Browsing Category

ରାଜ୍ୟ

ବିଶ୍ୱ ଏଡସ ଦିବସ ପାଳିତ

ସୁବର୍ଣ୍ଣପୁର : ମଙ୍ଗଳବାର ଦିନ ଗୋଷ୍ଠୀ ସ୍ୱାସ୍ଥ୍ୟ ସାଧନା କେନ୍ଦ୍ର ଖରଜୁରା ଅନ୍ତର୍ଗତ ମହଲେ ଗ୍ରାମଠାରେ ବିଶ୍ୱ ଏଡ଼ସ ଦିବସ ପାଳନ ହୋଇଯାଇଛି । ଏଥିରେ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡା ସଂଗୀତା ଚୌଧୁରୀ, ଅଶୋକ କୁମାର ମିଶ୍ର, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ
Read More...

ଆଜି ବାତ୍ୟାର ରୂପ ନେବ ଲଘୁଚାପ !

ଭୁବନେଶ୍ୱର: ଆଜି ଅବପାତରେ ପରିଣତ ହେବା ପରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ ଲଘୁଚାପ । ‘ଜୱାଦ’ ନାଁରେ ମାଡ଼ି ଆସିବ ସ୍ଥଳପଥକୁ । ଲଘୁଚାପ ବାତ୍ୟାର ରୂପ ନେବା ପରେ ଏହାର ପ୍ରଭାବରେ ଆସନ୍ତାକାଲିଠୁ ଆରମ୍ଭ ହୋଇଯିବ ବର୍ଷା । ୪ ତାରିଖ ସକାଳେ ‘ଜୱାଦ’ ଉତ୍ତର
Read More...

ଯୋର୍ ଧରିଲା ପୋଲିସ୍ ଓ ଅବକାରୀ ବିଭାଗର ଅପରେସନ୍ ନୀଳ ଜହର, ପୁଣି ନଷ୍ଟ ହେଲା ୧୪କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍…

ବାଲିଗୁଡ଼ା: କନ୍ଧମାଳ ପୋଲିସକୁ ନାହିଁ ମାଓ ଭୟ । ଗତକାଲି ବାଲିଗୁଡ଼ା ଥାନାର ବିଭିନ୍ନ ଅଞ୍ଚଳରେ କେକେବିଏନ୍ ମାଓ ସଂଗଠନ ଧମକ ପୂର୍ଣ୍ଣ ପୋଷ୍ଟର ଜାରି କରିଥିଲା । ଜଙ୍ଗଲରେ ବମ୍ ଖଞ୍ଜା ଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଥିବା ବେଳେ ଏକ ମାସ ପର୍ଯ୍ୟନ୍ତ ଅଞ୍ଚଳର ଜଙ୍ଗଲକୁ ନଯିବାକୁ କହିଛି ମାଓ
Read More...

ସାଇକେଲରୁ ପଡ଼ି ନାବାଳକ ମୃତ

ଫୁଲବାଣୀ: ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନାବାଳକ ସାଇକଲ୍‌ରେ ଯାଉଥିବା ବେଳେ ଭାରସ୍ୟାମ ହରାଇ ତଳେ ପଡ଼ି ମୃତବରଣ କରିଛି । ନାବାଳକ ନାମ ହେଲା ଓମ୍‌ ପ୍ରକାଶ ମହାପାତ୍ର । ଖବର ଅନୁଯାୟୀ ନାବାଳକ ଜଣଙ୍କ ନିଜ ସାନଭାଇକୁ ନେଇ ସାଇକଲରେ ନାରାୟଣୀ ରୋଡ ଘାଟି ଗଡୁଥିବା ବେଳେ ସାଇକେଲର
Read More...

ବୌଦ୍ଧରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

ବୌଦ୍ଧ, ୧/୧୨- ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ଜିଲ୍ଲା ତାଲିମ କେନ୍ଦ୍ରଠାରେ ବିଶ୍ୱ ଏଡ୍‌ସ ଦିବସ-୨୦୨୧ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ବିଜ୍ଞାପିତ ଅଂଚଳର ସମସ୍ତ ଆଶା, ସ୍ୱାସ୍ଥ୍ୟକର୍ମୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମୀ,
Read More...

କନ୍ଧମାଳରେ ବିଶ୍ୱ ଏଡସ୍‌ ଦିବସ ପାଳିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହ ଠାରେ ବିଶ୍ୱ ଏଡସ୍‌ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଚିକିତ୍ସା ଅଧିକାରୀ ଡ.ରାଜ୍ୟଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାରେ ଏଡସ୍‌ ସଂକ୍ରମଣ କିଭଳି ରୋକାଯାଇ ପାରିବ ଏବଂ ରୋଗର ନିରାକରଣ କିଭଳି
Read More...

ସୁରେଶ୍ୱରୀଙ୍କ ଅଳଙ୍କାର ଚୋରୀ ଘଟଣାରେ ଜିଲ୍ଲା ପୋଲିସର ୩ ଜଣ କର୍ମଚାରୀ ନିଲମ୍ବିତ

ସୁବର୍ଣ୍ଣପୁର,୧/୧୨- କାର୍ଯ୍ୟରେ ଅବହେଳା କରିଥିବାରୁ ସଦର ଟାଉନ ଥାନାର କନେଷ୍ଟବଳ ଶଙ୍କରଭାନୁ ବେହେରା, ହୋମଗାର୍ଡ ଅନ୍ତର୍ଯ୍ୟାମୀ ସେଠୀ ଓ ନୃପରାଜ ସୁନାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ଗତକାଲି ଗଡଜାତର ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ମନ୍ଦିରର ମୁଖ୍ୟ ଫାଟକ ଓ ଗମ୍ଭୀରା ଫାଟକର ତାଲା
Read More...

ଲଳିତେନ୍ଦୁ ମହାନ୍ତିଙ୍କୁ ଗୀତାଞ୍ଜଳି ଏକ୍ସଲେନ୍ସ ଆୱାର୍ଡ

ଭୁବନେଶ୍ୱର: ଚଳିତ ବର୍ଷର ସମ୍ମାନ ଜନକ ଗୀତାଞ୍ଜଳି ଏକ୍ସଲେନ୍ସ ଆୱାର୍ଡ ୨୦୨୧ ପୋଲିସ କ୍ଷେତ୍ର ରେ ଏସିପି ଏବଂ ମିଳିତ ସେକ୍ରେଟାରୀ ଇଣ୍ଡିଆନ ରେଡ କ୍ରସ୍ ସୋସାଇଟି ଆଞ୍ଚଳିକ ଶାଖା, ଭୁବନେଶ୍ୱର -କଟକ ଶ୍ରୀ ଲଳିତେନ୍ଦୁ ମହାନ୍ତି ଙ୍କୁ ଦିଆଯାଇଛି l ଏହି ପୁରସ୍କାର ସ୍ୱାସ୍ଥ୍ୟ ସେବା, କଳା,ଖେଳ
Read More...

ଗନ୍ଧର ।ଡ଼ି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ୍‌ସ ଦିବସ ପାଳନ: ସଚେତନତା ହିଁ ଅବ୍ୟର୍ଥ ଔଷଧ

ଜହ୍ନାପଙ୍କ,୧/୧୨: ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଜହ୍ନ ।ପଙ୍କସ୍ଥିତ ଗନ୍ଧରାଡି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ୟୁଥ ରେଡ଼କ୍ରସ ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରରୁ ଛାତ୍ରଛାତ୍ରୀମାନେ ଜାତୀୟ ରାଜପଥ ଦେଇ ଏକ ଶୋଭାଯାତ୍ରାରେ ବାହାରି ଏଡ଼ସ ସଚେତନତା ସମ୍ବନ୍ଧୀୟ
Read More...

ବାତ୍ୟା ଜୱାଦ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଯୋଗୁଁ ଯେ କୌଣସି ସ୍ଥିତିର ମୁକାବିଲା ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉପକୂଳବର୍ତୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ
Read More...