Browsing Category

ରାଜ୍ୟ

ରାଜନୈତିକ ଦଳ ଓ ପ୍ରାର୍ଥୀକୁ ନେଇ ପର୍ଯ୍ୟବେକ୍ଷକମାନଙ୍କ ବୈଠକ

ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲାରେ ଆଗାମୀ ଦିନରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ପ୍ରତନିଧି, ନିର୍ବାଚନକୁ କିପରି ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ହୋଇପାରିବ ସେଥିପାଇଁ ସାଧାରଣ ପର୍ଯ୍ୟବେକ୍ଷକ ବିଶ୍ୱମୋହନ ରାୟ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ମଦନ ସିଂ ଦ୍ୱାରା ରାଜନୈତିକ ଦଳର ପ୍ରତିନିଧି ଓ
Read More...

ନବୀନ ସରକାରଙ୍କ ବହୁମୁଖୀ ଯୋଜନାର ସଫଳତା ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଅ: ସାଂସଦ ଅଚ୍ୟୁତ ସାମନ୍ତ

ଫୁଲବାଣୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି ଫୁଲବାଣୀଠାରେ ବିଜେଡି କର୍ମୀ ସମ୍ମିଳନୀରେ ଯୋଗଦେଇ କର୍ମୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ବହୁମୁଖୀ ଯୋଜନା ପ୍ରଣୟନ
Read More...

ବୟସ ଛୋଟ କିନ୍ତୁ ଦେଶ ସେବାପାଇଁ ରହିଛି ଅନେକ ସ୍ୱପ୍ନ..

ପାଟଣାଗଡ: ବୟସ ଛୋଟ କିନ୍ତୁ ସ୍ୱପ୍ନ ଅନେକ । ମୁଁ ବି ଦିନେ ବଡ଼ ହୋଇ ଦେଶସେବା କରିବି । ମୋ ଦେଶକୁ ମୁଁ ସୁରକ୍ଷା କରିବି । ଏମିତି ଅନେକ ସ୍ୱପ୍ନ ନେଇ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । ତାହା ପୁଣି ଛୋଟ ବୟସରୁ ଆମେ କହୁଛୁ ପାଟଣାଗଡ଼ ମେହେର ପଡାରେ ରହୁଥୁବା ଯୁଧିଷ୍ଠିର ଦାସଙ୍କ ପୁଅଙ୍କ
Read More...

ଭକ୍ତଙ୍କ ପାଇଁ ଖୋଲିବ କି ଜଗା ଦୁଆର?, ଆଜି ଅପରାହ୍ନରେ ବସିବ ବୈଠକ

ପୁରୀ : ଆଜି ଅପରାହ୍ନରେ ଭର୍ଚୁଆଲ ମୋଡ଼ରେ ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ସାଢେ ୪ଟାରେ ଭର୍ଚୁଆଲ୍‌ ମୋଡ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ
Read More...

ଓଡ଼ିଶାରେ ପିକ୍‌ ଛୁଇଁ ସାରିଲାଣି କରୋନାର ତୃତୀୟ ଲହର

ଭୁବନେଶ୍ୱର : ଓଡ଼ିଶାରେ କରୋନାର ସ୍ଥିତି ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଜି ଏକ ଗୁୁରୁତ୍ୱପୂର୍ଣ୍ଣ ବିବୃତି ପ୍ରଦାନ କରିଛି । ବିଭାଗ କହିଛି ଯେ ରାଜ୍ୟରେ କରୋନା ସଂକ୍ରମଣ କମୁଛି । ପୂର୍ବରୁ ଲଗାତାର କିଛି ଦିନ ଧରି ପଜିଟିଭ ସଂଖ୍ୟା ୧୦ ହଜାର ଉପରେ ରହୁଥିଲା ବେଳେ ବର୍ତ୍ତମାନ ଦୈନିକ
Read More...

କଣ୍ଟିଲୋ କେନ୍ଦୁପଲ୍ଲୀରେ ରାମକୃଷ୍ଣ ସେବାଶ୍ରମର ଶୀତକାଳୀନ ରିଲିଫ୍‌ ସେବା

ଦଶପଲ୍ଲା : ଶ୍ରୀରାମକୃଷ୍ଣ ସେବାଶ୍ରମ ଟିକାତାଳ ଆନୁକୂଲ୍ୟରେ ଚତୁର୍ଥ ଶୀତକାଳୀନ ରିଲିଫ୍‌ ସେବା ଖଣ୍ଡପଡା ବ୍ଲକ୍‌ କଣ୍ଟିଲୋ ନିକଟସ୍ଥ କେନ୍ଦୁପଲ୍ଲୀ ଗ୍ରାମରେ ଆଜି ଅନୁଷ୍ଠିତ ହୋଇଯାଇଛି । ଆଶ୍ରମର ସହସଂପାଦକ ସର୍ବେଶ୍ୱର ସାହୁଙ୍କ ତତ୍ତ୍ୱାବଧାନରେ ୧୦୦ ଜଣ ଯୋଗ୍ୟ ହିତାଧିକାରୀମାନଙ୍କୁ କମ୍ବଳ
Read More...

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ସାଗର ସତ୍ୟାଗ୍ରହ

ପୁରୀ : ଶ୍ରୀମନ୍ଦିର ଭକ୍ତଙ୍କ ଖୋଲିବାକୁ ପୁଣି ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ଥିବା ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆଜି ପୁରୀରେ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରାଯିବା ସହ ସାଗର ସତ୍ୟାଗ୍ରହ କରାଯାଇଛି । ଶ୍ରୀଜଗନ୍ନାଥ ସେନା ର କର୍ମକର୍ତା , ବେଳାଭୂମିର
Read More...

ବୌଦ୍ଧ ତହସିଲ ନୂତନ କାର୍ଯ୍ୟାଳୟ ପାଇଁ ସ୍ଥାନ ଚିହ୍ନଟ

ବୌଦ୍ଧ : ବୌଦ୍ଧ ତହସିଲର ନୂତନ କାର୍ଯ୍ୟାଳୟ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନର କାର୍ଯ୍ୟାଳୟ ସ୍ଥାପନ ପାଇଁ ସ୍ଥାନ ଯୋଗାଇଦେଉଥିବା ତହସିଲ କାର୍ଯ୍ୟାଳୟରେ ସ୍ଥାନାଭାବ ଦେଖାଯିବା ସହିତ ବିକ୍ଷିପ୍ତ ଭାବରେ ସମସ୍ତ କର୍ମଚାରୀ କାର୍ଯ୍ୟ କରୁଛନ୍ତି ଓ ଫଳରେ
Read More...

ଓଡିଶା ସାମ୍ବାଦିକ ସଂଘ ତରଫରୁ ସମ୍ବର୍ଦ୍ଧନା ସଭା

ସୁବର୍ଣ୍ଣପୁର : ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ଆଜି ପୂର୍ବାହ୍ନ ସାଢେ ଦଶଟା ସମୟରେ ସ୍ଥାନୀୟ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସମ୍ମିଳନୀ ଗୃହଠାରେ ଏକ ସମ୍ବର୍ଦ୍ଧନା ସଭା କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ
Read More...

ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଡକ୍ଟର ଗିରିଶ କୁମାର ମହାନ୍ତି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା କାର୍ଯ୍ୟାଳୟରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଡକ୍ଟର ଗିରିଶ କୁମାର ମହାନ୍ତି ଦାୟିତ୍ୱ ଗ୍ରହଣ କରି ଥିବାର ଜଣାପଡ଼ିଛି । ଏଥି ପୂର୍ବରୁ ସେ ଭବାନୀପାଟଣା ଠାରେ ଏସ୍‌ଡିଭିଓ
Read More...