Browsing Category

ରାଜ୍ୟ

ଠିକା କଂପାନୀର ୫ଟ୍ରାକ୍ଟର ସହ ହାଇବା ଓ ହିଟାଚି ଜବତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ।ଏହି ଜିଲ୍ଲା ସବୁଜ ପାହାଡ଼ ପର୍ବତ ଘଞ୍ଚ ଜଙ୍ଗଲ ପାଇଁ ପ୍ରସିଦ୍ଧ ଲାଭ କରିଥିବା ବେଳେ ଯେଉଁ ଜଙ୍ଗଲ ପାହାଡ଼ ପର୍ବତ ଘଞ୍ଚ ଜଙ୍ଗଲକୁ ନେଇ କନ୍ଧମାଳ ବାସୀ ଗର୍ବ କରୁଛନ୍ତି ସେଇ ସବୁ ରେ କିଛି ବର୍ଷ ହେଲା ଗ୍ରହଣ ଲାଗିବା ଆରମ୍ଭ
Read More...

ଟ୍ରାକ୍ଟରକୁ ୫୦ ହଜାର ଜରିମାନା

ସୁବର୍ଣ୍ଣପୁର: ଆଜି ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀରୁ ଓଆର ୩୧-୩୦୧୮ ନମ୍ବର ବିଶିଷ୍ଟ ଗୋଟିଏ ଟ୍ରାକ୍ଟର ବେନିୟମ ଭାବେ ବାଲି ଚାଲାଣ କରୁଥିବା ସମୟରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ସୋନପୁର ତହସିଲଦାରନବୀନ କିଶୋର ପାଢ଼ୀ ଚଢ଼ାଉ କରି
Read More...

“ନାରୀ ସୁରକ୍ଷା ଓ ଅଧିକାର’କୁ ନେଇ ସଚେତନତା ସଭା

ପାରଳାଖେମୁଣ୍ଡି : ସଖୀ-ୱାନ୍‌ ଷ୍ଟପ୍‌ ସେଣ୍ଟର ପକ୍ଷରୁ ସ୍ଥାନୀୟ ରାଜତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ "ନାରୀ ସୁରକ୍ଷା ଓ ଅଧିକାର'କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତି କଲ୍ୟାଣୀ
Read More...

ଡକାୟତ ଗ୍ୟାଙ୍ଗକୁ ଧରିବାରେ ପିପିଲି ପୋଲିସ ସଫଳ

ପୁରୀ,୩୦/୧୧- ପୁରୀ ଜିଲ୍ଲା ପିପିଲି ବାଇପାସ ଜାତୀୟ ରାଜପଥ ବାରମ୍ବାର ଲୁଟ ଘଟଣାରେ ପୋଲିସର ମୁଣ୍ଡବିନ୍ଧାର କାରଣ ସାଜିଥିବା ଡକାୟତ ଗ୍ୟାଙ୍ଗକୁ ଧରିବାରେ ପିପିଲି ପୋଲିସ ସଫଳ ହୋଇଛି । ମାରଣାସ୍ତ୍ର ସହ ଡକାୟତି ଗ୍ୟାଙ୍ଗର ୩ଜଣକୁ ଗିରଫ କରିଛି ପିପିଲି ପୋଲିସ । ମାରଣାସ୍ତ୍ର ସହିତ ଲୁଟ
Read More...

ଆସିଲା ରାଜ୍ୟ ସରକାରଙ୍କ ଡିସେମ୍ବର ଗାଇଡଲାଇନ,ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା

ଭୁବନେଶ୍ୱର : ଡିସେମ୍ବର ପାଇଁ ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ । ୧ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ କଟତଣା ଲାଗୁ ରହିବ । ରାତି ୧୦ରୁ ସକାଳ ୫ ଯାଏଁ ସହରାଞ୍ଚଳ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ରାଜ୍ୟର କୌଣସି ସ୍ଥାନରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବନି । ପ୍ରଦର୍ଶନୀ, ଏକ୍ସପୋ, ମେଳା ଓ
Read More...

ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ୱର୍ଦ୍ଧନା

ବୌଦ୍ଧ,୩୦/୧୧- ବୌଦ୍ଧ ବ୍ଲକ ଅନ୍ତର୍ଗତ ବହିରା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନଶିକ୍ଷକ ସୁଦାମ ଶେଖର ପୁରୋହିତ ଆଜି ତାଙ୍କ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବହିରା ଆଞ୍ଚଳିକ ସାଧନକେନ୍ଦ୍ର ତରଫରୁ ଜୁରାମୁଣ୍ଡା ସରକାରୀ ଉଚ୍ଚପ୍ରାଥମିକ ପରିସରରେ ଏକ
Read More...

ମା ବ୍ୟାଘ୍ରଦେବୀ ଦଳପତି ଖଣ୍ଡାୟତ ସମାଜ କନ୍ଧମାଳର ସାଧାରଣ ସଭା

ଫୁଲବାଣୀ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ ଜାଲିପେନୁ ନଦୀ ରାଇକିଆ ଛକଠାରେ ମା ବ୍ୟାଘ୍ରଦେବୀ ଦଳପତି ଖଣ୍ଡାୟତ ସମାଜ କନ୍ଧମାଳର ସାଧାରଣ ସଭା କମିଟିର ସଭାପତି ବିଭୂତି ଭୁଷଣ ଦଳପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କରାଯାଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ଆଇନଜୀବି ତଥା ସମାଜସେବୀ ସତ୍ୟ
Read More...

ସେନାରେ ଯୋଗ ଦେଇଥିବା ଦୁଇ ଯବାନଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ପାଟଣାଗଡ : ପାଟଣାଗଡ଼ ବ୍ଳକ ମରୁଆଁ ପଞ୍ଚାୟତ ଝୁଲେନବର ଗ୍ରାମର ରୁଦ୍ରମଣୀ ନାଗ ଓ ଉର୍ମଳା ନାଗଙ୍କ ସୁଯୋଗ୍ୟ ସନ୍ତାନ ଆଶିଷ କୁମାର ନାଗ ଏବଂ କେଶବ ଥନପତି ଓ ମଞ୍ଜୁଳାଙ୍କ ସୁଯୋଗ୍ୟ ସନ୍ତାନ ଜ୍ୟୋତିରଂଜନ ଥନାପତି ଭାରତୀୟ ସେନାରେ ଯୋଗ ଦେବା ପରେ ଗ୍ରାମରେ ଉତ୍ସହ ପ୍ରକାଶ ପାଇଛି ।୨୦୧୭/୧୮
Read More...

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୋଲିସ କନଷ୍ଟେବଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଗଞ୍ଜାମ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି କରାଯାଇଥିବା ସୂଚନା ମିଳିଛି । କନଷ୍ଟେବଲ ସୁଦର୍ଶନଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରକାରେ, ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ
Read More...

ସଡ଼କ ସୁରକ୍ଷା ସମ୍ପର୍କିତ ( ରକ୍ଷକ) ତାଲିମ ଶିବିର ଅନୁଷ୍ଠିତ

ବୌଦ୍ଧ,୩୦/୧୧- ବୌଦ୍ଧ ଜିଲ୍ଲାର ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବୀରନରସିଂପୁର ଉଚ୍ଚ ବିଦ୍ୟାଳୟରେ (ରକ୍ଷକ) ପ୍ରକଳ୍ପର ପ୍ରଥମ ପ୍ରତିକ୍ରିୟାଶୀଳ ବ୍ୟକ୍ତିବିଶେଷଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଦୁର୍ଘଟଣାରେ ଆହତ ହେବାର ପ୍ରଥମ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ
Read More...