Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଅଧିନିୟମ ସଚେତନତା ଶିବିର ଅନୁଷ୍ଠିତ
ପୁରୀ,୧୭/୧୨- ଦିବ୍ୟାଙ୍ଗ ମାନଙ୍କ ଉନ୍ନତି ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାସହ ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରୁଛନ୍ତି । ଅନୁରୂପ ଭାବେ ଜିଲ୍ଲାରେ ମଧ୍ୟ ଦିବ୍ୟାଙ୍ଗ ମାନଙ୍କ କଲ୍ୟାଣ ନିମନ୍ତେ ଜିଲ୍ଲା ପ୍ରଶାସନ ସରକାରଙ୍କ ସମସ୍ତ ଯୋଜନାକୁ ଫଳପ୍ରଦ!-->…
Read More...
Read More...
ଅଜଣା ଗାଡି ଧକ୍କାରେ ଗାଢାଭାଲୁ ମୃତ୍ୟୁ
ପୁରୀ : ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ନିଆଖିଆ ବିଜୀ ନିକଟରେ ଅଜଣା ଗାଡି ଧକ୍କାରେ ଗାଢାଭାଲୁ ମୃତ୍ୟୁ । ଗଢାଭାଲୁ ଦେଖିବାକୁ କଳା ରଙ୍ଗର, ବଡବଡ ନଖଥିବା ଦେଖିବାକୁ ମିଳିଛି । ଏପରି ଜନ୍ତୁ ପୁରୀ କୋଣାର୍କ ବନଖଣ୍ଡରେ ପ୍ରଥମ ଥର ଦେଖିବାକୁ ମିଳିଛି । ଏମାନେ ଗାତ ଭିତରେ ରହୁଥିବା!-->…
Read More...
Read More...
୧୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚୋରି ଘଟଣା : ଜଣେ ଗିରଫ, ବୁଲେଟ୍ ଓ ବାଇକ ଉଦ୍ଧାର
ରାୟଗଡା: ଚଳିତ ମାସ ଡିସେମ୍ବର ୧୨ ତାରିଖ ବିଳମ୍ବିତ ରାତ୍ରରେ ରାୟଗଡା ଟାଉନ ଥାନା ଅନ୍ତର୍ଗତ ସହରର ସାଇ ଇଣ୍ଟରନ୍ୟାସନାଲ ରୋଡରେ ଥିବା ଅନଲାଇନ ସାମଗ୍ରୀ ବୁକିଂ ଓ ଡେଲିଭରି ସଂସ୍ଥା ଇନଷ୍ଟାକାର୍ଟ ସର୍ଭିସ ପ୍ରାଇଭେଟ୍ ଲିମିଟେଡ୍ର ସଟର ତାଡି ୧୨ଲକ୍ଷ୧୮୦୪୮ଟଙ୍କା ଚୋରି ଘଟଣାରେ ସଂପୃକ୍ତ!-->…
Read More...
Read More...
ଗଞ୍ଜେଇ ସହ ଦୁଇଟି କାର୍ ଜବତ, ୪ ଗିରଫ
ବାଲିଗୁଡ଼ା: ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ପକ୍ଷରୁ ଚଢ଼ାଉ । ୫୪ କେଜି ୫୦୦ ଗ୍ରାମ୍ ଗଞ୍ଜେଇ ସହ ଦୁଇଟି କାର୍ ଜବତ ହୋଇଥିବା ବେଳେ ଚାରିଜଣ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ୍ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ଏହି ଗଞ୍ଜେଇ ଚୋରାଚାଲାଣ ହେଉଥିବା!-->…
Read More...
Read More...
କଳିଙ୍ଗା ଘାଟିରେ ପର୍ଯ୍ୟଟକଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ | ୪୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ, ୩ ଗୁରୁତର
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା କଳିଙ୍ଗା ଘାଟିରେ ଗତକାଲି ସନ୍ଧ୍ୟା ପ୍ରାୟ ୭.୩୦ରେ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲା ଗୋବିନ୍ଦପୁର ଗାଁରୁ ଆସିଥିବା ଏକ ପର୍ଯଟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏଥିରେ ୪୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା!-->…
Read More...
Read More...
ନୂତନ ବ୍ଲୁ ଫ୍ଲାଗ ବିଚକୁ ଦୃଢ ବିରୋଧ
ପୁରୀ: ପୁରୀ ଚକ୍ର ତୀର୍ଥ ରୋଡ଼ରେ ହେବାକୁ ଯାଉଥିବା ନୂତନ ବ୍ଲୁ ଫ୍ଲାଗ ବିଚକୁ ଦୃଢ ବିରୋଧ । ମତ୍ସ୍ୟଜୀବୀ, ଉଠା ଦୋକାନୀମାନେ ବ୍ଲୁ ଫ୍ଲାଗ ବିଚକୁ କଡା ବିରୋଧ କରିବା ସହ କାର୍ଯ୍ୟ ଚାଲିଥିବା ସ୍ଥାନରେ ଧାରଣା ଦେଇଛନ୍ତି । ଶହଶହ ପୁରୁଷ, ମହିଳା ଏକତ୍ର ହୋଇ ବ୍ଲୁ ଫ୍ଲାଗ ବିଚକୁ ବିରୋଧ କରିବା!-->…
Read More...
Read More...
ବିଦ୍ୟାଳୟ ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ
ନବରଙ୍ଗପୁର: କିଛି ଦିନ ଧରି ନବରଙ୍ଗପୁର ସଦର ମହକୁମାଠାରେ ଥିବା ଗାନ୍ଧିନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ ପୌର ପରିଷଦ ପକ୍ଷରୁ ମିଶନ ଶକ୍ତି ସଭା ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ତଥା ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।!-->…
Read More...
Read More...
ଓଲଟିଲା ପିକନିକ୍ ବସ୍, ୨୦ ଯାତ୍ରୀ ଆହତ
ଫୁଲବାଣୀ:-କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିର ଅଂଧାରିକୋଟ ବୁଲାଣିରେ ଭାରସାମ୍ୟ ହରାଇ ଗତକାଲି ରାତି ୮ଟାରେଏକ ପିକନିକ ବସ୍ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ବସରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।ଆହାତ ମାନଙ୍କୁ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି!-->…
Read More...
Read More...
ଇକୋ କ୍ଳବ ପକ୍ଷରୁ ବିଦ୍ୟାଳୟସ୍ତରରେ ପ୍ରତିଯୋଗିତା
ଫୁଲବାଣୀ: ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକରେ ଥିବା ଇକୋ କ୍ଲବ ତରଫରୁ ପ୍ରତି ବର୍ଷ ପରିବେଶ ସୁରକ୍ଷା, ସ୍ୱଚ୍ଛ ଭାରତ ଅଭିଯାନ, ବୃକ୍ଷରୋପଣ ଏବଂ ତା'ର ସଂରକ୍ଷଣ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ସେହିପରି ଏ ବର୍ଷ ମଧ୍ୟ ଚଳିତ ମାସ ଡ଼ିସେମ୍ବର ପହିଲାରେ!-->…
Read More...
Read More...
ପିଏମ୍ ମୋଦିଙ୍କୁ ମିଳିବ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ
ନୂଆଦିଲ୍ଲୀ : ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ "ନଗାଦା ପେଲ ଗି ଖୋରଲୋ' ସମ୍ମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନିତ କରିବାକୁ ଭୁଟାନ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କରେ ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ଷ!-->…
Read More...
Read More...