Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ: ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ
ବୌଦ୍ଧ,୨୯ା୧୧ - ଜିଲ୍ଲା ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଣ୍ଟାମାଳ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ମହୀଧର ରଣା,!-->…
Read More...
Read More...
ଓଡ଼ିଶାର ଚିନ୍ତା ଓ ଚେତନା ମାନବଜାତି ପାଇଁ ପରମାର୍ଥ : ରାଜ୍ୟପାଳ
ଭୁବନେଶ୍ୱର:ଓଡ଼ିଶା ରାଜ୍ୟର ବିକଳ୍ପ ନାହିଁ । ଏହା ଏକ ଦେବଭୂମି । ଏହି ଭୂମିର କଳା ଓ ସଂସ୍କୃତିରେ ରହିଛି ଜୀବନର ଉତରଣର ମାର୍ଗ । ଓଡ଼ିଶାର ଚିନ୍ତା ଓ ଚେତନା ସମଗ୍ର ମାନବଜାତି ପାଇଁ ପରମାର୍ଥ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।ଆଜି ରାଜଭବନରେ ଆୟୋଜିତ ୪୩ତମ ‘ବର୍ଷା!-->…
Read More...
Read More...
ଜେମାମଣି ବିଶୋୟୀଙ୍କ ଆତ୍ମଜୀବନୀ ଲୋକାର୍ପିତ
ନବରଙ୍ଗପୁର : ରାଜ୍ୟପାଳ ପୁରସ୍କୃତା ବିଶିଷ୍ଟ କବିୟତ୍ରୀ ଜେମାମଣି ବିଶୋୟୀଙ୍କ ଆତ୍ମଜୀବନୀ “ବଣ ମଲ୍ଲୀର ଆତ୍ମଲିପୀ ” ଶ୍ରୀ କୁଞ୍ଜ ବିହାରୀ ପାଠାଗାର ଆନୁକୂଲ୍ୟରେ ପ୍ରାକ୍ତନ ମନ୍ତ୍ରୀ ଡମ୍ବୂରୁ ମାଝୀଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ଶିକ୍ଷା ସନ୍ଧାନ ଦ୍ୱାରା ପ୍ରକାଶିତ ମୂଳ ଓଡିଆ!-->…
Read More...
Read More...
ବିଶ୍ୱ ଏଡସ୍ ଦିବସ ୨୦୨୧ ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ
ଫୁଲବାଣୀ : ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାତୀ’ ଫୁଲବାଣୀ ଓ ରାଜ୍ୟ ଏଡସ୍ ନିୟମନ୍ତ୍ରଣ ସମିତି, ଭୁବନେଶ୍ୱରଙ୍କ ମିଳିତ ସହଯୋଗରେ ବିଶ୍ୱ ଏଡସ୍ ଦିବସ-୨୦୨୧ ଅବ୍ୟବହିତ ପୂର୍ବର ବିପଦସଙ୍କୁଳରେ ଥିବା ଗ୍ରୁପ୍ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଫୁଲବାଣୀ କାର୍ଯ୍ୟାଳୟ ଠାରେ ଆୟୋଜିତ!-->…
Read More...
Read More...
୧ମ ମା ମାହେଶ୍ୱରୀ ମହିଳା ଫୁଟବଲ ପ୍ରତିଯୋଗିତା ଉଦଯାପିତ:କଟକ ଚାମ୍ପିୟାନ
ବୌଦ୍ଧ /ଜହ୍ନ ।ପଙ୍କ,୨୯/୧୧ : ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ବୁରକଟା ଗଦବସା ପଡ଼ିଆରେ ୧ ମ ମା ମାହେଶ୍ୱରୀ ମହିଳା ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ଫୁଟବଲ ଆସୋସିଏସନର ସଂପାଦକ ଯୁଗଳ କିଶୋର ସାମଲ ଯୋଗଦେଇଥିବାବେଳେ ସମ୍ମାନିତ!-->…
Read More...
Read More...
ଓୟୁଏଟି ସତର୍କବାଣୀ ଜାରି,ବର୍ଷା ଆସୁଛି, କାଟି ଆଣ ଧାନ
ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୩୦ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଅଧିକ ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଧାନ ଅମଳ ସମୟରେ ବର୍ଷାକୁ ଦେଖି ଓୟୁଏଟି!-->…
Read More...
Read More...
୧୪୭ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲା ଗୋଚ୍ଛାପଡା ପୋଲିସ
ଫୁଲବାଣୀ: ଗୋଚ୍ଛାପଡା ଥାନା ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଜାମଝରି ଗ୍ରାମ ପଞ୍ଚାୟତର କୁଦାଲି ଓ କଟ୍ରିଙ୍ଗିଆ ଗ୍ରାମ ପଞ୍ଚାୟତର ପାଲଚି ଗ୍ରାମ ଦ୍ୱୟ ରାଜସ୍ୱ ଜଙ୍ଗଲ ରେ ବେଆଇନ ଭାବରେ ୧୪୭ ଏକର ଜାଗାରେ ଚାଷ ହୋଇଥିବା ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି!-->…
Read More...
Read More...
ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲି ଅଳଙ୍କାର ତନଖି କରିବା ଦାବିରେ କଂଗ୍ରେସର ବିକ୍ଷୋଭ
ପୁରୀ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲି ଅଳଙ୍କାର ତନଖି କରିବା, ରତ୍ନ ଭଣ୍ଡାର ଚାବି ହଜିବା ନେଇ ହୋଇ ଥିବା ତଦନ୍ତର ରିପୋର୍ଟ ସାର୍ବଜନୀନ କରିବା ଦାବି ନେଇ ପୁରୀ ଯୁବ କଂଗ୍ରେସ ପକ୍ଷରୁ ପୁରୀ ଜିଲାପାଳଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ କରାଯାଇଛି । ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାସଙ୍କ!-->…
Read More...
Read More...
ମାଧୋ ସିଂ ଶହୀଦ ଦିବସ ପାଳନ ପାଇଁ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ପ୍ରସ୍ତୁତି ବୈଠକ
ପାଟଣାଗଡ: ସର୍ବଭାରତୀୟ ବିଞ୍ଝାଲ ସମାଜ ବଲାଙ୍ଗୀର ପକ୍ଷରୁ ମାଧୋସିଂ ଶହୀଦ ଦିବସ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ବେଲପଡା ବ୍ଳକ ବେହେରାମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ବେଲପଡା ବ୍ଳକ ସଭାପତି ସୁଗ୍ରେସ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସର୍ବଭାରତୀୟ ବିଞ୍ଝାଲ!-->…
Read More...
Read More...
ନୂତନ ବ୍ଲୁ ଫ୍ଲାଗ ବିଚକୁ ଦୃଢ଼ ବିରୋଧ
ପୁରୀ : ପୁରୀରେ ଥିବା ବ୍ଲୁ ଫ୍ଲାଗ ବିଚ ଓ ଚକ୍ର ତୀର୍ଥ ରୋଡ଼ରେ ହେବାକୁ ଥିବା ନୂତନ ବ୍ଲୁ ଫ୍ଲାଗ ବିଚକୁ ଦୃଢ଼ ବିରୋଧ । ଉଠାଦୋକାନୀଙ୍କୁ ବିନା ଥଇଥାନରେ ଉଚ୍ଛେଦକୁ ପ୍ରତିବାଦ । ଆଜି ପୁରୀ ଜିଲାପାଳଙ୍କ ଅଫିସ ଆଗରେ ଶହ ଶହ ଉଠା ଦୋକାନୀ ବିକ୍ଷୋଭ କରିଛନ୍ତି । ଉଠା ଦୋକାନୀ ସଂଘ ଅଭିଯୋଗ!-->…
Read More...
Read More...