Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକ
ସୁବର୍ଣ୍ଣପୁର: ବିନିକା ସୋନପୁର ମୁଖ୍ୟରାସ୍ତାରେ ନୀତି ପ୍ରତିଦିନ ଦ୍ରୁତ ଗତିରେ ବିଭିନ୍ନ ପ୍ରକାରର ଗାଡ଼ି ଯିବା ଆସିବା କରୁଛି । ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । ଆଜି ମଧ୍ୟାହ୍ନ ପ୍ରାୟ ୧.୩୦ ସମୟରେ ଏକ ଟ୍ରକ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି । ଉତ୍ତ୍ୟକ୍ତ ହୋଇ କ୍ଷତିପୂରଣ ଦାବିରେ!-->…
Read More...
Read More...
ସ୍ୱାସ୍ଥ୍ୟ ବୀମା ପ୍ରଦାନ | ପଶ୍ଚିମାଞ୍ଚଳ ଅବସରପ୍ରାପ୍ତ କର୍ମଚାରୀ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ…
ସୁବର୍ଣ୍ଣପୁର :
ପଶ୍ଚିମାଞ୍ଚଳ ଅବସରପ୍ରାପ୍ତ କର୍ମଚାରୀ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ ଦାବି କରି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ପଶ୍ଚିମାଞ୍ଚଳ!-->!-->!-->…
Read More...
Read More...
୭ ହଜାର ଶିକ୍ଷକ ନିଯୁକ୍ତି ପାଇବେ
ଭୁବନେଶ୍ବର ୧୩।୧୨:
ଅଶାୟୀ ଶିକ୍ଷକଙ୍କ ପାଇଁ ଖୁସି ଖବର । ଏକା ଥରକେ ୭ ହଜାର ଶିକ୍ଷକ ନିଯୁକ୍ତି ପାଇବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ୧୬ ତାରିଖରେ ନିଯୁକ୍ତି ପାଇବେ । ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ଶିକ୍ଷକ ନିଯୁକ୍ତି ପାଇଁ ସରକାରଙ୍କ!-->!-->!-->…
Read More...
Read More...
ବେଆଇନ୍ ଗଞ୍ଜେଇ ଚାଷ | ପୁଣି ନଷ୍ଟ ହେଲା ୧୪କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଚାଷ
ବାଲିଗୁଡ଼ା:
ଜୋର୍ ଧରିଲା କନ୍ଧମାଳ ପୋଲିସ୍ ଓ ଅବକାରୀ ବିଭାଗର ଅପରେସନ୍ ନୀଳ ଜହର । ପୁଣି ନଷ୍ଟ ହେଲା ୧୪କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଚାଷ। ବାଲିଗୁଡ଼ା ଥାନା ମହାସିଙ୍ଗି ପଞ୍ଚାୟତର ଗୁମାପଦର ଓ ସିଟୁପାଜି ଅଞ୍ଚଳର ୧୪୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ!-->!-->!-->…
Read More...
Read More...
ଦିଗପହଣ୍ଡିରେ ଟାଏକୋଣ୍ଡୋ କଲର ବେଲ୍ଟ ପ୍ରତିଯୋଗିତା
ଗଞ୍ଜାମ :
ଦିଗପହଣ୍ଡିରେ ଟାଏକୋଣ୍ଡୋ କଲର ବେଲ୍ଟ ପ୍ରତିଯୋଗିତା । ଦିଗପହଣ୍ଡି ସ୍ଥିତ ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ପରିସରରେ ଦିଗପହଣ୍ଡି ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ୨ୟ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଲୋକ ବିଷୋୟୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି!-->!-->!-->…
Read More...
Read More...
ଭୋଟ୍ ବର୍ଜନ ଚେତାବନୀ | ମୋବାଇଲ ଟାୱାର ସ୍ଥାପନ ନହଲେ ଭୋଟ୍ ବର୍ଜନ ଚେତାବନୀ ଦେଲେ ପଞ୍ଚାୟତବାସୀ
ବୌଦ୍ଧ,୧୩/୧୨-
ମୋବାଇଲ ଟାୱାର ସ୍ଥାପନ ନହଲେ ଭୋଟ୍ ବର୍ଜନ ଚେତାବନୀ ଦେଲେ ପଞ୍ଚାୟତବାସୀ । ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମଲ୍ଲିକପଡା ପଞ୍ଚାୟତବାସୀ ମୋବାଇଲ ଟାୱାର ନଥିବାରୁ ବିଭିନ୍ନ ସେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଏହି ପଞ୍ଚାୟତରେ ବାଲିସାହି, ଟିକିରାସାହି,!-->!-->!-->…
Read More...
Read More...
ବିଏସକେୱାଇ ସ୍ମାର୍ଟକାର୍ଡ | କଟକ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ କଟକରେ ଆୟୋଜିତ ଏକ ଉତ୍ସବରେ ଜିଲାବାସୀଙ୍କୁ ବିଏସକେୱାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏଥିସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ କଟକ ଜିଲ୍ଲା ସାମିଲ ହୋଇଛି । ବିଏସକେୱାଇ ସ୍ମାର୍ଟକାର୍ଡ!-->!-->!-->…
Read More...
Read More...
କୋଭିଦ୧୯ ସଂକ୍ରମଣ | ଗୋଟିଏ ବିଦ୍ୟାଳୟରୁ ୪୦ ଛାତ୍ରୀ କରୋନା ପଜିଟିଭ
ବାରିପଦା:
ଶିକ୍ଷାନୁଷ୍ଠାନରେ ପଶିଲା କୋରୋନା । ଏକାଥରେ ଗୋଟିଏ ବିଦ୍ୟାଳୟର ୪୦ରୁ ଊର୍ଦ୍ଧ୍ୱ ଛାତ୍ରୀ ହେଲେ କୋଭିଦ୧୯ ସଂକ୍ରମଣ ଆକ୍ରାନ୍ତ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଶହେରୁ ଊର୍ଦ୍ଧ୍ୱ ଛାତ୍ରୀ ପଢୁଥିବା ବେଳେ ୮୦ରୁ ଊର୍ଦ୍ଧ୍ୱ ଛାତ୍ରୀଙ୍କ!-->!-->!-->…
Read More...
Read More...
ଗୁମ୍ମାରେ ରବର ଚାଷୀଙ୍କୁ ଚାରା ବଣ୍ଟନ | ଆଇଟିଡିଏ ତରଫରୁ ଗୁମ୍ମାରେ ରବର ଚାଷୀଙ୍କୁ ଚାରା ବଣ୍ଟନ
ପାରଳାଖେମୁଣ୍ଡି :
ଆଇଟିଡିଏ ତରଫରୁ ଗୁମ୍ମାରେ ରବର ଚାଷୀଙ୍କୁ ଚାରା ବଣ୍ଟନ । ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ଗୁମ୍ମା ବ୍ଳକରେ ଆଦିବାସୀମାନଙ୍କ ଜୀବନ ଶୈଳୀର ବିକାଶ ସହିତ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ସକାଶେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମନ୍ୱିତ ଆଦିବାସୀ!-->!-->!-->…
Read More...
Read More...
ପିଏସ୍ଓଙ୍କ ମୃତଦେହ ଉଦ୍ଧାର | ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍ ପିଏସ୍ଓଙ୍କ ମୃତଦେହ ଉଦ୍ଧାର
ପୁରୀ :
ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍ ପିଏସ୍ଓ ନିଖୋଜ ଥିବା ବେଳେ ଆଜି ସକାଳୁ ପୁରୀ ସଦର ଥାନା ଗଡ଼ମୃଗସିରା ବ୍ରିଜ ନିକଟ ନୂଆନଇ ପଠାରୁ ପିଏସ୍ଓଙ୍କ ମୃତଦେହ ଉଦ୍ଧାର ହୋଇଛି । ଏ ନେଇ ପୁରୀ ସଦରଥାନା ପୋଲିସର!-->!-->!-->…
Read More...
Read More...