Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା
ପୁରୀ,୧୯/୧- ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି । ଏଥିସହ ମା ମହାଲକ୍ଷ୍ମୀ ଓ ମା ବିମଳାଙ୍କୁ ମଧ୍ୟ ଦର୍ଶନ କରିଛନ୍ତି । ନୀଳଚକ୍ର ଉପରେ ବାନା ବାନ୍ଧିବାର ଦୃଶ୍ୟ ଦେଖିଛନ୍ତି । କୌଳିକ ପଣ୍ଡା ଦ୍ୱାରା ବାପାଙ୍କ ଦସ୍ତଖତ!-->…
Read More...
Read More...
ମଡେଲ ଡିଗ୍ରୀ କଲେଜର ବିଭିନ୍ନ ସମସ୍ୟା ନେଇ ଛାତ୍ରଙ୍କ ଧାରଣା
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସଦର ନିକଟସ୍ଥ ପିପିଲିପାଲ ସ୍ଥିତ ମଡେଲ ଡିଗ୍ରୀ କଲେଜରେ ଛାତ୍ର ଅଶାନ୍ତି ଦେଖା ଯାଇଥିବା ଜଣାପଡିଛି । ଛାତ୍ରମାନେ ବିଭିନ୍ନ ଦାବି ପୂରଣ ପାଇଁ ରାଜରାସ୍ତାକୁ ଓହ୍ଲାଇ ଧାରଣାରେ ବସିଛନ୍ତି । ନଭେମ୍ବର ମାସଠାରୁ ପାଠପଢା ଆରମ୍ଭ ହୋଇଥିଲେ ମଧ୍ୟ, ଜାନୁଆରୀ!-->…
Read More...
Read More...
ଆଜିଠୁ ଦୁଇଦିନ ବର୍ଷା ସମ୍ଭାବନା
ଭୁବନେଶ୍ବର: ରାଜ୍ୟରେ ଆଜିଠୁ ଦୁଇଦିନ ବର୍ଷା ସମ୍ଭାବନା । ଉତ୍ତର ଉପକୂଳ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର!-->…
Read More...
Read More...
ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ୱାରା ଖଜୁରିପଦା ଗ୍ରାମରେ ସ୍ୱୟଂ ସହାୟିକା ମହିଳା ମାନଙ୍କର ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଗତ ୧୨ ତାରିଖଠାରୁ ଚାଲୁଅଛି । ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଖଜୁରିପଦା ଗ୍ରାମ ପଞ୍ଚାୟତର!-->…
Read More...
Read More...
ଗୁମ୍ମାରେ ବିଜେଡିର ବିରାଟ ସମାବେଶ, ରୋଡ ସୋ’ କଲେ ଅଭିନେତ୍ରୀ ଲିପ୍ସା
ପାରଳାଖେମୁଣ୍ଡି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ହାତ ମୁଠାକୁ ସୁଦୃଢ କରିବା ନିମନ୍ତେ ଆଜି ଗୁମ୍ମା ବ୍ଲକର ଗୁମ୍ମା ପଡିଆଠାରେ ବିଜୁ ଜନତା ଦଳ ତରଫରୁ ଏକ ବିରାଟ ସଭା ଆୟୋଜନ ହୋଇଥିଲା । ଏହି ସଭାରେ ୫୦୦୦ରୁ ଉଦ୍ଧ୍ୱର୍ ବିଜେଡି କର୍ମୀ ସମାଗମ ହୋଇଥିଲେ । ଏହି ସଭାଟି ସଫଳ!-->…
Read More...
Read More...
ଆଜି ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି
ପୁରୀ : ଦୁଇଦିନିଆ ପୁରୀ ଗସ୍ତରେ ଆଜି ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ରାଷ୍ଟ୍ରପତି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ୨୦ ତାରିଖରେ ଗୌଡିୟ ମଠ ଏବଂ ମିଶନର ସଂସ୍ଥାପକ ଶ୍ରୀଳ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୌସ୍ୱାମୀ!-->…
Read More...
Read More...
ବୋଲଗଡ ପାସେଞ୍ଜର ହଲ୍ଟ ହେଲା, ସବୁଦିନିଆ ରେଳ ଷ୍ଟେସନ
ଦଶପଲ୍ଲା : ପଶ୍ଚିମ ଓଡିଶାର ଜୀବନରେଖା କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ଓସାରିଆ ରେଳପଥ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଏକ ସୁଦୂର ପ୍ରସାରୀ ଯୋଜନା ତଥା ଐତିହାସିକ ପଦକ୍ଷେପ । ଏହି ପ୍ରକଳ୍ପ ତ୍ୱରାନ୍ୱିତ କରି କେନ୍ଦ୍ର ସରକାର ପଶ୍ଚିମ ଓଡିଶାବାସୀଙ୍କ ବହୁ ଦିନର ସ୍ୱପ୍ନକୁ ସାକାର!-->…
Read More...
Read More...
କାଲି ତୃତୀୟ ପର୍ଯ୍ୟାୟ ମତଦାନ, ବୁଥ୍ ମୁହାଁ ପୋଲିଂ ପାର୍ଟି
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ। ଏହା ପୂର୍ବରୁ ଗତକାଲି ସଂଧ୍ୟାରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର। ଏହି ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୩ ବ୍ଲକରେ ୧୭୧ଟି ଜିଲ୍ଲା ପରିଷଦ ଜୋନ୍, ୧୩ ଶହ ୮୨ ପଞ୍ଚାୟତ ଏବଂ ୧୮ ହଜାର ୪୯୫!-->…
Read More...
Read More...
ଓଲଟିଲା ପୋଲିଂ ପାର୍ଟି ବସ୍; ୩ ମୃତ, ୩୦ ଆହତ
ନବରଙ୍ଗପୁର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଯାଉଥିବା ପୋଲିଂ ପାର୍ଟି ବସ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩୦ରୁ ଅଧିକ ଆହତ ହୋଇଛନ୍ତି । ପାପଡାହାଣ୍ଡି ଥାନା ସରସପଦର ଗାଁ ନିକଟରେ ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡିଛି । ଗୁରୁତର ମାନଙ୍କୁ!-->…
Read More...
Read More...
ଟାଟା ଏସି ଧକ୍କାରେ ସାଇକେଲ ଆରୋହୀ ମୃତ
ଘସିପୁରା: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଏନଏଚ ନଂ ୨୦ ଘଷିପୁରା ଶନି ମନ୍ଦିର ଛକ ନିକଟରେ ଗୋଟିଏ ଟାଟା ଏସି ଗାଡି ସହିତ ଜଣେ ସାଇକେଲ ଆରୋହୀ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ଘଷିପୁରା ଗ୍ରାମର ବୃନ୍ଦାବନ ସାହୁଙ୍କ ପୁଅ କୁଳମଣି ସାହୁ (୪୦) ।!-->…
Read More...
Read More...