Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ ଜିଲ୍ଲାରେ ବୁଲିଲା କୋଭିଡ ସଚେତନତା ରଥ, ଶୁଭାରମ୍ଭ କଲେ ଜିଲ୍ଲାପାଳ
ବୌଦ୍ଧ,୪/୨: - ଆଜି ଦିନ ୧୧ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆକ୍ସନଏଡ଼ ଏବଂ ଜ଼ିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ୧୦ ଦିନ ଧରି ବୌଦ୍ଧ ଜ଼ିଲ୍ଲାବ୍ୟାପି କୋଭିଡ ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର!-->…
Read More...
Read More...
ଗଛରେ ପିଟିହେଲା ଭ୍ୟାନ : ଚାଲିଗଲା ୬ ଜଣଙ୍କ ଜୀବନ
କନ୍ଧମାଳ,୪/୨ : କନ୍ଧମାଳ ଜିଲ୍ଲାରେ ଆଜି ସକାଳୁ ସକାଳୁ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ପି-ଅପ ଭ୍ୟାନ ଗଛ ସହ ପିଟିହେବା ଫଳରେ ଏଥିରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ଘଟିଛି । ୧୫ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ଥିବା ଜଣାପଡ଼ିଛି । କୋଟଗଡ଼!-->…
Read More...
Read More...
ଦଶପଲ୍ଲାର ବିଭିନ୍ନ ଗ୍ରାମରେ ପୁଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ
ଦଶପଲ୍ଲା,୪/୨: - ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରଚାରକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଥିବାବେଳେ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ନିଜନିଜର କ୍ଷେତ୍ର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ବ୍ଲକର ବିଭିନ୍ନ ସମ୍ବେଦନଶୀଳ ବୁଥ୍ ଏବଂ ଗ୍ରାମଗୁଡିକୁ ଚିହ୍ନଟ!-->…
Read More...
Read More...
ଧାନର ଚୋରା ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପରେ ଛନକା ଚୋରା ବେପାରୀ
ସୁବର୍ଣ୍ଣପୁର,୩/୨- ଜିଲ୍ଲାରେ ଧାନର ଚୋରାଚାଲାଣ ରୋକିବାପାଇଁ ଯୋଗାଣ ବିଭାଗ ତରଫରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ନିର୍ଦ୍ଦେଶକ୍ରମେ ଯୋଗାଣ ବିଭାଗ ମାଜିଷ୍ଟ୍ରେଟ ମାନଙ୍କ ସହାୟତାରେ ସନ୍ଦେହାସ୍ପଦ ଭାବରେ ଜିଲ୍ଲାରେ ପ୍ରବେଶ କରୁଥିବା!-->…
Read More...
Read More...
ଭିନ୍ନକ୍ଷମ ହୋଇ ମଧ୍ୟ ପରିବା ବିକ୍ରିକରି ସମାଜ ପାଇଁ ପାଲଟିଛନ୍ତି ଉଦାହରଣ
ଘୁ.ଉଦୟଗିରି,୩/୨- ଇଛାଶକ୍ତି ଆଗରେ ନା ବୟସ ନା ଭିନ୍ନକ୍ଷମ ସବୁ କିଛି ହାର ମାନିଛି ସିଫନିୟଙ୍କ ପାଖରେ । ବୟସ ୬୦ ସହ ଦୃଷ୍ଟିହୀନ ତଥାପି କର୍ମଠ । ଆଖିକୁ ଦେଖାନଗଲେ କଣ ହେଲା ନିଜ ବାକ ଚାତୁରୀରେ ଗ୍ରାହକଙ୍କ ମନକୁ ମୋହି ବ୍ୟବସାୟ କରିବାରେ ନିଜ ପତ୍ନୀଙ୍କୁ ସହଯୋଗ କରୁଥିବା ଏହିଭଳି ଜଣେ!-->…
Read More...
Read More...
ପ୍ରଚାର ମୈଦାନରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା, ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ କଲେ ଭୋଟ୍…
ବାଲିଗୁଡ଼ା,୩/୨: ପ୍ରଚାର ମୈଦାନରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ନିଜର ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଇବା ପାଇଁ ଯୋର୍ଦାର୍ ପ୍ରଚାର ଚାଲିଥିବାବେଳେ ବିଜୁ ଜନତା ଦଳ ପ୍ରଚାର!-->…
Read More...
Read More...
ଖାରବେଳ ସ୍ୱାଇଁଙ୍କ ଦୁଇଦିନିଆ ନିର୍ବାଚନ ପ୍ରଚାରପାଇଁ ବୌଦ୍ଧଜିଲ୍ଲା ଗସ୍ତ
ବୌଦ୍ଧ,୩/୨- ମାନ୍ୟବର ପୂର୍ବତନ ୩ ଥରର ଲୋକସଭା ସଦସ୍ୟ ମହାମେଘବାହାନ ଖାରବେଳ ସ୍ୱାଇଁ ଙ୍କ ବୌଦ୍ଧଜିଲ୍ଲାର ବିଭିନ୍ନ ଜିଲ୍ଲାପରିଷଦ ଜୋନ୍ ଗୁଡିକ ଗସ୍ତକରି ନରେନ୍ଦ୍ର ମୋଦିଜୀଙ୍କ ୭ ବର୍ଷର ଶାସନ ସହିତ ଓଡିଶା ସରକାରଙ୍କ ୨୨ ବର୍ଷ ବିଫଳତା ଶାସନ ଉପରେ ସମସ୍ତ ଭୋଟର ମାନଙ୍କ ଘରକୁଘର ଯାଇ!-->…
Read More...
Read More...
କୋଭିଡ ଯୋଦ୍ଧାଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ ଟଙ୍କାର ସହାୟତା
ବୌଦ୍ଧ,୩ା୨: ବୌଦ୍ଧଜିଲ୍ଲାରେ କୋଭିଡରେ ଅନେକ ଲୋକ ମୃତ୍ୟୁର ଶିକାର ହୋଇଥିବାବେଳେ ଡାକ୍ତର, ପୋଲିସ ଓ ସରକାରୀ ଅଧିକାରୀ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି । କୋଭିଡ ୧୯ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁର ଶିକାର ହୋଇଥିବା ବୌଦ୍ଧ ବ୍ଲକର ଏକାଉଣ୍ଟସ ଅଧିକାରୀ ରୋମାଞ୍ଚ!-->…
Read More...
Read More...
ପଞ୍ଚାୟତ ନିର୍ବାଚନ ନିମନ୍ତେ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ
ପୁରୀ,୩/୨:- ପଞ୍ଚାୟତ ନିର୍ବାଚନ ନିମନ୍ତେ ବ୍ଲକସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ଅଧିକାରୀ ବିଡିଓ,!-->…
Read More...
Read More...
ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବଙ୍କ ପରଲୋକ
ବ୍ରହ୍ମପୁର : ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ରାଜା ସାହେବ ଉଦୟ ନାରାୟଣ ଦେବଙ୍କ ପରଲୋକ ହୋଇଯାଇଛି । ବୁଧବାର ବିଳମ୍ବିତ ରାତ୍ରିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ସେ ୮୭ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଉଦୟ ନାରାୟଣ ୧୯୩୫ ମସିହା ଅକ୍ଟୋବର!-->…
Read More...
Read More...