Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭୁକ୍ତାପଡା ଗ୍ରାମରେ ଜିଆଖତ ତାଲିମ ଶିବିର
ବୌଦ୍ଧ,୨/୧୨- ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ –୨ ବୌଦ୍ଧ ବନବିଭାଗ ତରଫରୁ ଭୁକ୍ତାପଡା ଗ୍ରାମ ଠାରେ ଜିଆ ଖତ ପ୍ରସ୍ତୁତି ତାଲିମ ଶିବିର ଅନୁଷ୍ଠିତ ହେଇଥିଲା । ଉକ୍ତ ତାଲିମ୍ ଶିବିରକୁ କୃଷି ବିଭାଗର ଭିଏଡବ୍ଲୁ ଦିଲ୍ଲୀପ ବେହେରା ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ସହକାରୀ ବନ ସଂରକ୍ଷକ,!-->…
Read More...
Read More...
୧୭ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଗିରଫ
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଦାଦନ ଗଡ ହୋଇଥିବା ବେଳେ ସବୁ ସମୟରେ ବେଆଇନ ଦାଦନ ଚାଲାଣ ହେଉଥିବା ନଜରକୁ ଆସୁଛି । ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ସରକାର ରୋକ୍ ଲଗାଇବା ପାଇଁ ଚେଷ୍ଟା ଚଳାଇଥିଲେ ସୁଦ୍ଧା ରୋକିବାରେ ଅସମର୍ଥ!-->…
Read More...
Read More...
୩ ସରକାରୀ ବାବୁଙ୍କ ବାଧ୍ୟତାମୂଳକ ଅବସର, ଜଣକୁ ବହିଷ୍କୃତ କଲେ ରାଜ୍ୟ ସରକାର
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।!-->…
Read More...
Read More...
୧୪ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
ପୁରୀ : ପୁରୀ ଏସ୍ଟିଏଫ୍ ପକ୍ଷରୁ ଚଢ଼ାଉ କରାଯାଇ ୧୪ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି । ଏହି ଘଟଣାରେ ୨ ଜଣ ବ୍ରାଉନସୁଗାର ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ପୋଲିସ ଏସ୍ଟିଏଫ୍ । ଗିରଫ ଦୁଇ ବ୍ରାଉନ ସୁଗାର ବେପାରୀ ହେଲେ ଖୋର୍ଦ୍ଧା ଟାଉନ ଥାନାର ଗୁରୁଜଙ୍ଗର!-->…
Read More...
Read More...
ଆସୁଛି ବାତ୍ୟା ଜୱାଦ, ୩ରୁ ବଢିବ ପବନର ବେଗ
ଭୁବନେଶ୍ୱର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଜୱାଦ ସାଙ୍ଗରେ ନେଇ ଆସିବ ପ୍ରବଳ ବର୍ଷା ପବନ । ଉପକୂଳ ଆଡ଼କୁ ଅଗ୍ରସର ବେଳେ ଆରମ୍ଭ ହେବ ବର୍ଷା ପବନ । ଲଘୁଚାପ ଅବପାତ ରୂପ ନେବା ବେଳେ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ବେଗରେ!-->…
Read More...
Read More...
ଅପହରଣକାରୀଙ୍କ କବଳରେ କଲେଜ ଛାତ୍ରୀ, ପ୍ରତିଶୃତି ପରେ ହଟିଲା ରାସ୍ତାରୋକ
ଗଣିଆ,୨/୧୨- ନୟାଗଡ ଜିଲ୍ଲା ଗଣିଆ ବ୍ଲକସ୍ଥିତ ରଘୁନାଥଜୀଉ ଡିଗ୍ରୀ ମହାବିଦ୍ୟାଳୟ ସମ୍ମୁଖରୁ ଜଣେ କଲେଜ ଛାତ୍ରୀକୁ ଅପହରଣ କରାଯାଇଥିବା ଗଣିଆ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଛାତ୍ରୀଙ୍କ ମା ଗଣିଆ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ବୁଧବାର ପୂର୍ବାହ୍ନ ୧୦.୨୦ ମିନିଟରେ ଝିଅ ଘରୁ କଲେଜ!-->…
Read More...
Read More...
ସ୍ତ୍ରୀର ଅଧିକାର ଓ ନ୍ୟାୟ ଦାବିରେ ଧାରଣାରେ ବସିଲେ ପ୍ରଥମ ସ୍ତ୍ରୀ
ଗଂଜାମ:ସ୍ତ୍ରୀର ଅଧିକାର ଓ ନ୍ୟାୟ ଦାବି ନେଇ ସ୍ୱାମୀ ଘରେ ଧାରଣ ଦେଇଥିବା ଗଂଜାମ ଜିଲ୍ଲାର ତପସ୍ୱୀନୀ ଘଟଣା ସାରା ଓଡ଼ିଶାରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ସେହିପରି ସ୍ତ୍ରୀର ଅଧିକାର ଓ ନ୍ୟାୟ ଦାବିରେ ସ୍ୱାମୀ ଘରେ ଧାରଣାରେ ବସିଛି ରାୟଗଡା ଝିଅ ସ୍ୱପ୍ନା । ଏହିଭଳି ଘଟଣା ଦେଖିବାକୁ!-->…
Read More...
Read More...
ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ତରଫରୁ ମ୍ୟାନଜେମେଣ୍ଟକୁ ୫ଦଫା ଦାବି ପୂରଣ ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ ଦାବୀ ପୂରଣ ନକରି ଆଲୋଚନା ମଧ୍ୟ କଲେ ନାହିଁ । ଏବଂ ଆକ୍ରୋଶ ମୂଳକ ଭାବରେ ୧୦୦ ଜଣକୁ ବଦଳି କଲେ । ତେଣୁ ବର୍ତ୍ତମାନ ୨୩ ଦଫା!-->…
Read More...
Read More...
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଏଡ଼ସ ସଚେତନତା ଦିବସ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ଅମ୍ବିକା ଦେବୀଙ୍କ ସଭାପତିତ୍ୱରେ ବିଶ୍ୱ ଏଡ଼ସ ଦିବସ ପାଳନ କରାଯାଇଛି । ଅଧକ୍ଷା ଶ୍ରୀମତି ଅମ୍ବିକା ଦେବୀ +୨ ଛାତ୍ରୀ ମାନଙ୍କୁ ଏଡ଼ସର ଲକ୍ଷଣ କାରଣ,ନିରାକରଣ, ଭୟବହତା ଏବଂ!-->…
Read More...
Read More...
ବିଧାନସଭାରେ ହଙ୍ଗାମା, ଗୃହ ମୁଲତବି
ଭୁବନେଶ୍ୱର : ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ମମିତା ତାତି ଦେଖିବାକୁ ମିଳିଛି । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଏହି ପ୍ରସଂଗ ଉଠାଇ ଗୃହରେ ଜୋରଦାର ହଟ୍ଟଗୋଳ କରିଛନ୍ତି । ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଚଳାଇନପାରି ଅପରାହ୍ନ ୪ଟା!-->…
Read More...
Read More...