Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଜି କୋର୍ଟରେ ହାଜର ହେବେ ସବ୍ୟସାଚୀ ଓ ଆଜାଦ୍
ଦଶପଲ୍ଲା : ନୟାଗଡ଼ ଜିଲ୍ଲାରେ ଘଟିଥିବା ମାଓ ଆକ୍ରମଣବେଳେ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ଦଶପଲ୍ଲାଠାରୁ ମାଓବାଦୀମାନେ ଏକ ଗ୍ୟାରେଜରୁ ଟାୟାର ନେଉଥିବାବେଳେ ଦଶପଲ୍ଲାର ବେଠିସ୍ ବେହେରା ବାଧା ସୃଷ୍ଟି କରିଥିଲେ । ଯାହା ଫଳରେ ମାଓବାଦୀ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି!-->…
Read More...
Read More...
ବୌଦ୍ଧ ଏନଏସି ରେ କଳାକାର ଭତ୍ତା ପାଇଁ ପ୍ରାଥମିକ ଚୟନ ପ୍ରକ୍ରିୟା
ବୌଦ୍ଧ,୧୬ା୧୨ : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆବେଦନକାରୀଙ୍କ ସାମର୍ଥ୍ୟ ପରୀକ୍ଷା ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ!-->…
Read More...
Read More...
ଗଡ଼ଜାତ ମହୋତ୍ସବ ର ଦ୍ୱିତୀୟ ଦିନରେ ଗୋପାଳନ ଓ କୃଷି କର୍ମଶାଳା
ବୌଦ୍ଧ,୧୬/୧୨: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ବୀରନରସିଂହପୁର ଠାରେ ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବର ଦ୍ୱିତୀୟ ଦିନରେ ବିଭିନ୍ନ ପଞ୍ଚାୟତର ଅନେକ ଗ୍ରାମରୁ ବହୁସଂଖ୍ୟକ ଗୋପାଳକ ଓ କୃଷକ ମାନଙ୍କୁ ନେଇ"ଗୋପାଳନ ଓ କୃଷି କର୍ମଶାଳା’ ଅନୁଷ୍ଠିତ ହୋଇଯାଇଛି । ବାଉଁଶୁଣୀର ପ୍ରାଣୀ ଚିକିତ୍ସକ ଶ୍ରୀ!-->…
Read More...
Read More...
ଏକଥରକରେ ନିଯୁକ୍ତି ପାଇଲେ ୬୨୩୧ ଜଣ ଶିକ୍ଷକ
ଭୁବନେଶ୍ବର : ରାଜ୍ୟର ଶିକ୍ଷା ଇତିହାସରେ ଆଜି ଦିନଟି ସବୁବେଳେ ସ୍ମରଣୀୟ ହୋଇରହିବ । ନବୀନ ଓଡିଶା ଗଠନ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ବରୂପ ରାଜ୍ୟର ଶିକ୍ଷା ଓ ସ୍ବାସ୍ଥ୍ୟ – ଏହି ଦୁଇଟିଯାକ କ୍ଷେତ୍ରର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇଆସିଛନ୍ତି। ସାରା ରାଜ୍ୟର ସବୁ!-->!-->!-->…
Read More...
Read More...
ଜିଲ୍ଲା ସ୍ତରୀୟ ଯୁବ ସମ୍ମିଳନୀ
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ସଭାଗୃହ ଠାରେ ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ଜ଼ିଲ୍ଲାସ୍ତରୀୟ ଯୁବ ସମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଟିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଏନଏସଏସ ପ୍ରୋଗ୍ରାମ ଅଫିସର ଡ଼ଃ ନୀଳମାଧବ ପାଢ଼ୀ ଯୋଗ ଦେଇଥିବା ବେଳେ!-->…
Read More...
Read More...
ରାଡବାହାଲ ୨୨ତମ ଚ୍ୟାଲେଞ୍ଜିଂ ଫୁଟବଲ ଟୁର୍ଣ୍ଣାମେଣ୍ଟ, ମଧ୍ୟପୁର୍ ଚମ୍ପିୟନ
ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ରାଡବାହାଲ ଖେଳ ପଡିଆଠାରେ ଚାଲିଥିବା ୨୨ତମ ଚ୍ୟାଲେଞ୍ଜିଂ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚରେ କଣ୍ଟାବାଞ୍ଜି ଓ ମଧ୍ୟପୁର୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମ୍ୟାଚରେ ମଧ୍ୟପୁର୍ ଫୁଟବଲ ଟିମ୍ କଣ୍ଟାବାଞ୍ଜି!-->…
Read More...
Read More...
ଉନ୍ନତ କିସମର ଗୁଡ଼ ଭାଟି ଉଦଘାଟନ
ନବରଙ୍ଗପୁର: ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ମାଧ୍ୟମରେ ଭାରତୀୟ ପେଟ୍ରୋଲିୟମ୍ ସଂସ୍ଥାନ, ଡେରାଡୁନ ଓ ଆଇଏମ୍ଏମ୍ଟି ଭୁବନେଶ୍ୱର ପକ୍ଷରୁ ନବରଙ୍ଗପୁର ବ୍ଲକର ଚୁରାହାଣ୍ଡିଠାରେ ଉନ୍ନତ ମାନର ଗୁଡ ଉତ୍ପାଦାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ସଦାଶିବ!-->…
Read More...
Read More...
ମୋଡେଲ ଡିଗ୍ରୀ କଲେଜରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର,୧୬/୧୨- ସୋନପୁର ମୋଡେଲ ଡିଗ୍ରୀ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଣଶିକ୍ଷକ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ କଲେଜ!-->…
Read More...
Read More...
ଚିତ୍ତରଂଜନ ପଲେଇଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ
ପୁରୀ : ବହୁ ଚର୍ଚ୍ଚିତ ପୁରୀର ଚିତ୍ତ ରଂଜନ ପଲେଇଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ମୃତଦେହ ମିଳିଥିବା ସ୍ଥାନ କ୍ରାଇମବ୍ରାଞ୍ଚ ଟିମ ଅନୁଧ୍ୟାନ ପରେ ଘଟଣା ଦିନ ଚିତ୍ତ ସହିତ ଭୋଜିରେ ଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଟିମ ଜେରା ଆରମ୍ଭ କରିଛି ।!-->…
Read More...
Read More...
ଦେଶୀ ରନ୍ଧା ମଦ ଭାଟି ବନ୍ଦ କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦାବି
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ କେରାଣ୍ଡି ପଞ୍ଚାୟତର ଅମରା ଓ ଡାଲିମ୍ବପୁର ଗ୍ରାମ ମଧ୍ୟରେ ଦେଶୀ ରନ୍ଧା ମଦ ଭାଟି ନିର୍ମାଣକୁ ନେଇ ବିିରୋଧର ସ୍ୱର ଉଠିଛି । ଅମରା ଓ ଡାଲିମ୍ବପୁର ଗ୍ରାମରେ ଥିବା ସମସ୍ତ ମହିଳା ସ୍ୱୟଂ ସହାୟକ ଦଳ ଏବଂ ଉଭୟ ଗ୍ରାମବାସୀ ନିର୍ମାଣ ହେଉଥିବା!-->…
Read More...
Read More...