Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଶ୍ଵ ମାନବାଧିକାର ଦିବସ ପାଳିତ
ଗଜପତି ୧୧।୧୨: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଗଜପତି ଜିଲ୍ଲା ଶାଖା କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲା ପରିଷଦ ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ସାଧାରଣ ସମ୍ପାଦକ ଶ୍ରୀ!-->…
Read More...
Read More...
ବାଲ୍ୟ ବିବାହ କୁ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ
ଗଜପତି ୧୧।୧୨: ଗଜପତି ଜିଲ୍ଲା ଗୋଶାଣି ବ୍ଳକର କଇଠଡ଼ା ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଗୋଟିଏ ବାଲ୍ୟ ବିବାହ କୁ ବନ୍ଦ କଲା ଜିଲ୍ଲା ପ୍ରଶାସନ। ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଗୋଶାଣି ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ ଗୌରୀ କୁମାରୀ ନାୟକ ଜାଣିବାକୁ!-->…
Read More...
Read More...
ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ; ମୃତ୍ୟୁସଂଖ୍ୟା ୮୪୩୩କୁ ବୃଦ୍ଧି
ଭୁବନେଶ୍ୱର ୧୧।୧୨: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୩୩ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ!-->…
Read More...
Read More...
ଫୁଲବାଣୀ ଠାରେ ରକ୍ତଦାନ ଶିବିର
ଫୁଲବାଣୀ ୧୧।୧୨: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ମହକୁମା ସ୍ଥିତ ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଠାରେ ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଦ୍ୱାରା ଜିଲ୍ଲା ମାନବାଧିକାର ପରିଷଦ ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଜାକିରୁଲ୍ଲା ଖାଁଙ୍କ ତତ୍ତ୍ୱାବଧାନରେ!-->…
Read More...
Read More...
ଟାକରାରେ ପାଗଳ କୁକୁର ଆତଙ୍କ
ଦଶପଲ୍ଲା ୧୧।୧୨: ଦଶପଲ୍ଲା ବ୍ଲକ୍ ଟାକରା ବଜାରରେ ଗତକାଲି ଅପରାହ୍ନ ସମୟରେ ଏକ ପାଗଳ କୁକୁର ଅତର୍କିତ ଭାବରେ ବଜାର ମଧ୍ୟରେ ପଶି ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡି କ୍ଷତ ବିକ୍ଷତ କରିଥିଲା । ସୂଚନା ଅନୁସାରେ ୬ ଜଣ ଲୋକ ଏହି ପାଗଳ କୁକୁର କାମୁଡ଼ାରେ ଆହତ ହେଇଥିବା ବେଳେ, ୫ରୁ ଉର୍ଦ୍ଧ୍ବ ଗାଇ,!-->…
Read More...
Read More...
ଦଶପଲ୍ଲାରେ ଯୋଗ ଦେବେ ନୂତନ ତହସିଲଦାର
ଦଶପଲ୍ଲା ୧୧।୧୨: ନୟାଗଡ଼ ଜିଲ୍ଲା ଦଶପଲ୍ଲାର ନୂତନ ତହସିଲଦାର ଭାବେ ଅର୍ଜୁନ ପ୍ରଧାନ ଯୋଗ ଦେବାକୁ ଯାଉଛନ୍ତି । ଏନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ପ୍ରଧାନ କଣ୍ଟାମାଳ ତହସିଲଦାର୍ ଭାବେ କାର୍ଯ୍ୟ କରୁଛନ୍ତି । ଉଲ୍ଲେଖଯୋଗ୍ୟ,!-->…
Read More...
Read More...
ରାଜ୍ୟରେ ପୁଣି ୧୭୩ କରୋନା ପଜିଟିଭ୍ ଚିହ୍ନଟ; ୧୦୫୧୪୧୪ରେ ପହଞ୍ଚିଲା ସଂଖ୍ୟା
ଭୁବନେଶ୍ୱର ୧୧।୧୨: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୨ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୭୧ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮!-->…
Read More...
Read More...
ସଂଗୀତଶିଳ୍ପୀ ରୀତାରାଣୀ ମିଶ୍ର ମହାପାତ୍ରଙ୍କ ପରଲୋକ
ସୁବର୍ଣ୍ଣପୁର,୧୦/୧୨- ସଂଗୀତଶିଳ୍ପୀ ତଥା ଭାଓଲିନ ବାଦକ ବଲାଙ୍ଗିରର ରୀତାରାଣୀ ମିଶ୍ର ମହାପାତ୍ରଙ୍କ ୪୮ ବର୍ଷ ବୟସରେ ଆଜି ଦେହାନ୍ତ ହୋଇଯାଇଛି । ଆକସ୍ମିକ ଭାବେ ଦେହ ଖରାପ ହେବାରୁ ପ୍ରଥମେ ବଲାଙ୍ଗିରରେ ଚିକିତ୍ସା ପରେ ବୁର୍ଲାର ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ ସ୍ଥାନାନ୍ତରଣ ହୋଇ!-->…
Read More...
Read More...
ଭୁବନେଶ୍ୱର ସ୍ମାର୍ଟ ସିଟିର ଅଭିନବ ପଦକ୍ଷେପ: ସାମାଜିକ କାର୍ଯ୍ୟ ପାଇଁ ଅନୁମତି ପ୍ରଦାନ ଅନଲାଇନରେ
ଭୁବନେଶ୍ୱର: ବିବାହ କାର୍ଯ୍ୟ, ଅନ୍ତିମ ସଂସ୍କାର ଏବଂ ସୂତ୍ର ସମାରୋହ ଆୟୋଜନ ପାଇଁ ଅନଲାଇନ୍ ଅନୁମତି ପାଇବାକୁ ଚାହୁଁଛନ୍ତି କି? ମନ୍ଦିର ସହରର ନାଗରିକଙ୍କ ପାଇଁ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହା ଏକ ଅଭିନବ ପ୍ରୟାସ I
ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି)!-->!-->!-->…
Read More...
Read More...
ଚୋରା ମଦ ବ୍ୟବସାୟୀଙ୍କ ଭୂସ୍ୱର୍ଗ ଘୁ.ଉଦୟଗିରି ଅଞ୍ଚଳ, ଅବକାରୀ କାର୍ଯ୍ୟାଳୟରେ ୨୪ଘଣ୍ଟା ଝୁଲୁଛି ତାଲା
ଘୁ. ଉଦୟଗିରି : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଏକ ସବୁଜ ସୁନ୍ଦର ଜିଲ୍ଲା । ଏହି ଜିଲ୍ଲାରେ ପ୍ରାୟତଃ ଆଦିବାସୀ ହରିଜନ ସମ୍ପ୍ରଦାୟର ଲୋକ ବସବାସ କରୁଥିବା ବେଳେ ଏହି ଜିଲ୍ଲା ଏକ ଶିଳ୍ପ ବିହୀନ ଜିଲ୍ଲା ଲୋକଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ ନଥିବା ଏବଂ କାମଧନ୍ଦା ଅଭାବରୁ ଯୁବପିଢି!-->…
Read More...
Read More...