Browsing Category

ରାଜ୍ୟ

ଡିଏଲଓଙ୍କ ଲିଖିତ ପ୍ରତିଶୁତି ପରେ ନିର୍ମାଣ ଶ୍ରମିକଙ୍କ ଧାରଣା ୦୩ ଡିସେମ୍ବର ଯାଏଁ ସ୍ଥଗିତ

ବୌଦ୍ଧ ,୩୦/୧୧- ବୌଦ୍ଧଜିଲ୍ଲାରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ବହୁବିଦ୍ଧ ସମସ୍ୟା ଯଥା ଶିକ୍ଷା, ବିବାହ, ମୃତ୍ୟୁକାଳୀନ ସହାୟତା, ପ୍ରସୂତି କାଳୀନ ସହାୟତା ପ୍ରଭୃତି ପ୍ରଦାନ କ୍ଷେତ୍ରରେ ଦୀର୍ଘବର୍ଷଧରି ଦେଖାଯାଇଥିବା ଶିଥିଳତା ପ୍ରତିବାଦରେ ଆଜି ବିଭିନ୍ନ ଶ୍ରମିକ ସଂଗଠନ ଗୁଡିକୁ ନେଇ
Read More...

ଅନ୍ତର୍ଜାତୀୟ ଫୁଟବଲ ଖେଳାଳିଙ୍କ ହୃଦଘାତରେ ପରଲୋକ, ଫୁଟବଲପ୍ରେମୀଙ୍କ ମହଲରେ ଶୋକର ଛାୟା

ପୁରୁଣାକଟକ : ଓଡିଶା ପୋଲିସ ଫୁଟବଲ ଦଳର ପ୍ରାକ୍ତନ ଫୁଟବଲ ଖେଳାଳି ତଥା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଖେଳାଳି ବିଶେଶ୍ୱର ଭୋକ୍ତା (ନକୁଳା ବାବୁ )ଙ୍କ ଗତକାଲି ରାତିରେ ୭୨ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ଏହି ଘଟଣା ଜଣାପଡିବା ପରେ ଆଜି ସକାଳୁ ଜିଲ୍ଲାର କୋଣ ଅନୁକୋଣରୁ ବହୁ
Read More...

ଦୁର୍ଘଟଣାରେ ଜଳିଗଲା ଟ୍ରକ୍

ଦଶପଲ୍ଲା : - ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ର ଦଶପଲ୍ଲା ନିକଟସ୍ଥ ଶାଳିଆଗୋଛା ଠାରେ ଆଜି ସଂଧ୍ୟା ୫ ଟା ୧୦ ମିନିଟ୍ ସମୟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପ୍ରାପ୍ତ ସୂଚନା ମୂତାବକ ଏକ ମାଲ୍ ବାହି ଟ୍ରକ୍ ଭାରସାମ୍ୟ ହରାଇ ଶାଳିଆଗୋଛା ଖଳଖଳା ନାଳ ମଧ୍ୟକୁ ଖସିପଡି
Read More...

ସମ୍ବାଦପତ୍ର ହକର୍‌ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୂଚନା ଓ ସମ୍ବାଦ ପ୍ରସାରଣରେ ହକର୍‌ ମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଖରା, ବର୍ଷା, ଶୀତ ସବୁ ସମୟରେ ସୂର୍ଯ୍ୟୋଦୟ ପୂର୍ବରୁ ସେମାନଙ୍କର ଆରମ୍ଭ ହୋଇଥାଏ କର୍ମମୟ ଜୀବନ । ଜନସାଧାରଣଙ୍କୁ ଖବର ସହ ଯୋଡିବାରେ ତାଙ୍କର ଭୂମିକା ଓ ସଂଘର୍ଷକୁ ଦୃଷ୍ଟିରେ ରଖି
Read More...

ଓଡିଶାରେ ଛୁଇଁବ ବାତ୍ୟା !

ଭୁବନେଶ୍ବର : ଆଣ୍ଡାମାନ ସାଗରରେ ଆଜି ପୂର୍ବାହ୍ନରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୪ ତାରିଖ ବେଳକୁ ଓଡ଼ିଶା ଉପକୂଳ ଆଡ଼କୁ ଆସିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର
Read More...

ଓଡିଶାରେ ଚାଷୀଙ୍କ ମାସିକ ହାରାହାରି ଆୟ କେତେ ଜାଣନ୍ତୁ

ନୂଆଦିଲ୍ଲୀ :ଦେଶରେ ଚାଷୀଙ୍କ ମାସିକ ହାରାହାରି ଆୟ କେତେ? କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ସଂସଦରେ ଏ ବାବଦରେ ପ୍ରଶ୍ନ ପଚାରିଥିବା ବେଳେ ଏହାର ଉତ୍ତର ରଖିଛନ୍ତି ସରକାର । ଦେଶର ପ୍ରତିଟି ରାଜ୍ୟର ଚାଷୀଙ୍କ ହାରାହାରି ମାସିକ ଆୟ କେତେ ତାହା ସ୍ପଷ୍ଟ କରିଛନ୍ତି ସରକାର । କେନ୍ଦ୍ର
Read More...

ବିଭିନ୍ନ ଦାବିନେଇ ନିର୍ମାଣ ଶ୍ରମିକ ୟୁନିୟନ ସମନ୍ୱୟ ସମିତିର ଗଣଧାରଣା

ବୌଦ୍ଧ,୩୦/୧୧:- ଆଜି ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ଶ୍ରମିକ ୟୁନିୟନ ସମନ୍ୱୟ ସମିତି ତରଫରୁ ଗଣଧାରଣା ଦିଆଯାଇଛି । ଏହି ଗଣଧାରଣାରେ ଶତାଧିକ ମହିଳା ଓ ପୁରୁଷ ନିର୍ମାଣ ଶ୍ରମିକ ସାମିଲ ହୋଇଛନ୍ତି । ୨୦୧୯-୨୦ ମସିହାରୁ ସେମାନଙ୍କୁ ଶିକ୍ଷା ସହାୟତା ରାଶି
Read More...

୩ରୁ ବର୍ଷା , ୪ରେ ବାତ୍ୟା !

ଭୁବନେଶ୍ୱର : ମାଡ଼ି ଆସୁଛି ବାତ୍ୟା । ବାତ୍ୟାର ପ୍ରଭାବରେ ୩ ତାରିଖ ରାତିରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ଡିସେମ୍ବର ୪ରେ ବାତ୍ୟା ରୂପ ନେଇ ସ୍ଥଳଭାଗରେ ମାଡ଼ ହେବ । ତେବେ କେଉଁ ସ୍ଥାନରେ ବାତ୍ୟା ମାଡ଼ ହେବ ତାହା ସ୍ପଷ୍ଟ ହୋଇନାହିିଁ । ବାତ୍ୟା ଆସୁଥିବାରୁ ମତ୍ସ୍ୟଜୀବୀ ଓ
Read More...

କ୍ୟୁ- ନେଟ ସ୍କାମ୍: ଅଭିଯୁକ୍ତ ଅରବିନ୍ଦ କୁମାର ଗିରଫ

ଭୁବନେଶ୍ବର: କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା କ୍ୟୁ- ନେଟ ସ୍କାମର ଅନ୍ୟତମ ଅଭିଯୁକ୍ତ ଅରବିନ୍ଦ କୁମାରଙ୍କୁ ଗିରଫ କରିଛି। ଅରବିନ୍ଦଙ୍କ ଘର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ପଳାଇ ଗାଁରେ।. ତାଙ୍କୁ ଆଇପିସିର ଧାରା ୪୦୬, ୪୨୦, ୪୬୭, ୪୬୮, ୪୭୧, ୧୨୦ବି ଓ ସେକ୍ସନ ୪, ୫, ୬ ଚିଟଫଣ୍ଡ
Read More...

ବିବାହ ବନ୍ଧନରେ ବାନ୍ଧି ହେଲେ ରାଜସ୍ଥାନ ରୟାଲ୍ସର ଏହି ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସର ୨୮ ବର୍ଷୀୟ ଅଲରାଉଣ୍ଡର ରାହୁଲ ତେୱାତିଆ ରିଦ୍ଧି ପନ୍ନୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହାପୂର୍ବରୁ, ତେୱାତିଆଙ୍କର ଫେବୃଆରୀ ମାସରେ ନିର୍ବନ୍ଧ ହୋଇଥିଲା । ଆଇପିଏଲ୍‌ ତାରକା ତାଙ୍କ ଅଫିସିଆଲ୍‌ ଫେସବୁକ୍‌ ଆକାଉଣ୍ଟରୁ ତାଙ୍କ ବିବାହର ଏକ
Read More...