Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଜେପି କର୍ମୀଙ୍କୁ ଉଠାଇନେଲା ପୁଲିସ
କଟକ: କଟକର ଯୋବ୍ରା ଓ ଆନନ୍ଦ ଭବନ ଛକରୁ ବିଜେପି କର୍ମୀଙ୍କୁ ଉଠାଇନେଲା ପୁଲିସ। ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ବକ୍ସିବଜାରରେ କଳାପତାକା ପ୍ରଦର୍ଶନ ସହ ବିକ୍ଷୋଭ କରାଯାଇଛି। ବିରୋଧ ପ୍ରଦର୍ଶନ କରୁଥିବା ପ୍ରାୟ ୨୦ ଯୁବ!-->…
Read More...
Read More...
ଡକାୟତି ଉଦ୍ୟମ ପଣ୍ଡ, ଗୁଳି ମାଡରେ ଜଣେ ମୃତ !
ଫୁଲବାଣୀ:
କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ବଦାଙ୍ଗୀ ଗ୍ରାମ ନିକଟରେ ଡକାୟତି ଉଦ୍ୟମ ପଣ୍ଡ ହୋଇଛି । ଯାହା ସୂଚନା ରହିଚି ବିଳମ୍ବିତ ରାତିରେ ଗୋଟିଏ ବ୍ରୟେଲର୍ ଗାଡ଼ି ଆସୁଥିବା ସମୟରେ ବନ୍ଦାଙ୍ଗୀର ମୁଖ୍ୟ ରାସ୍ତା ଜମ୍ବୁ ବଣିଆ ବ୍ରିଜ୍ ନିକଟରେ!-->!-->!-->…
Read More...
Read More...
ସରକାରୀ ସହାୟତା ଅପେକ୍ଷାରେ ନାରାୟଣ
କୁକୁଡାଖଣ୍ଡି :
ସରକାରୀ ସହାୟତା ଅପେକ୍ଷାରେ ନାରାୟଣ । ନାରାୟଣ ବେହେରା ବୟସ-୨୧ବର୍ଷ, ପିତା -ଦଣ୍ଡପାଣି ବେହେରା, ବ୍ଲକ-କୁକୁଡ଼ା ଖଣ୍ଡି , ଗ୍ରାମପଞ୍ଚାୟତ - ଲୋଚାପଡା ,ବ୍ରଜନଗର ନିକଟ ଖାରବେଳ ନଗର ।ଦୀର୍ଘ ୩ ବର୍ଷ ଧରି ମେରୁଦଣ୍ଡ ଯନ୍ତ୍ରଣା ଓ ସ୍ନାୟୁ କଟି ଯାଇ ଘା ହୋଇ ପୀଡ଼ି!-->!-->!-->…
Read More...
Read More...
ବାଳ ମୁକୁନ୍ଦ କେନ୍ଦ୍ରର ଦକ୍ଷତା ପ୍ରମାଣ ପତ୍ର ଓ ପୁରସ୍କାର ବଣ୍ଟନ ଅଭିଯାନ
ପାରଳାଖେମୁଣ୍ଡି :
ବାଳ ମୁକୁନ୍ଦ କେନ୍ଦ୍ର ର ଦକ୍ଷତା ପ୍ରମାଣ ପତ୍ର ଓ ପୁରସ୍କାର ବଣ୍ଟନ ଅଭିଯାନ ଚତୁର୍ଥ ପର୍ଯ୍ୟାୟରେ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟର ସ୍ୱର୍ଣ୍ଣ ଉତ୍ସବ ଅବସରରେ ବାଳ ମୁକୁନ୍ଦ କେନ୍ଦ୍ରର ଦଶ ଜଣ ଶିଶୁଙ୍କୁ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ଦକ୍ଷତା!-->!-->!-->…
Read More...
Read More...
ଶିଶିର ବିନ୍ଦୁ ସମ୍ମାନ | କବି ନୃସିଂହାନନ୍ଦ ମହାପାତ୍ର ଙ୍କୁ ଝାଡ଼ଖଣ୍ଡର ଶିଶିର ବିନ୍ଦୁ ସମ୍ମାନ
ଫୁଲବାଣୀ:
ନିଷ୍ଠା ଓ ଚେଷ୍ଟା ଥିଲେ ସବୁ କାର୍ଯ୍ୟ ସମ୍ଭବ । ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି କନ୍ଧମାଳର ସୁନାମଧନ୍ୟ ସାହିତ୍ୟିକ ସଂଗଠକ, ସମାଜସେବୀ, ଶିକ୍ଷାବିତ ନୃସିଂହାନନ୍ଦ ମହାପାତ୍ର । ନିଜର ପ୍ରଗାଢ଼ ଅଧ୍ୟବସାୟ ଯୋଗୁଁ ସେ ଗୋଟେ ପରେ ଗୋଟେ ପୁସ୍ତକ ଲେଖିବା ସହ ସମ୍ମାନ ଓ!-->!-->!-->…
Read More...
Read More...
ଜୀବିକା ଚିନ୍ତାରେ ବାଉଁଶ କାରିଗର | ହଜିହଜି ଯାଉଛି ଟୁପଲି,ଭୁଗଲିର ବ୍ୟବହାର
ସୁବର୍ଣ୍ଣପୁର :
ଜୀବିକା ଚିନ୍ତାରେ ବାଉଁଶ କାରିଗର । ପୂର୍ବ ପୁରୁଷଙ୍କ କୌଳିକ ଜୀବିକାକୁ ଧରି ଚଳି ଆସୁଥିବା ପରିବାର ଆଧୁନିକତାର ଚାପରେ ଜୀବିକା ହରାଇବା ନେଇ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ସମୟ ଥିଲା କୃଷି କାର୍ଯ୍ୟ ଠାରୁ ଆରମ୍ଭ କରି ସାମାଜିକ ଚଲଣିରେ ପାତିକାର!-->!-->!-->…
Read More...
Read More...
ବାଇକ୍-ସ୍କୁଟି ମୁହାଁମୁହିଁ ଧକ୍କା |୨ମୃତ, ଜଣେ ଗୁରୁତର
ରାୟଗଡା:
୩୨୬ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ନରେ ବାଇକ୍-ସ୍କୁଟି ମୁହାଁମୁହିଁ ଧକ୍କା ହୋଇ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ ବିଶାଖାପାଟଣମ୍ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ!-->!-->!-->…
Read More...
Read More...
କଥା ରଖିଲେ ମୁଖ୍ୟମନ୍ତ୍ରୀ, ପଞ୍ଚାୟତ ପ୍ରତିନିଧିଙ୍କୁ ପ୍ରସାଦ ବାଣ୍ଟିଲେ
ଭୁବନେଶ୍ୱର :
କଥା ରଖିଲେ ମୁଖ୍ୟମନ୍ତ୍ରୀ, ଆଜି ଗଞ୍ଜାମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ତାରାତରିଣୀ ମନ୍ଦିରରେ ଭେଟି ମାଙ୍କ ପ୍ରସାଦ ବାଣ୍ଟି ଥିଲେ ।ସୂଚନାଯୋଗ୍ୟ ଯେ କରୋନାର ପ୍ରଥମ ଲହରରେ ଗଞ୍ଜାମ ବିଶେଷ ଭାବରେ ପ୍ରଭାବିତ!-->!-->!-->…
Read More...
Read More...
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ଗଞ୍ଜାମ ପାଇଁ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଗସ୍ତରେ ଯାଇ ମା ତାରା ତାରିଣୀଙ୍କ ପବିତ୍ର ପୀଠରୁ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ।ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚଳିତ!-->!-->!-->…
Read More...
Read More...
ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ | ପୁରୀ ଜିଲ୍ଲାରେ ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ୍
ପୁରୀ :
ଜୱାଦ ବାତ୍ୟା ଜନିତ ଫସଲ କ୍ଷୟକ୍ଷତି ଆକଳନ ପାଇଁ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ ଟିମ୍ । ପୁରୀ ଜିଲ୍ଲାରେ ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ୍ । କେନ୍ଦ୍ରୀୟ ଦଳ ସହିତ ରାଜ୍ୟର ବରିଷ୍ଠ ଅଧିକାରୀ ଓ ପୁରୀ!-->!-->!-->…
Read More...
Read More...