Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପଞ୍ଚାୟତ ନିର୍ବାଚନକୁ ନେଇ ଏମିତି କହିଲେ ମନ୍ତ୍ରୀ ପ୍ରତାପ ଜେନା
ଭୁବନେଶ୍ୱର: କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣକୁ ନେଇ ଏବେ ବିଶ୍ୱବ୍ୟାପୀ ଆଶଙ୍କା ବଢ଼ୁଥିଲେ ବି ରାଜ୍ୟରେ ପଂଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ବୋଲି ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି। ଓମିକ୍ରନ୍ ସଂକ୍ରମଣ ମାମଲା ବଢ଼ୁଥିବାବେଳେ ପଂଚାୟତ!-->…
Read More...
Read More...
ବାଲିଗୁଡ଼ା ଥାନାର ବିଭିନ୍ନ ଅଞ୍ଚଳରେ କେକେବିଏନ୍ ମାଓ ସଂଗଠନର ପୋଷ୍ଟର ଜାରି
ବାଲିଗୁଡ଼ା: କିଛି ମାସର ନିରବତା ପରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ପୁଣି ସ୍ଥିତି ଜାହିର କଲା ଲାଲ୍ ବାହିନୀ । ବାଟାଗୁଡା,ରେବିଙ୍ଗିଆ,ମିଡ଼ିଆପାଙ୍ଗା ଓ ବାରଖମାର ବିଭିନ୍ନ ସ୍ଥାନରେ କେକେବିଏନ୍ ମାଓ ସଂଗଠନର ପୋଷ୍ଟର ଜାରି କରିଥିବା ଦେଖିବାକୁ ମିଳିଛି । ଡିସେମ୍ବର ୨ ତାରିଖରୁ!-->…
Read More...
Read More...
ଗଜପତି ଜିଲ୍ଲାରେ ୫-ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ପାରଳାଖେମୁଣ୍ଡି : ୫ ଟି ରୂପାନ୍ତରିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାରେ ଆଜି ୫ ଗୋଟି ହାଇସ୍କୁଲ ପ୍ରଥମ ପର୍ଯ୍ୟାୟରେ ଲୋକାର୍ପିତ ହୋଇଛି । ଭିଡିଓ କନଫେରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍କୁଲ ଗୁଡିକକୁ ଲୋକାର୍ପିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଗଜପତି!-->…
Read More...
Read More...
ଓଡିଶା ପାଇଁ ‘କୋରଟିମ୍’ ଗଢିଲା ବିଜେପି, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ
ଭୁବନେଶ୍ୱର: ପ୍ରଥମଥର ପାଇଁ ଦଳ ରାଜ୍ୟରେ ସଂଗଠନକୁ ପରିଚାଳନା ନିମନ୍ତେ ୧୭ଜଣିଆ କୋର୍ ଟିମ ଗଠନ କରିଛି ବିଜେପି । ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଗଠିତ ଏହି କୋର୍ କମିଟିରେ ସାଂସଦ ଅପରାଜିତା ଷଡଙ୍ଗୀ ଓ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ସ୍ଥାନ ମିଳି ନଥିବାବେଳେ ରାଜ୍ୟରେ ଦଳ ଓ!-->…
Read More...
Read More...
ଜଳିଗଲା ଦୁଇ ବଖରା ଚାଳଘର
ନାଉଗାଁ : ନାଉଗାଁ ତହସିଲି ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ବଣିଆସାହି ଗ୍ରାମରେ ନିଆଁଲାଗି ଦୁଇବଖରା ଚାଳଘର ସମ୍ପୁର୍ଣ୍ଣଭାବେ ପୋଡିନଷ୍ଟ ହୋଇଯାଇଛି । ସୂଚନା ଅନୁସାରେ ଉକ୍ତ ଗ୍ରାମର ରବିନ୍ଦ୍ର କୁମାର ସାହୁଙ୍କ ଘରେ ସୋମବାର ସଂଧ୍ୟାରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ!-->…
Read More...
Read More...
ଜିଲ୍ଲା ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ
ବୌଦ୍ଧ,୨୯ା୧୧ - ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଯୋଜନା ବୋର୍ଡ ବୈଠକ ବିଧାୟକ ମହୀଧର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ୨୦୨୧-୨୨ ପାଇଁ ଯୋଜନା ବୋର୍ଡ ବୈଠକର ଆଭିମୁଖ୍ୟ ଉପରେ ଶ୍ରୀଯୁକ୍ତ ରଣା ଆଲୋକପାତ କରିବା ସହିତ ପୂର୍ବ ବିଧାନସଭା!-->…
Read More...
Read More...
ବୌଦ୍ଧ ଜିଲ୍ଲା କଂଗ୍ରେସର ଜନଜାଗରଣ ଅଭିଯାନ ୯ମ ଦିନରେ
ବୌଦ୍ଧ,୨୯ା୧୧ - ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ସହସ୍ରାଧିକ କର୍ମକର୍ତ୍ତାଙ୍କ ଗହଣରେ ତଳଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବିରାଟ ଶୋଭାଯାତ୍ରା ଜରିଆରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ହୋଇଥିବା ବିଭିନ୍ନ!-->…
Read More...
Read More...
ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇ ବାଇକ ଚାଳକ ମୃତ
ଭୁବନ:ଆଜିସକାଳ ୮ ଘଟିକାସମୟରେଜଣେବାଇକ ଚାଳକ ଭାରସାମ୍ୟ ହରାଇ ଇଲେକ୍ଟ୍ରି ଖୁଣ୍ଟରେ ପିଟିହୋଇ ମୃତ୍ୟୁବରଣ କରିଛନ୍ତି । ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଗଁନ୍ଦିଆ ଥାନା ଚିରୁଳେଇ ଗ୍ରାମର ଅଲେଖ ସାହୁଙ୍କ ପୁଅ ଅନ୍ତର୍ଯ୍ୟାମୀ ସାହୁ (୪୫) ଆଜି ସକାଳେ ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମକୁ!-->…
Read More...
Read More...
ପାଟଣାଗଡ଼ରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ରକ୍ତଦାନ ଶିବିର
ପାଟଣାଗଡ : ପାଟଣାଗଡ଼ ରାମପୁର ସ୍ଥିତ ମାରୱାଡ଼ି ଧର୍ମଶାଳା ଠାରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପାଟଣାଗଡ ବିଭିଓ ଡ଼ା. ସୁବ୍ରତ କୁମାର ନାଏକ ଓ ପାଟଣାଗଡ଼ ଥାନା ଅଧିକାରୀ ଶ୍ରୀ ଅନନ୍ତ ପଧାନ ଉଦଘାଟନ କରେଇଥିଲେ । ଡ଼ା. ନାଏକ ନିଜେ!-->…
Read More...
Read More...
ପିପିଲି ଗଣଦୁଷ୍କର୍ମ ଘଟଣା : ମୁଖା ଖୋଲିଯିବା ଭୟରେ ତଦନ୍ତ ରିପୋର୍ଟକୁ ଚାପିଛନ୍ତି – କଂଗ୍ରେସ
ଭୁବନେଶ୍ୱର:୨୦୧୧ର ବହୁ ଚର୍ଚ୍ଚିତ ପିପିଲି ବେବିନା ଗଣଦୁଷ୍କର୍ମ ଘଟଣାକୁ ୧୦ ବର୍ଷ ବିତିଯାଇଥିଲେ ବି ନା ଅପରାଧିମାନେ ଦଣ୍ଡ ପାଇଛନ୍ତି ନା ସରକାର ବସାଇଥିବା ତଦନ୍ତ କମିଶନ ରିପୋର୍ଟ ବିଧାନ ସଭାରେ ଆଗତ ହୋଇଛି । ତେଣୁ ଆସନ୍ତା ବିଧାନସଭାରେ ତଦନ୍ତ କମିଶନ ରିପୋର୍ଟ ଉପସ୍ଥାପିତ କରିବା ସହିତ!-->…
Read More...
Read More...