଧି ମଧ୍ୟରେ କୈlଣସି!-->…
Read More...
Read More...
ଜ୍ୱରରେ କମ୍ପୁଛନ୍ତି ତିନିଠାକୁର, ଆଜି ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ
ପୁରୀ: ଅଣସରରେ ତିନି ଠାକୁର। ୧୦୮ ଗରା ପାଣିରେ ଗାଧୋଇ ପଡିଛନ୍ତି ଜ୍ୱରରେ। ଏହି ଜ୍ୱରର ଉପଚାର ପାଇଁ ଆବଶ୍ୟକ ହୋଇଥାଏ “ଫୁଲୁରି ତେଲ’ ଓ “ଦଶମୂଳ ମୋଦକ’ । ଆଜି ଏହି ଫୁଲିରି ତେଲ ଶ୍ରୀ ବିଗ୍ରହଙ୍କ ପାଦରେ ଘସାଯିବ । ଏହାଦ୍ୱାରା ମହାପ୍ରଭୁଙ୍କୁ ଜ୍ୱର ଛାଡି ଯାଏ ବୋଲି କୁହାଯାଏ । ଆଷାଢ଼ କୃଷ୍ଣ!-->…
Read More...
Read More...
୨୦ରେ ଖୋଲିବ ସ୍କୁଲ
ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ସ୍କୁଲ ଖୋଲିବାକୁ ଯାଉଛି। ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ଶିକ୍ଷୟିତ୍ରୀ ଶିକ୍ଷକ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚତ୍ବେ ଏବଂ ଅପରାହ୍ନ ସାଢ଼େ ୪ଟା ଯାଏ କ୍ୟାମ୍ପସରେ ଉପସ୍ଥିତ ରହିବେ। ଏଥିପାଇଁ ବିଦ୍ୟାଳୟ ଓ!-->…
Read More...
Read More...
ମଙ୍ଗଳପୁର ଗ୍ରାମରେ ଜଳ କଷ୍ଟ
କୋକସରା: ଖରା, ବର୍ଷା, ଶୀତ,ବର୍ଷର ୧୨ ମାସ, ସବୁବେଳେ ଗାଁରେ ଦେଖା ଦେଇଥାଏ ଜଳ ସମସ୍ୟା। ଯାହା ଫଳରେ ପାନୀୟ ଜଳ ଟିକକ ପାଇଁ ନିଇତି ଦୁର୍ଦ୍ଦଶା ଭୋଗୁଛନ୍ତି ଗାଁ ଲୋକେ। ଏମିତି ଏକ ଚିତ୍ର ଦେଖିବାକୁ ମିଳୁଛି କୋକସରା ବ୍ଳକ ମଙ୍ଗଳପୁର ଗ୍ରାମରେ। ଗାଁରେ ପାଖାପାଖି ୫ ଶହ ଜନସଂଖ୍ୟା ରହିଛି। ଏ!-->…
Read More...
Read More...
ହତ୍ୟା ଘଟଣାର ହେଲା ସିନ୍ ରିକ୍ରିଏସନ, ପରିତ୍ୟକ୍ତ କୂଅରୁ ମିଳିଲା ହତ୍ୟାରେ ବ୍ୟବହୃତ ଛୁରୀ
ଗଣିଆ: ଗଣିଆ ଥାନା କିଶୋର ପ୍ରସାଦ ପଞ୍ଚାୟତ ପାଣ୍ଡରାସିଙ୍ଗା ଗ୍ରାମରେ ସାଙ୍ଗକୁ ଛୁରି ଭୁସି ଅତି ନିର୍ମମ ଭାବେ ହତ୍ୟା ଘଟଣାର ଆଜି ସିନ୍ ରିକ୍ରିଏସନ କରିଛି ଗଣିଆ ପୋଲିସ । ଅଭିଯୁକ୍ତ ଗଙ୍ଗାଧର ରାଉତ (ସନିଆ) କିଭଳି ଗ୍ରାମର ପୁରୁଷୋତ୍ତମ ପ୍ରଧାନଙ୍କୁ ଛୁରୀ ଭୁସି ହତ୍ୟା କଲା ସେ ସମସ୍ତ!-->…
Read More...
Read More...
ପୁଣି ଏକ ବିମାନ ଦୁର୍ଘଟଣାଗ୍ରସ୍ତ, ସମସ୍ତ ଯାତ୍ରୀ ମୃତ
ଡେରାଡୁନ: ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗର ଗୌରୀକୁଣ୍ଡ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରବିବାର ସକାଳେ କେଦାରନାଥ ମାର୍ଗରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ମୋଟ ପାଞ୍ଚ ଜଣ ଥିଲେ। ସମସ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। NDRF ଏବଂ SDRF ଦଳକୁ!-->…
Read More...
Read More...
୨ ଦିନରେ ସକ୍ରିୟ ହେବ ମୌସୁମୀ
ଭୁବନେଶ୍ୱର:ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେବଳ ଦକ୍ଷିଣ ଓଡ଼ିଶାରେ ସକ୍ରିୟ ରହିଛି। ରାଜ୍ୟର ଅନ୍ୟ ଅଞ୍ଚଳରେ ଗରମ ଓ ଗୁଳୁଗୁଳି ହେଉଛି। ତେବେ ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ମୌସୁମୀ ଆହୁରି ସକ୍ରିୟ ହୋଇ ବର୍ଷା କରାଇବ। ମୌସୁମୀ ଋତୁରେ ଯେତିକି ବର୍ଷା ହୁଏ, ଚଳିତବର୍ଷ ଓଡିଶାରେ!-->…
Read More...
Read More...