Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧଜିଲ୍ଲା: ଆଜି ୩୬ ସଂକ୍ରମିତ ଚିହ୍ନଟ, ଗ୍ରାମାଞ୍ଚଳରେ ସଂକ୍ରମଣ ଅଧିକ
ବୌଦ୍ଧ,୧୦/୨- ଗତ ୨୪ ଘଣ୍ଟା ମଧ୍ୟରେ ଆଜି ଜିଲ୍ଲାରୁ ୩୬ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ବୌଦ୍ଧବ୍ଲକର ପଦ୍ମନପୁର ପଞ୍ଚାୟତ କୁମରଶିଙ୍ଗା!-->…
Read More...
Read More...
କୃମିନାଶକ ସପ୍ତାହ ଅଭିଯାନ ଶୁଭାରମ୍ଭ
ପୁରୀ: ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାରେ ଜାତୀୟ କୃମି ନାଶକ ସପ୍ତାହ ପାଳନର ଶୁଭାରମ୍ଭ କରିଛନ୍ତି । ଶ୍ରୀକ୍ଷେତ୍ର କଲୋନୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନୱାଡି କେନ୍ଦ୍ରରୁ ଜିଲ୍ଲାରେ ଏହି ଅଭିଯାନ ଚଳିତବର୍ଷ ଆରମ୍ଭ କରାଯାଇଛି । ଏହା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ।!-->…
Read More...
Read More...
ପୂର୍ବତନ ବିଜେପି କାଉନସିଲର ସୁବର୍ଣ୍ଣ ଗୁରୁଙ୍କ ଦେହାନ୍ତ
ସୁବର୍ଣ୍ଣପୁର : ସୋନପୁର ମଝିପଡ଼ା ନିବାସୀ ତଥା ପୌର ପରିଷଦର ପୂର୍ବତନ ବିଜେପି କାଉନସିଲର ଶ୍ରୀମତୀ ସୁବର୍ଣ୍ଣ ଗୁରୁଙ୍କ ଗତ ଆଠ ତାରିଖରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ସେ ଜଣେ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ଥିଲେ । ଶ୍ରୀମତୀ ଗୁରୁ ଦୀର୍ଘ!-->…
Read More...
Read More...
ନିତ୍ୟାନନ୍ଦ ପାଠାଗାର ପକ୍ଷରୁ ଭାରତ ରତ୍ନ ଲତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନିତ୍ୟାନନ୍ଦ ପାଠାଗାର ପକ୍ଷରୁ ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଲତା ମଙ୍ଗେସକରଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରି ପୁଷ୍ପମାଲ୍ୟ!-->…
Read More...
Read More...
ଦାବମାଳ ଓ ଗଏଲପିଟା ଅଙ୍ଗନବାଡ଼ି କେନ୍ଦ୍ର ଅସୁରକ୍ଷିତ, ଲୁହା ଗେଟ୍ ଲଗାଇବାକୁ ଦାବି
ପାଟଣାଗଡ଼,୧୦/୨- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଦାବମାଳ ଓ ଗଏଲପିଟା ଅଙ୍ଗନବାଡ଼ି କେନ୍ଦ୍ରରେ ଦୀର୍ଘ ଦିନ ଧରି ପାଚେରୀ ନିର୍ମାଣ କରାଯାଇଥିବା ବେଳେ ଲୁହାଗେଟ୍ ଲଗାଯାଇ ନଥିବା ଯୋଗୁଁ କେନ୍ଦ୍ରଟି ଅସୁରକ୍ଷିତ ହୋଇପଡିଛି । ସୂଚନା ଅନୁସାରେ ଗେର୍ଡ ପଞ୍ଚାୟତ ର ସ୍ଥାନୀୟ ସରପଞ୍ଚଙ୍କ!-->…
Read More...
Read More...
ବୌଦ୍ଧ ଏନଏସି ନିର୍ବାଚନ ନିମନ୍ତେ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମ
ବୌଦ୍ଧ,୧୦/୨- ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ନିମନ୍ତେ ଭୋଟର ତାଲିକା ପ୍ରସ୍ତୁତି ପାଇଁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶକ୍ରମେ ଆଜି ଏନଏସି କାର୍ଯ୍ୟାଳୟର ମିଟିଂହଲ୍ରେ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ବିଭିନ୍ନ!-->…
Read More...
Read More...
ପୁଣି ଏସଟିଏଫ ପଞ୍ଝାରେ ବ୍ରାଉନସୁଗର ବେପାରୀ
ବାଲେଶ୍ବର: ପୁଣି ଏସଟିଏଫ ପଞ୍ଝାରେ ବ୍ରାଉନସୁଗର ବେପାରୀ। ବାଲେଶ୍ବର ସୋରର ହୋଟେଲ ଲିଓ ସାଇ ଇଣ୍ଟରନ୍ଯାସନାଲ ପାଖରୁ ଜବତ ହୋଇଛି ପୁଳାପୁଳା ବ୍ରାଉନସୁଗର। ଜବତ ବ୍ରାଉନସୁଗର ୧ କେଜି ୧୦୦ ଗ୍ରାମର ହୋଇଥିବା ବେଳେ ଆନୁମାନିକ ମୂଲ୍ଯ ୧ କୋଟିରୁ ଉଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡ଼ିଛି।!-->…
Read More...
Read More...
ଭାଇରସ୍ ଥିବା ଯାଏ ପ୍ରଜାତି ବଦଳିବ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେଧୀରେ ହ୍ରାସ ପାଉଥିବା ବେଳେ ମୃତୁ୍ୟ ସଂଖ୍ୟାରେ ବ୍ରେକ୍ ଲାଗୁନି । କୋଭିଡ ନୂଆ ଭାରିଆଣ୍ଟ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଆଜି ପ୍ରତିକ୍ରିୟାରେ କହିଛନ୍ତି ଯେ, ବର୍ତ୍ତମାନ ବିଭିନ୍ନ ଭାରିଆଣ୍ଟ ରହିବ । ଭାଇରସ୍ ଥିବା ଯାଏ ପ୍ରଜାତି!-->…
Read More...
Read More...
ବାଲ୍ୟବିବାହ ନିଷେଧ ଅଭିଯାନ କାର୍ଯ୍ୟକ୍ରମ
ଗଜପତି,୧୦/୨: "ସଖୀ’- ୱାନଷ୍ଟପ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲାର ବ୍ରାହ୍ମଣ ସୀତାପୁର, ଉପଲଡା, ଜୀବା, ପଦ୍ମପୁର , ଜଗିପାଡୁ ଗ୍ରାମରେ କିଶୋରୀ ବାଳିକା ମାନଙ୍କୁ ନେଇ ବାଲ୍ୟ ବିବାହ ନିଷେଧ ଆଇନ ସମ୍ପର୍କିତ ଯୁବତୀ ଚାଲାଣ , ଯୌନ ନିର୍ଯ୍ୟାତନା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର
ବାଲିଗୁଡ଼ା,୧୦/୨: ଭିଜିଲାନ୍ସ ଜାଲରେ ବନବିଭାଗର ବନାଞ୍ଚଳ ଅଧିକାରୀ । ଆୟ ବହିର୍ଭୁତ ସଂପତ୍ତିିଠୁଳ ଅଭିଯୋଗରେ ଚଢ଼ାଉ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କ.ନୂଆଁଗା ବନାଞ୍ଚଳ ଅଧିକାରୀ ବୈରାଗି ଚରଣ ବେହେରାଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ଚଢାଉ!-->…
Read More...
Read More...