Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଶ୍ୱ ଏଡ୍ସ ଦିବସ ପାଳିତ
ପାଟଣାଗଡ,୧/୧୨- ପାଟଣାଗଡ଼ ଉପଖଣ୍ଡ ବେଲପଡ଼ାରେ ଓଡିଶା ଏଡ୍ସ ନିୟନ୍ତ୍ରଣ ସମିତି ସହାୟତାରେ ଉତ୍କଳ ସେବକ ସାମାଜ ଦ୍ୱାରା ପରିଚାଳିତ ଲିଙ୍କ ୱାର୍କର ପ୍ରକଳ୍ପ ବଲାଙ୍ଗିର ଓ ପଞ୍ଚାୟତସମିତି ମହାବିଦ୍ୟାଳୟ ବେଲପଡ଼ାର ଉଦ୍ୟମରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି । ଶତାଧିକ ଛାତ୍ରଛାତ୍ରୀ!-->…
Read More...
Read More...
କଫ ସିରଫ ଜବତ, ଜଣେ ଗିରଫ
ପାଟଣାଗଡ,୧/୧୨- ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡ଼ା ଥାନା ଧୁମାଭଟା ଗ୍ରାମରେ ଜଣେ ବେଆଇନ କଫ ସିରଫ ବ୍ୟବସାୟ ଚଳାଇଥିବା ଜନୈକ ବ୍ୟବସାୟୀଙ୍କୁ ଆଜି ବେଲପଡା ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଧୂମାଭଟା ଗ୍ରାମର ଧର୍ମେନ୍ଦ୍ର ପ୍ରଧାନ ନିଜ ଫୋଟୋ!-->…
Read More...
Read More...
ଅତିରିକ୍ତ ଜିଲ୍ଲା ଜଜଙ୍କୁ ସ୍ୱାଗତ
ନବରଙ୍ଗପୁର: ଅତିରିକ୍ତ ଜିଲ୍ଲା ଜଜ୍ (ଶିଶୁ ଯୌନ ଅପରାଧ ନିରୋଧ ଅଦାଲତ) ଶ୍ରୀମତୀ ପ୍ରଣତି ସାହାଙ୍କୁ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସଂଘ ସଭାପତି ଆଶିଷ ରଂଜନ ପଟ୍ଟନାୟକ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ-ସଭାପତି ପ୍ରତାପ ପଣ୍ଡା, ଯୁଗ୍ମ ସମ୍ପାଦକ!-->…
Read More...
Read More...
କୁଇ ସମାଜ ସେବା ସମିତି ଫୁଲବାଣୀର ୬୮ ତମ ପ୍ରତିଷ୍ଠା ଦିବସ ପାଳିତ
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସ୍ଥାନୀୟ ବୁଢାଦାନୀ ଗ୍ରାମରେ କୁଇ ସମାଜ ସେବା ସମିତି ଫୁଲବାଣୀର ୬୮ ତମ ପ୍ରତିଷ୍ଠା ଦିବସ ସମାରୋହ ବଡ ଧୁମଧାମରେ ପାଳନ ହୋଇଯାଇଛି । ଏଥିରେ ଜନଜାତି ସମବାୟ ବାଣିଜ୍ୟ ଉନ୍ନୟନ ସମିତିର ରାଷ୍ଟ୍ରିୟ ଉପାଧ୍ୟକ୍ଷ ପବିତ୍ର କହଁର ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଭକ୍ଷକ ଥାନାବାବୁ
ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ ନାୟକ । ସରକାରୀ ବାସଭବନରୁ ଜବତ ହେଲାଣି ୩ଲକ୍ଷ ୮୦ହଜାର । ଗତକାଲି ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ବିଭାଗ ପିଛା କରି ବରଗଡ଼ ଟୋଲଗେଟ ନିକଟରେ କାରରୁ ଜବତ କରିଥିଲେ ୨,୦୬,୨୨୦ଟଙ୍କା । କାର ଭିତରୁ ବିଡ଼ା ବିଡ଼ା!-->…
Read More...
Read More...
କୋଣାର୍କ ଉତ୍ସବ ପରିପ୍ରେକ୍ଷୀରେ ବିଶାଳ ଗଣଦୌଡ
କୋଣାର୍କ : କୋଣାର୍କ ଉତ୍ସବ ପରିପ୍ରେକ୍ଷୀରେ ରାଜ୍ୟ ପର୍ଯ୍ୟଟନ ବିଭାଗ ସହାୟତାରେ ଅଗ୍ରଣୀ ସାମାଜିକ ସଂଗଠନ ବସନ୍ତ ମଂଜରୀ ପାଠାଗାର ଆନୁକୂଲ୍ୟରେ ଏକ ବିଶାଳ ଗଣଦୌଡ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖବରରୁ ପ୍ରକାଶ ଯେ ଯୁବକ ଯୁବତୀମାନଙ୍କୁ କ୍ରୀଡା କ୍ଷେତ୍ରରେ!-->…
Read More...
Read More...
ସାମ୍ଭାବ୍ୟ ବାତ୍ୟାକୁ ନେଇ ବଡ ସୂଚନା ଦେଲେ ଆଇଏମ୍ଡି ଡିଜି
ଭୁବନେଶ୍ୱର: ମାଡ଼ି ଆସୁଥିବା ବାତ୍ୟା ସମ୍ପର୍କରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପୁଣି ଏକ ବଡ଼ ସୂଚନା ଦେଇଛନ୍ତି । ଆଣ୍ଡାମାନ ସାଗର ନିକଟରେ ବାତ୍ୟା ଏକ ଲଘୁଚାପ କ୍ଷେତ୍ର ଭାବେ ରହିଛି । ଆସନ୍ତାକାଲି ଅବପାତରେ ପରିଣତ ହେବ ।ଅବପାତରେ ପରିଣତ ହେଲା ପରେ କେଉଁଠି ମାଡ଼ ହେବ ତାହା!-->…
Read More...
Read More...
୪ କ୍ରୀଡା ପ୍ରଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୁର୍ନିତି ବିରୋଧୀ ଅଭିଯାନ ଜାରି । ନିକଟରେ ଅନେକ ସରକାରୀ ବାବୁଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ରାଜ୍ୟସରକାର । ତେବେ ଆଜି ୪ଜଣ କ୍ରୀଡା ପ୍ରଶିକ୍ଷକଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । କ୍ରୀଡା ବିକାଶରେ ସେମାନଙ୍କ ଆଶାନୁରୂପ ଅବଦାନ!-->…
Read More...
Read More...
ଖରିଫ ଧାନ ବିକ୍ରି ପାଇଁ ଧାନମଣ୍ଡି ଶୁଭାରମ୍ଭ କଲେ ଖପ୍ରାଖୋଲ ବିଡିଓ
ପାଟଣାଗଡ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲୁହସିଂହା ପଞ୍ଚାୟତ ଜୁରିଆ ଠାରେ ଖରିଫ ଧାନ ବିକ୍ରି ପାଇଁ ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ, ସମ୍ମାନୀତ ଅତିଥି ରୂପେ ବ୍ଲକ ଯୋଗାଣ ନିରକ୍ଷକ ବିକାଶ ବାର୍ଲା,!-->…
Read More...
Read More...
ଆଇପିଏଲ-୨୦୨୨ : ମେଗା ନିଲାମରେ ଏହି ୨୧ ଖେଳାଳିଙ୍କ ଉପରେ ସବୁ ଫ୍ରାଞ୍ଚାଇଜଙ୍କ ରହିବ ନଜର
ନୂଆଦିଲ୍ଲୀ : ଆଇପିଏଲ ୨୦୨୨ ପାଇଁ ଖେଳାଳିଙ୍କ ରିଟେନ ପ୍ରକ୍ରିୟା ସମାପ୍ତ ହୋଇଯାଇଛି । ୮ ଟି ଫ୍ରାଞ୍ଚାଇଜ୍ ସେମାନଙ୍କ ସହିତ ୨୭ ଖେଳାଳିଙ୍କୁ ରଖିଛନ୍ତି । ବାକି ସମସ୍ତ ଖେଳାଳି ନିଲାମରେ ସାମିଲ ହେବେ । ନିଲାମ ଏହି ଚଳିତ ମାସର ହୋଇପାରେ ବୋଲି କୁହାଯାଉଛି । ଏହାକୁ ମେଗା ନିଲାମ କାହିଁକି!-->…
Read More...
Read More...