Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ପିଟିଏମ
ବୌଦ୍ଧ :୧୧/୧୨:- ବୌଦ୍ଧସହର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ସଭାଗୃହରେ ପ୍ରଧାନଶିକ୍ଷକ ଧ୍ରୁବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅଭିଭାବକ ଓ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ସ୍କୁଲକୁ ପଢି ଆସୁଥିବାରୁ ସେମାନେ ମାକ୍ସ!-->…
Read More...
Read More...
ବୌଦ୍ଧଜିଲ୍ଲା ବିଜେପିର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ
ବୌଦ୍ଧ,୧୧/୧୨:- ବୌଦ୍ଧଜିଲ୍ଲାର ବିଜେପି କର୍ମକର୍ତ୍ତାମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ଉଦଯାପିତ ପ୍ରଶିକ୍ଷଣ ଦିବସରେ ଜିଲ୍ଲାର ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ସଭାପତିତ୍ୱରେ ୪ ଗୋଟି ସୂତ୍ରରେ ପ୍ରଶିକ୍ଷଣ ପ୍ରଦାନ!-->…
Read More...
Read More...
ଶକ୍ତିଶାଳୀ ହେଉଛି ବିଜେଡି, ବିରୋଧୀଙ୍କ ହୃଦକମ୍ପ
ଦଶପଲ୍ଲା : ନୟାଗଡ ପୌରପରିଷଦର ପ୍ରମୁଖ ବିଜେପି ଓ କଂଗ୍ରେସ ନେତାମାନେ ଆଜି ବିଜେଡିରେ ଯୋଗଦେଇଛନ୍ତି । ସେହିପରି ଭାବେ ନୟାଗଡ ବ୍ଲକର ୬ ଗୋଟି ପଞ୍ଚାୟତର ଶତାଧିକ ବିଜେପି ଓ କଂଗ୍ରେସ କର୍ମି ବିଜେଡିରେ ସାମିଲ ହୋଇଛନ୍ତି । ଯାହାକୁ ନେଇ ରାଜନୈତିକ ମହଲରେ ହଟଚମଟ ଘଟିଛି । ନୟାଗଡର ପୂର୍ବତନ!-->…
Read More...
Read More...
ଆଜି ମଧ୍ୟ ବଞ୍ଚି ରହିଛି ମାନବିକତା:ଫେରାଇଲେ ମୋବାଇଲ ଓ ଗହଣା
ଫୁଲବାଣୀ:-ଗତ (ସୋମବାର )ଅପରାହ୍ନ ୪ଟା ସମୟରେ ନୟାଗଡରୁ ଫୁଲବାଣୀ ଅଭିମୁଖେ ଆସୁଥିଲେ ଫୁଲବାଣୀ ଜଗନ୍ନାଥ ସାହିର ପ୍ରଫୁଲ୍ଲ ପୃଷ୍ଟିଙ୍କ ସ୍ତ୍ରୀ ମାମା ପୃଷ୍ଟି ଓ ତାଙ୍କ ଭାଇ ସନ୍ତୋଷ ପୃଷ୍ଟି । କିଛିଟା ଅସାବଧାନତା ବଶତଃ ପ୍ରଫୁଲ୍ଲ ପୃଷ୍ଟିଙ୍କ ସ୍ତ୍ରୀ ମାମା ପୃଷ୍ଟି ଧରିଥିବା ଦୁଇଟି ମୋବାଇଲ!-->…
Read More...
Read More...
ସହିଦ ଯବାନଙ୍କୁ ପାଟଣାଗଡ଼ ବିଜେପି ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ପାଟଣାଗଡ: ଭାରତର ପ୍ରଥମ ସିଡିଏସ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀଙ୍କ ସମେତ ୧୩ଜଣଙ୍କ ହେଲିକପ୍ଟର ଦୁର୍ଘଟଣାରେ ବିୟୋଗରେ ପାଟଣାଗଡ ବିଜେପି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ରାଜଖମାରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ!-->…
Read More...
Read More...
ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଜ୍ୟାକେଟ୍ ପ୍ରଦାନ କଲା ୟୁଥ୍ ଅଫ କନ୍ଧମାଳ
କନ୍ଧମାଳ:ଦୁଇଦିନ ହେଲା ଶୀତ କବଜା କରିନେଇଛି ସମଗ୍ର କନ୍ଧମାଳ ଜିଲ୍ଲାକୁ । ଏପରି ପରିସ୍ଥିତିରେ ବିଶେଷ କରି ଅସୁବିଧା ଭୋଗୁଛନ୍ତି ଅସହାୟ ବୃଦ୍ଧବୃଦ୍ଧା ଦିନ ମଜୁରିଆ । ଏହି ମାନଙ୍କୁ ସହାୟତାର ହାତ ବଢ଼ାଇଛି ୟୁଥ ଅଫ କନ୍ଧମାଳ । କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକରେ ରହୁଥିବା କିଛି!-->…
Read More...
Read More...
କୁରାଳ ପଞ୍ଚମୀ ପୂଜା ଉଦଯାପିତ
ଫୁଲବାଣୀ ୧୧।୧୨: କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକର ବିଭିନ୍ନ ସ୍ଥାନରେ ୩ଦିନ ଧରି ଚାଲିଥିବା ଲଷ୍ମୀ ନାରାୟଣଙ୍କ ପୂଜା ବା କୁରାଳ ପଞ୍ଚମୀ ପୂଜା ଆଜି ଉଦଯାପିତ ହୋଇଯାଇଛି। ଏହା କୁମ୍ଭକାର ସମାଜର ଇଷ୍ଟ ଦେବୀ ହୋଇଥିବାରୁ କୁମ୍ଭକାର ସମାଜ ଭାଇଭଉଣୀ ମାନେ ଏହାକୁ ୩ଦିନ ଧରି ଧୁମଧାମରେ ପାଳନ!-->…
Read More...
Read More...
ଭୁବନେଶ୍ୱରେ ପହଞ୍ଚିଲା ଓଡିଆ ଯବାନ ରାଣାପ୍ରତାପଙ୍କ ପାର୍ଥିବ ଶରୀର
ଭୁବନେଶ୍ୱର ୧୧।୧୨: ଓଡିଶାରେ ପହଞ୍ଚିଲା ରାଣା ପ୍ରତାପଙ୍କ ପାର୍ଥିବ ଶରୀର। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ଓଡିଆ ଯବାନ ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀର । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଛି ରାଣାପ୍ରତାପଙ୍କ ପାର୍ଥିବ ଶରୀର ।!-->…
Read More...
Read More...
ମିଳିତ ଅବକାରୀ ଚଢ଼ାଉ; ୩ଜଣ ଗିରଫ
ପାରଳାଖେମୁଣ୍ଡି ୧୧।୧୨: ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ଏହି ମିଳିତ ଅବକାରୀ!-->…
Read More...
Read More...
ଚିନ୍ତା ବଢାଇଲା ଓମିକ୍ରନ; ମୁମ୍ବାଇରେ ଦୁଇଦିନ ୧୪୪ ଧାରା
ମୁମ୍ବାଇ ୧୧।୧୨: ମୁମ୍ବାଇରେ ବିଗିଡିଲାଣି ସ୍ଥିତି । ଓମିକ୍ରନ୍ କୁ ନେଇ ସ୍ଥିତି ସାଂଘାତିକ୍ । ଏବେ ସୁଦ୍ଧା କେବଳ ମହାରାଷ୍ଟ୍ରରେ ୧୭ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଯାହାକୁ ନେଇ ଏବେ ମୁମ୍ବାଇକୁ ଫେରିଛି ଲକ୍ଡାଉନ୍ ସ୍ଥିତି । ବଢୁଥିବା ଓମିକ୍ରନ୍ ଆକ୍ରାନ୍ତଙ୍କୁ!-->…
Read More...
Read More...