Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜଣେ ଲୁଟେରା ଗିରଫ, ୩ଜଣ ଫେରାର; ଲୁଟ୍ ହୋଇଥିବା ୧ଲକ୍ଷ ଟଙ୍କା ଉଦ୍ଧାର
ବାଲିଗୁଡ଼ା ୦୪।୧୨ : ଲୁଟେରା ଗ୍ୟାଙ୍ଗରୁ ଜଣେ ଗିରଫ, ୩ଜଣ ଫେରାର । ଲୁଟ୍ ହୋଇଥିବା ଏକଲକ୍ଷ ଟଙ୍କା ଜବତ । ସୂଚନା ପ୍ରକାରେ ରୁତୁଙ୍ଗିଆ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବାଲିଗୁଡ଼ା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ଅଟୋରେ ଗାଁକୁ ଯାଉଥିବା ବେଳେ ଚାରିଜଣ ଲୁଟେରା ସେମାନଙ୍କୁ!-->…
Read More...
Read More...
ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ କରୋନା
ଭୁବନେଶ୍ୱର ୦୪।୧୨ : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨ଜଣଙ୍କ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୦୦୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।!-->…
Read More...
Read More...
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୩ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର ୦୪।୧୨: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୪ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୭୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮!-->…
Read More...
Read More...
ଆସୁଛି ବାତ୍ୟା ‘ଜୱାଦ’,ଶନିବାର ୧୯ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ସ୍କୁଲ
ଭୁବନେଶ୍ୱର: ଆସୁଛି ବାତ୍ୟା ‘ଜୱାଦ’। ରବିବାର ଏହା ପୁରୀ ଜିଲ୍ଲା ଉପକୂଳ ଦେଇ ଅତିକ୍ରମ କରିପାରେ। ତେବେ ଆସନ୍ତାକାଲିଠାରୁ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟ ସରକାର ୧୯ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି।ଆସନ୍ତାକାଲି ଅର୍ଥାତ ୪ ତାରିଖ ଶନିବାର!-->…
Read More...
Read More...
ସମ୍ଭାବ୍ୟ ବାତ୍ୟା ଜୱାଦ ପାଇଁ କୋଣାର୍କ ଉତ୍ସବ ଅଧାରୁ ବନ୍ଦ
କୋଣାର୍କ,୩/୧୨ - ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ସାମ୍ଭାବ୍ୟ ବାତ୍ୟା ଜୱାଦ ପୁରୀ ଜିଲ୍ଲାରେ ସ୍ଥଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସତର୍କ କରାଯିବା ପରେ ୫ଦିନିଆ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବକୁ ବାତିଲ କରାଯାଇଛି ।!-->…
Read More...
Read More...
ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ, ଦିବ୍ୟାଙ୍ଗମାନେ ଅନ୍ୟମାନଙ୍କ ଠାରୁ କମ୍ ନୁହଁନ୍ତି
ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରସ୍ଥ ଗାନ୍ଧୀମେମୋରିଆଲ ସ୍କୁଲ ପରିସରରେ ନିୟତୀ ମାନସିକ ଅନଗ୍ରସର ବିଦ୍ୟାଳୟ ( ଦିବ୍ୟଙ୍ଗ) ସ୍କୁଲ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ଶିବିର ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।!-->…
Read More...
Read More...
୫ ଟି କାର୍ଯ୍ୟ ଆରମ୍ଭ ପାଇଁ ଭୂମିପୂଜନ ଓ ଶୁଭଖମ୍ବ ସ୍ଥାପନ
ଜହ୍ନ ।ପଙ୍କ,୩/୧୨ : ବୌଦ୍ଧ ବ୍ଳକର ଜହ୍ନ ।ପଙ୍କ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟକୁ ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟରେ ୫ ଟିରେ ରୂପାନ୍ତରିତ ପାଇଁ ସାମିଲ କରିଥିଲେ । ତେବେ ୫ ଟି କାର୍ଯ୍ୟର ଶୁଭାରମ୍ଭ ପାଇଁ ଆଜି ଜିଲ୍ଲାପାଳଙ୍କ ଦ୍ୱାରା ଭୂମିପୂଜନ ଓ ଶୁଭ ଖମ୍ବ ସ୍ଥାପନ ବିଦ୍ୟାଳୟ!-->…
Read More...
Read More...
ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
ସୁବର୍ଣ୍ଣପୁର,୩/୧୨- ଆଜି ସୁବର୍ଣ୍ଣପୁର ଲେପ୍ରା ସୋସାଇଟି ପକ୍ଷରୁ ଜିଲ୍ଲାର ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଅବସରରେ ୨୨ ଜଣ ଭିନ୍ନକ୍ଷମ ଅଂଶଗ୍ରହଣ କରିଥିଲେ । ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର!-->…
Read More...
Read More...
ବ୍ଲକସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ
ବୌଦ୍ଧ,୩/୧୨:- ବୌଦ୍ଧ ବ୍ଲକସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ଆଞ୍ଚଳିକ ସାଧନ କେନ୍ଦ୍ର ତେଲିବନ୍ଧ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ବୌଦ୍ଧ ଆନୁକୂଲ୍ୟରେ ପାଳନ କରାଯାଇଛି । ଶାରୀରିକ ଭିନ୍ନକ୍ଷମ ମାନସିକ ଅନଗ୍ରସର, ଚଳନ ବାଧିତ, ଶ୍ରବଣ ବାଧିତ, ସ୍ୱଳ୍ପଦୃଷ୍ଟି ବାଧିତ,!-->…
Read More...
Read More...
ଫୁଲବାଣୀ ନୀପିଡିତ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ
ଫୁଲବାଣୀ:୦୩/୧୨, ଫୁଲବାଣୀର ପୁରାତନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୀପିଡିତ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବରେ କନ୍ଧମାଳ ସ୍ୱେଚ୍ଛାସେବୀ ମହାସଂଘର ଆବାହକ ଭାବରେ ଅଶୋକ କୁମାର ପରିଡା ଯୋଗଦେଇ ଭିନ୍ନକ୍ଷମ ପିଲାମାନଙ୍କୁ ସେମାନଙ୍କର ଆବଶ୍ୟକତା!-->…
Read More...
Read More...