Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭିନ୍ନକ୍ଷମଙ୍କୁ ନିଶୁଳ୍କ କୃତ୍ରିମ ଅଙ୍ଗଦାନ ନିମନ୍ତେ ରେଡ୍ ସ୍ୱସ୍ତିକ ସୋସାଇଟି ପକ୍ଷରୁ ପଞ୍ଚଦିନିଆ ପରିମାପ ଶିବିର
ଭୁବନେଶ୍ୱର : ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମ ମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟକରୁଥିବା ଅଗ୍ରଣୀ ସମାଜକଲ୍ୟାଣ ପ୍ରତିଷ୍ଠାନ ରେଡ୍ ସ୍ୱସ୍ତିକ ସୋସାଇଟି ପକ୍ଷରୁ ୪୦୦ରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମମାନଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ ନିମନ୍ତେ ପାଞ୍ଚଦିନିଆ ନିଶୁଳ୍କ ପରିମାପ!-->…
Read More...
Read More...
ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିରେ ସମ୍ଭାବ୍ୟ ବାତ୍ୟା ଜୱାଦ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଞ୍ଚାୟତ ସମିତିର!-->…
Read More...
Read More...
ପୁରୀ ଜିଲ୍ଲାର ୧୦୪୦ ଜଣ ଦିବ୍ୟାଙ୍ଗଙ୍କୁ ମିଳିବ ସହାୟତା
ପୁରୀ : ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ପୁରୀ ଜିଲ୍ଲାର ୧୦୪୦ ଜଣ ଭିନ୍ନକ୍ଷମଙ୍କୁ ସେମାନଙ୍କ ଜୀବନ ଜୀବିକା ପାଇଁ ୪ କୋଟି ୭୨ ଲକ୍ଷ ଟଙ୍କାର ସହାୟତା ରାଶି 'ଫୁଲ' ଯୋଜନା ମାଧ୍ୟମରେ ପ୍ରଦାନ୍ କରାଯିବ । ଫୁଲ ଯୋଜନାର ଫାଇନାନ୍ସିଆଲ୍ ପାର୍ଟନର ଭାବରେ ରାଜ୍ୟ!-->…
Read More...
Read More...
ଏସ୍ପିଙ୍କୁ ଭେଟି ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଉପରେ ଆଲୋଚନା କଲେ ସୁବର୍ଣ୍ଣପୁରର ମିଡ଼ିଆ କର୍ମକର୍ତ୍ତା
ସୁବର୍ଣ୍ଣପୁର : ବିଗତ କିଛିଦିନ ହେଲା ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ସମେତ ସହରରେ କ୍ରମାଗତ ଭାବେ ବଢିଚାଲିଥିବା ଲୁଟ, ରାହାଜାନି, ଛିନତାଇ, ଓ ବାଇକ ଲୁଟ ଘଟଣା ବୃଦ୍ଧି ପାଇଥିଲେ ହେଁ ପୁଲିସର ଢିଲା କାର୍ଯ୍ୟାନୁଷ୍ଠାନ ପାଇଁ ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଘଟଣାରେ ଉଦବେଗ!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲାର ୬୦ ପଞ୍ଚାୟତ ଓ ୧୪ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲେ ଜିଲ୍ଲାପାଳ
ସୁବର୍ଣ୍ଣପୁର : ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ସୁବର୍ଣ୍ଣପୁର ତରଫରୁ ଜିଲ୍ଲାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହକୁ ବନ୍ଦ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଅଞ୍ଚଳର ଗ୍ରାମ ଗୁଡିକରେ ବାଲ୍ୟ ବିବାହ ଓ ଶିଶୁ!-->…
Read More...
Read More...
ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ରବିବାର ଛୁଟି ବାତିଲ
ଭୁବନେଶ୍ୱର : ଆସୁଛି ବାତ୍ୟା ଜୱାଦ । ଏହାର ମୁକାବିଲା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ସାପ୍ତାହିକ ରବିବାର ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ସମସ୍ତ କର୍ମଚାରୀ ନିଜ ନିଜ ହେଡକ୍ୱାର୍ଟରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଛୁଟିରେ ଅଛନ୍ତି ସେମାନେ ତୁରନ୍ତ କାର୍ଯ୍ୟରେ!-->…
Read More...
Read More...
ରବିବାର ମଧ୍ୟାହ୍ନରେ ପୁରୀ ଛୁଇଁବ ବାତ୍ୟା : ଆଇଏମ୍ଡି
ଭୁବନେଶ୍ୱର : ଲଘୁଚାପ ଗଭୀର ଅବପାତ ରୂପ ନେବା ପରେ ଆଜି ବାତ୍ୟାରେ ପରିଣତ ହୋଇଛି ବୋଲି ଆଇଏମ୍ଡି ଡିଜି ସୂଚନା ଦେଇଛନ୍ତି । ବାତ୍ୟା ଆସନ୍ତା ୫ ତାରିଖ ତଥା ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳରେଲ୍ୟାଣ୍ଡଫଲ କରିବ ବୋଲି ମଧ୍ୟ ଆଇଏମ୍ଡି ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲିଠାରୁ ବାତ୍ୟା!-->…
Read More...
Read More...
ବିଜେଡିର ପାଟଣାଗଡ଼ ବ୍ଲକ ସଭାପତି ଭାବେ ମନୋନୀତ ହେଲେ ହିମାଞ୍ଚଳ ପ୍ରଧାନ
ପାଟଣାଗଡ,୩/୧୨: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ଜିଲ୍ଲା ସଭାପତି ଶ୍ରୀମତୀ ଟୁକୁନି ସାହୁଙ୍କ ଦ୍ୱାରା ବିଜେଡିର ପାଟଣାଗଡ ବ୍ଲକ ସଭାପତି ଭାବେ ମନୋନୀତ ହୋଇଛନ୍ତି ହିମାଞ୍ଚଳ ପ୍ରଧାନ । ଏଥିପାଇଁ ଶ୍ରୀ ପ୍ରଧାନ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ,!-->…
Read More...
Read More...
ମମିତା ମାମଲା || ଷ୍ଟାଟସ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର
ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା ସନସାଇନ କଲେଜ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । ରାଜ୍ୟ ସରକାର ଆଜି ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ତଦନ୍ତର ଅଗ୍ରଗତି ନେଇ ଏକ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ!-->…
Read More...
Read More...
ସମ୍ଭାବ୍ୟ ବାତ୍ୟାକୁ ନେଇ ପାରାଦୀପ ବନ୍ଦର ପ୍ରଶାସନ ସଜାଗ
ପାରାଦୀପ : ବାତ୍ୟା ଜଓା୍ୱଦର ଓଡିଶା ଉପକୂଳ ଆଗମନକୁ ଆକଳନ କରି ପାରାଦୀପ ବନ୍ଦର ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ ବନ୍ଦର ଅଧ୍ୟକ୍ଷ ପି.ଏଲ.ହାରାନାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାତ୍ୟାର ୨୪ ଘଣ୍ଟା ପୂର୍ବରୁ ଭୟାବହତାକୁ ଆକଳନ କରି ବନ୍ଦର ନିଷିଦ୍ଧାଂଚଳ ୱେଟ୍ ବେସିନ୍ ରୁ!-->…
Read More...
Read More...