Browsing Category

ରାଜ୍ୟ

ଏଣିକି କଟକରେ ସବୁ କୋରୋନା ରୋଗୀଙ୍କ ହେବ ଜିନୋମ ସିକ୍ବେନ୍ସିଂ

କଟକ: ଓମିକ୍ରନ ମୁକାବିଲା ଦିଗରେ କଟକ ଜିଲ୍ଲା ପ୍ରଶାସନର ବଡ ନିଷ୍ପତ୍ତି । ଏଣିକି କଟକରେ ସବୁ କୋରୋନା ରୋଗୀଙ୍କ ହେବ ଜିନୋମ ସିକ୍ବେନ୍ସିଂ । ଜଣେ ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ହେବା ମାତ୍ରେ ତୁରନ୍ତ ତାଙ୍କର ଭାରିଆଣ୍ଟ ଟେଷ୍ଟ ହେବ । ଏନେଇ କଟକ ଜିଲ୍ଲା ADMO ଡାକ୍ତର ଉମେଶ ରାୟ…
Read More...

ବୌଦ୍ଧବ୍ଲକ ପକ୍ଷରୁ ଭୀମଭୋଇ ସାମର୍ଥ୍ୟ ଶିବିର

ବୌଦ୍ଧ,୨୨/୧୨- ବୌଦ୍ଧବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ନୋଡାଲ ହାଇସ୍କୁଲଠାରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଜାହାରୀ,…
Read More...

ପଶ୍ଚିମବଙ୍ଗର କାଳିଆଗଞ୍ଜରେ ନାଟ୍ୟଚକ୍ର କଳାକାରଙ୍କ କମାଲ

ସୁବର୍ଣ୍ଣପୁର: ଜିଲ୍ଲାର ଅଗ୍ରଣୀ ନାଟ୍ୟ ଓ ନୃତ୍ୟ ଅନୁଷ୍ଠାନ ନାଟ୍ୟଚକ୍ର ପକ୍ଷରୁ ସୁଦୁର ପଶ୍ଚିମବଙ୍ଗ ରାଜ୍ୟର ଉତ୍ତର ଦିନାଜପୁର ଜିଲ୍ଲାର କାଲିଆଗଞ୍ଜ ସହରରେ ସମ୍ବଲପୁରୀ ନାଟକ ଧୁରକୁନି ଓ ପ୍ରସିଦ୍ଧ ଷୋଳସୁଆଙ୍ଗ ଦଣ୍ଡ ନୃତ୍ୟର ଶବର ଶବରେନ ନୃତ୍ୟ ପରିବେଷଣ କରି ବେଶ୍‌ ଉଚ୍ଚ ପ୍ରଶଂଶିତ…
Read More...

ଅନଲାଇନରେ ମିଳିବ ମିଶନ ଶକ୍ତି ସାମଗ୍ରୀ, ଇ-ମାର୍କେଟ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା ସହିତ ସୁଧ ରିହାତି ପ୍ରଦାନ, ଅନ୍‌ ଲାଇନ ମାର୍କେଟ ବ୍ୟବସ୍ଥାର…
Read More...

ବୌଦ୍ଧ ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା : ଗିରାସିଙ୍ଗା ଓ ସାହାଜପାଲ ଫାଇନାଲରେ

ବୌଦ୍ଧ/ଜହ୍ନ ।ପଙ୍କ,୨୨/୧୨- ବୌଦ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡାପଡା ଖେଳପଡ଼ିଆରେ ଗତ ୧୮ ତାରିଖରୁ ଚାଲିଥିବା ବୌଦ୍ଧ ବ୍ଳକସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଆଜି ପଞ୍ଚମ ଦିବସର ପ୍ରଥମ ସେମିଫାଇନାଲ ମ୍ୟାଚ ଯମଟାଙ୍ଗି ଓ ଗିରାସିଙ୍ଗା ମଧ୍ୟରେ ହୋଇଥିଲା । ଏଥିରେ ଗିରାସିଙ୍ଗା ୩ -୦ ଗୋଲରେ ବିଜୟୀ ହୋଇ…
Read More...

ପଞ୍ଚାୟତ ହାଈସ୍କୁଲ ପରିସରରେ “ଗାଁରେ ପ୍ରଶାସନ’ କାର୍ଯ୍ୟକ୍ରମ

ବୌଦ୍ଧ/ଜହ୍ନ ।ପଙ୍କ,୨୨/୧୨- ବୌଦ୍ଧ ବ୍ଲକ ତାଳସରଡ଼ା ପଞ୍ଚାୟତ ଅନ୍ତର୍ଗତ ପଞ୍ଚାୟତ ହାଈସ୍କୁଲ ସଂଗ୍ରାମପୁର ପରିସରରେ ଜ଼ିଲ୍ଲା ପ୍ରଶାସନ ତରଫରୁ "ଗାଁ ରେ ପ୍ରଶାସନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପ -ଜ଼ିଲ୍ଲାପାଳ, ଅତିରିକ୍ତ ଜ଼ିଲ୍ଲାପାଳ, ତହସିଲଦାର ଙ୍କ ଉପସ୍ଥିତିରେ…
Read More...

ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା ପ୍ରତ୍ୟାହାର ପାଇଁ କଣ୍ଟାବାଞ୍ଜି ପ୍ରେସ କ୍ଲବର ଦାବି

କଣ୍ଟାବାଞ୍ଜି,୨୨/୧୨-ମାଲକାନାଗିରି ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଖବର ପରିବେଷଣ କରି ସରକାରଙ୍କ ବ୍ୟବସ୍ଥାକୁ ଅବହେଳା କରୁଥିବା ଡାକ୍ତର ମାନଙ୍କ ପ୍ରକୃତ ଚେହେରାର ପର୍ଦ୍ଦାଫାଶ, କେତେ ଅସାଧୁ ଡାକ୍ତରମାନଙ୍କ ପାଇଁ ଉଭୟ ଡାକ୍ତର ସମାଜ ଓ ସରକାରୀ ସ୍ୱାସ୍ଥ୍ୟ ସେବାରେ କଳଙ୍କିତ…
Read More...

ଏସିଆନ ଚାମ୍ପିଆନ୍ସ ଟ୍ରଫି : ଭାରତୀୟ ପୁରୁଷ ହକି ଟିମକୁ ବ୍ରୋଞ୍ଜ

ଢାକା : ବାଂଲାଦେଶର ରାଜଧାନୀରେ ଢାକାରେ ଖେଳାଯାଉଥିବା ଏସିଆନ୍‌ ଚାମ୍ପିଆନ୍ସ ଟ୍ରଫିର ବ୍ରୋଞ୍ଜ ମୁକାବିଲାରେ ପାରଂପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ହରାଇଛି ଭାରତୀୟ ପୁରୁଷ ହକି ଦଳ । ଏହି ମୁକାବିଲାରେ ୪-୩ ଗୋଲରେ ପ୍ରତିପକ୍ଷଙ୍କୁ ହରାଇ ଭାରତ ଏହି ସୌଭାଗ୍ୟ ଅର୍ଜନ କରିଛି । ପୂର୍ବରୁ…
Read More...

ଜାତୀୟ ଗଣିତ ଦିବସ ପାଳିତ

ପାରଳାଖେମୁଣ୍ଡି : ସ୍ଥାନୀୟ ମେହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟଠାରେ ଗଜପତି ଜିଲ୍ଲା ସ୍ତରୀୟ ଜାତୀୟ ଗଣିତ ଦିବସ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟିକଙ୍କ ନିର୍ଦ୍ଦେଶ କ୍ରମେ ଓଟିଇଏଣ୍ଡ ଏସିଇଆରଟିଙ୍କ ଆନୁକୂଲ୍ୟରେ ପାଳିତ ହଇଯାଇଛି । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନଜ…
Read More...

ବଡ଼ଦିନ ପର୍ବ ପାଳନ ପାଇଁ ଜ଼ିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ

ଫୁଲବାଣୀ :ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲାସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଜ଼ିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶାନ୍ତି କମିଟିରେ ଏସପି ଭିନୀତ ଅଗ୍ରୱାଲ, ଉପ…
Read More...