Browsing Category

ରାଜ୍ୟ

କାଜୁ ନର୍ସରୀ ଓ ଉଦ୍ୟାନ ଫାର୍ମ ପରିଦର୍ଶନ କଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଲାବଣ୍ୟଗଡ଼ ଠାରେ ଥିବା ଉଦ୍ୟାନ ଫାର୍ମ ଓ କାଜୁ ନର୍ସରୀ ପରିଦର୍ଶନ କରିଛନ୍ତି । ସେଠାରେ ଥିବା ପଲି ଗ୍ରୀନ ହାଉସ, ଛାୟା ଗୃହ,ଆମ୍ବ କଲମୀ, କାଜୁ କଲମୀ, ହାଇବ୍ରିଡ଼ ପନିପରିବା ଚାରା ପରିଦର୍ଶନ କରି ଗଜପତି ଜିଲ୍ଲା ଉଦ୍ୟାନ ଉପ ନିର୍ଦ୍ଦେଶକ
Read More...

ଦିବାଲୋକରେ ୮୦ ହଜାର ଟଙ୍କା ଲୁଟ୍‌

ଦଶପଲ୍ଲା : କିଛିଦିନର ନୀରବତା ପରେ ଗତକାଲି ଦଶପଲ୍ଲା ସହର ଉପକଣ୍ଠରୁ ଲୁଟ୍‌ ହୋଇଛି ୮୦ ହଜାର ଟଙ୍କା । ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟବସାୟୀଙ୍କ ବାଇକ୍‌ରୁ ୮୦ ହଜାର ଟଙ୍କା ଝାମ୍ପିନେଇ କ୍ଷିପ୍ର ବେଗରେ ଦୁର୍ବୃତ୍ତମାନେ ଚାଲି ଯାଇଛନ୍ତି । ଯାହାକୁ ନେଇ ପୁଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ
Read More...

ଗଜପତିରେ ୨୦୦ କୋଟି ଟଙ୍କାର ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଗୋଶାଣି ବ୍ଳକ ଲାବଣ୍ୟ ଗଡ଼ ପଞ୍ଚାୟତର ମାରିଙ୍ଗି ଠାରେ ୨୦୦ କୋଟି ଟଙ୍କା ବିନିମୟରେ ହେବାକୁ ଥିବା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି । ଏହି ୟୁନିଟ
Read More...

ବିଧାନସଭାର ଶୀତ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି ଆରମ୍ଭ ହୋଇଛି । ପୂର୍ବାହ୍ନ ୧୧ଟାରେ ବାଚସ୍ପତି ଗୃହକୁ ଆସିବା ପରେ ବିଧି ଓ ପରମ୍ପରା ଅନୁଯାୟୀ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହା ପରେ ବାଚସ୍ପତି ଗୃହରେ ଶୋକପ୍ରସ୍ତାବ ଆଗତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ କରିବା ମାତ୍ରେ
Read More...

କେନ୍ଦ୍ର ବିରୋଧରେ ବିଧାନସଭାରୁ ବାହାରିଲା ବିଜେଡିର ପଦଯାତ୍ରା

ଭୁବନେଶ୍ୱର: କେନ୍ଦ୍ର ଆବାସ ଯୋଜନା ଓ ପକ୍କାଘର ଯୋଜନାରେ ଓଡିଶା ପ୍ରତି ହୋଇଥିବା ଅବିଚାରର ପ୍ରତିବାଦରେ ଆଜି ଶାସକ ବିଜୁ ଦନତା ଦଳ ପକ୍ଷରୁ ବିଧାନସଭାରୁ ପ୍ରତିବାଦ ଶୋଭାଯାତ୍ରା ବାହାରକରି ଯାଇଛି । ଏହି ଶୋଭାଯାତ୍ରାର ନେତୃତ୍ୱ ଦଳର ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରୀଆ, ବ୍ୟୋମକେଶ ରାଏ
Read More...

ଗ୍ୟାସ ଟାଙ୍କି ଫାଟି ୩ ଦୋକାନ ଭସ୍ମିଭୂତ,ଅଳ୍ପକେ ବର୍ତ୍ତିଲେ ଦୋକାନୀ

ପୁରୀ : ଗୋପ ବଜାରରେ ଗ୍ୟାସ ଟାଙ୍କି ଫାଟି ଯାଇ ଭୟାନକ ଅଗ୍ନିକାଣ୍ଡ ଘଟିଯାଇଛି । ଏଥିରେ ୩ ଟି ଦୋକାନ ଜଳି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୋକାନୀ । ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ଗୋପ ବ୍ଳକର ଗୋପ ବଜାରରେ ଜଳଖିଆ ଦୋକାନରେ ଗ୍ୟାସ ଲିକେଜ ଯୋଗୁଁ ଟାଙ୍କିରେ ଅଗ୍ନିକାଣ୍ଡ
Read More...

ଏମଏସ ଧୋନୀ, ରୋହିତ ଶର୍ମା ଓ ବିରାଟ କୋହଲି ହେଲେ ରିଟେନ୍, କାହାକୁ ରଖିଲେ କେଉଁ ଦଳ ଜାଣନ୍ତୁ

ନୂଆଦିଲ୍ଲୀ ୩୦ ।୧୧: ଆଇପିଏଲ ୨୦୨୨ ପୂର୍ବରୁ ହେବାକୁ ଯାଉଛି ମେଗା ନିଲାମ । ତେବେ ଏହା ପୂର୍ବରୁ ମଙ୍ଗଳବାର ସମସ୍ତ ୮ ଫ୍ରାଞ୍ଚାଇଜି ନିଜର ରିଟେନ୍‌ ଖେଳାଳିଙ୍କ ତାଲିକା ବିସିସିଆଇକୁ ପ୍ରଦାନ କରିଛନ୍ତି । ଡିଫେଣ୍ଡିଂ ଚାମ୍ପିଅନ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ, ବିରାଟ କୋହଲି, ରୋହିତ
Read More...

ଡବ୍ଲୁଓଡିସି ପାଇଁ ୧୨ଜଣ ସଦସ୍ୟଙ୍କୁ ମନୋନୀତ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ପଶ୍ଚିମ ଓଡିଶା ବିକାଶ ପରିଷଦ ପାଇଁ ୧୨ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି । ଏମାନଙ୍କ ମଧ୍ୟରୁ ଲୋକସଭାର ୨ଜଣ ସଦସ୍ୟ ଏବଂ ୧୧ଜଣ ସଦସ୍ୟ ରାଜ୍ୟ ବିଧାନସଭାରୁ ମନୋନୀତ ହୋଇଛନ୍ତି । ସେମାନଙ୍କର ନାମ ଯଥାକ୍ରମେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, ବରଗଡ ସାଂସଦ
Read More...

ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ବିଭାଗର ସମୀକ୍ଷା ବୈଠକ

ବୌଦ୍ଧ,୩୦/୧୧- ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଭିନ୍ନ ଘଟଣାମୂଳକ ପଏଣ୍ଟ ଉପରେ ପ୍ରତ୍ୟେକ ବିଭାଗର ଡେପୁଟି କଲେକ୍ଟର, ସହକାରୀ
Read More...

ମମିତା ହତ୍ୟା ମାମଲା, ତଦନ୍ତ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ସନସାଇନ କଲେଜର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଆଜି ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । ଦୀର୍ଘ ୫୦ ଦିନ ଧରି ଏହି ମାମଲାରେ ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ
Read More...