Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରଶାନ୍ତଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ସହାୟତା
ଭୁବନେଶ୍ୱର: ପହଲଗାମ ଆକ୍ରମଣକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଏହି ଘଟଣାରେ ଓଡ଼ିଶାର ୨ଜଣ ପୁଅ ମୃତ୍ୟୁବରଣ କରିଛନ୍ତି। ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଆଜି ହେବ ଶେଷକୃତ୍ୟ। ଆଜି ଭୋରରେ ବାଲେଶ୍ୱର ଇସାଣୀରେ!-->…
Read More...
Read More...
ରାଜ୍ୟ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଇଁ ପ୍ରସ୍ତୁତି ବୈଠକ
ପୁରୀ :ପୁରୀ ତାଳବଣିଆ ଠାରେ ରାଜ୍ୟ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହେବ ଚଳିତ ମାସ ୨୪ ତାରିଖରେ।ଏହି ଦିବସ କୁ ଶୃଙ୍ଖଳା ର ସହ ପାଳନ ପାଇଁ ଏକ ଚୁଡାନ୍ତ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅଧ୍ୟକ୍ଷତା କରି!-->…
Read More...
Read More...
ସମଲେଶ୍ଵରୀ ଟ୍ରେନରୁ କୁକୁର ଧରିଲା ଗଞ୍ଜେଇ , ଯୁବକ ଗିରଫ
କୋରାପୁଟ: ହାୱଡା ଜଗଦଲପୁର ସମଲେଶ୍ଵରୀ ଏକ୍ସପ୍ରେସ ଟ୍ରେନରୁ କୋରାପୁଟ ଷ୍ଟେସନ ଠାରେ ଜିଆରପି ଏବଂ ଆରପିଏଫ୍ ପୁଲିସ ଦ୍ଵାରା ୩୪ କିଲୋଗ୍ରାମ ଗଞ୍ଜେଇ ଜବତ କରା ଯାଇଥିବାବେଳେ ଘଟଣାରେ ଜଣଙ୍କୁ ଗିରଫ କରା ଯାଇଥିବା ଜିଆରପି ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଶୀ ମହନ୍ତ ସୂଚନା ଦେଇଛନ୍ତି।!-->…
Read More...
Read More...
ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)
ଭୁବନେଶ୍ବର: ରାଜ୍ୟରେ ଗଠିତ ହୋଇଛି ୩ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟ ଗୁଡିକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା, ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଠାରେ ସ୍ଥାପନ କରାଯାଇଛି। ଓଡିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କ୍ରମେ ରାଜ୍ୟ!-->…
Read More...
Read More...
ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି
ଭୁବନେଶ୍ବର: ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ!-->…
Read More...
Read More...
ଏଟିଏମରେ ଟଙ୍କା ଭର୍ତ୍ତି ପାଇଁ ଆଣି ୧୬ଲକ୍ଷ ଟଙ୍କା ହଡ଼ପ, ଦୁଇ କୋର୍ଟଚାଲାଣ
ମୁରିବାହାଲ ; ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଅଞ୍ଚଳର ବିଭିନ୍ନ ଏଟିଏମରେ ଟଙ୍କା ଭର୍ତ୍ତି ପାଇଁ ଆଣି ମୋଟ ୧୬ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଦାୟିତ୍ୱରେ ଥିବା ଏକ ସଂସ୍ଥାର ଦୁଇ କର୍ମଚାରୀଙ୍କୁ ଗିରଫ କରି ମୁରିବାହାଲ ପୁଲିସ କୋର୍ଟ ଚାଲାଣ କରିଛି।ଜେଲ୍ ଯାଇଥିବା ଦୁଇ କର୍ମଚାରୀଙ୍କ ମଧ୍ୟରୁ ଜଣେ!-->…
Read More...
Read More...
ନାବାଳକ ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ପୁଲିସ, ଯୌନ ସୁଖ ପାଇଁ ପରିତ୍ୟକ୍ତ ଘରକୁ ନେଇଥିଲା ଅଭିଯୁକ୍ତ
ପୁରୀ : ଡେଲାଙ୍ଗ ରତନପୁରର ୧୧ ବର୍ଷୀୟ ନାବାଳକ ଆଶୀର୍ବାଦ ସାହୁ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଯୌନ ସୁଖ ପାଇଁ ଆଶୀର୍ବାଦକୁ ପରିତ୍ୟକ୍ତ ଘରକୁ ନେଇଥିଲା ଅଭିଯୁକ୍ତ ବାପି ବୋଲି ପୁରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ବିନୀତ ଅଗ୍ରୱାଲ । ଅଭିଯୁକ୍ତ ସେଠାରେ ୧୦୦!-->…
Read More...
Read More...
ପିସିଆର୍ ଭ୍ୟାନ୍କୁ ଚାପିଦେଲା ହାଇଓ୍ବା, ୨ ପୋଲିସ କର୍ମଚାରୀଙ୍କ ଜୀବନ ମୃତ୍ୟୁ
କଟକ ସଦର: କଟକ-ପରାଦୀପ ରାସ୍ତାର ଗତିରାଉତପାଟଣାରେ ମଙ୍ଗଳବାର ଭୋର୍ ସମୟରେ ଭୟଙ୍କର ଦୁର୍ଘଟଣା ଘଟିଛି। ପିସିଆର୍ ସହିତ ବାଲି ବୋଝେଇ ହାଇଓ୍ବା ମୁହାଁମୁହିଁ ଧକ୍କା ହେବା ଫଳରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ହାଇଓ୍ବା ଓଲଟି ପଡ଼ିଥିବା ବେଳେ ପିସିଆର ମଧ୍ୟ ଭାଙ୍ଗି!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ଠାରୁ ଆୱାର୍ଡ ପାଇଲେ କୋରାପୁଟ ଜିଲ୍ଲାପାଳ
କୋରାପୁଟ -କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଉଲ୍ଲେଖନୀୟ କାର୍ଯ୍ୟକାରିତା ପାଇଁ କୋରାପୁଟ ଜିଲ୍ଲାପାଳ ପ୍ରଧାନମନ୍ତ୍ରୀ ଆୱାର୍ଡ-୨୦୨୫ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ଆୱାର୍ଡ ପାଇଛନ୍ତି | ସମଗ୍ର ଦେଶରରେ କାର୍ଯ୍ୟକାରୀ ହେଉଥୂବା ପ୍ରଧାନ ମନ୍ତ୍ରୀ . ମାତୃ ବନ୍ଦନା ଯୋଜନା, ସକ୍ଷମ!-->…
Read More...
Read More...
୪ଡକାୟତ ଗିରଫ,ବନ୍ଧୁକ ଗୁଳି ଜବତ
ପୁରୀ:ବନ୍ଧୁକ ଦେଖାଇ ଡକାୟତି ପାଇଁ ଯୋଜନା କରୁଥିବା ଚାରିଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଛି ସମୁଦ୍ର କୂଳ ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ପୁରୀ ଦୋଳମଣ୍ଡପ ସାହିର ରାଜକିଶୋର ନାୟକ ,ମାର୍କଣ୍ଡେଶ୍ୱର ସାହିର କାହ୍ମା ସାହୁ ,ଦାମୋଦର ରୋଡର ଜଗତଜ୍ୟୋତି ଆକ ଏବଂ ଡେଲାଙ୍ଗର ପାର୍ଥ!-->…
Read More...
Read More...