Browsing Category

ରାଜ୍ୟ

ଜାତୀୟ ବିଜ୍ଞାନ କଂଗ୍ରେସରେ କଣ୍ଟାମାଳବ୍ଳକର ପ୍ରକଳ୍ପ ଜାତୀୟସ୍ତରକୁ ମନୋନୀତ

କଣ୍ଟାମାଳ,୨୯/୧୧- ଶିଶୁଙ୍କ ପାଇଁ ଜାତୀୟ ବିଜ୍ଞାନ କଂଗ୍ରେସର ରାଜ୍ୟସ୍ତରୀୟ ପ୍ରତିଯୋଗିତା ଭୂବନେଶ୍ୱରସ୍ଥିତ ଶ୍ରୀକୃଷ୍ଣ ଇଣ୍ଟରନେସନାଲ ସ୍କୁଲଠାରେ ଗତ ୨୭ ଓ ୨୮ ତାରିଖ ଦୁଇ ଦିନ ଧ଼ରି ଅନୁଷ୍ଠିତ ହୋଇ ଯାଇଥିବାବେଳେ ଏହି ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳବ୍ଳକର ଗୋଟିଏ ପ୍ରକଳ୍ପ
Read More...

ସର୍ବଦଳୀୟ ବୈଠକକୁ ବର୍ଜନ କଲା ବିଜେପି

ଭୁବନେଶ୍ୱର : ଡିସେମ୍ବରରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏହାପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ । କିନ୍ତୁ ସର୍ବଦଳୀୟ ବୈଠକକୁ ବର୍ଜନ କରିଛି ବିଜେପି ।ତେବେ ସୋମବାର ବସିଥିବା ସର୍ବଦଳୀୟ ବୈଠକ ଆରମ୍ଭରୁ ଉଠିଗଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ମୁଖ୍ୟ ବିରୋଧୀ ଦଳ
Read More...

ଇଡିରେ ହଜାର ହେଲେ ଗୋପାଳପୁର ବିଧାୟକ

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଇଡିରେ ହଜାର ହୋଇଥିବାର ଖବର ମିଳିଛି। ଟାଟାରେ ଚାକିରୀ ସ୍କାମ ଘଟଣାରେ ବେଆଇନ ଅର୍ଥ କାରବାର ନେଇ ତାଙ୍କୁ ସମନ ହୋଇଥିଲା। ପୂର୍ବରୁ ଦୁଇଥର ସ୍ୱାସ୍ଥ୍ୟଗତ କାରଣରୁ ଇଡିରେ ହାଜର ହୋଇନଥିଲେ ପ୍ରଦୀପ। ମାତ୍ର ଆଜି ଦିନ ୧୦ଟାରେ ସେ ଇଡିରେ
Read More...

ପୁଣି କଡାକଡି ହେଲା କରୋନା କଟକଣା, ମାସ୍କ ନ ପିନ୍ଧିଲେ ଜରିମାନା

ଭୁବନେଶ୍ୱର: ନୂଆ ଭାରିଏଣ୍ଟ ‘ଓମିକ୍ରନ୍‌’କୁ ନେଇ ଭୟ ବଢିବା ପରେ କରୋନା ରୋକିବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ଏମିତି ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରରୁ ଏସ୍‌ଓପି ବା ମାର୍ଗଦର୍ଶିକା ଆସିବା ପରେ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛି । ସ୍ୱାସ୍ଥ୍ୟ ବିଭାଗ
Read More...

ସମ୍ଭାବ୍ୟ ବାତ୍ୟା: ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ୍‌ କମିଶନର । ନଭେମ୍ବର ୩୦ ତାରିଖରେ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି
Read More...

କାନଝାରୀ ଡ୍ୟାମରେ ବୁଡ଼ି ଯୁବକଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର କାନଝାରୀ ଡ୍ୟାମରେ ଭାସୁଛି ଜଣେ ଯୁବକଙ୍କର ମୃତଦେହ । ମୃତକ ଜଣକ ହେଲେ ପଲାଣଘାଟି ଗାଁର ଇନ୍ଦ୍ରମଣି ନାଏକ । ଇନ୍ଦ୍ରମଣି କାଠ କାମ କରନ୍ତି ବୋଲି ଜଣାପଡିଛି । ସେ ଗତ ଶୁକ୍ରବାର ଦିନ କିଛି ସାଙ୍ଗ ମାନଙ୍କ ସହିତ ଏଠାକୁ ଆସି ଗାଧୋଉ ଥିବା ସମୟରେ ବୁଡି ଯାଇଥିଲେ ।
Read More...

ସ୍ୱର୍ଗତ ପ୍ରଦୀପ ଦାଶଙ୍କ ସ୍ମୃତିରେ ରକ୍ତଦାନ ଶିବିର

ଦଶପଲ୍ଲା :ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର(ଜନ୍ମ ମୃତ୍ୟୁ ପଞ୍ଜିକରଣ)ର ବରିଷ୍ଠ କିରାଣୀ ସ୍ୱର୍ଗତ ପ୍ରଦୀପ କୁମାର ଦାଶ୍‌ ( ମଦନ )ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଜୟଲକ୍ଷ୍ମୀ ରଥ (ସ୍ୱର୍ଗତ ଦାଶଙ୍କ ପତ୍ନୀ) ଙ୍କ ଦ୍ୱାରା ଏକ ରକ୍ତଦାନ ଶିବିର ସ୍ଥାନୀୟ ପ୍ରସାଦ
Read More...

ହାତୀ ଆକ୍ରମଣରେ ଜଣେ ମୃତ, ୨ଆହତ

ବଲାଙ୍ଗୀର : ସକାଳୁ ସକାଳୁ ଲୋଇସିଂହା ବ୍ଳକ ଭାଲୁପାଲି ଗାଁରେ ଜଙ୍ଗଲି ହାତୀଙ୍କ ଉତ୍ପାତ କରିଥିବା ଖବର ହସ୍ତଗତ ହୋଇଛି । ହାତୀ ଆକ୍ରମଣରେ ଭାଲୁପାଲି ଗାଁର ଗୋପାଳ ପୋଢ (୪୭ବର୍ଷ)ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଆହତ ଅଳ୍ପକେ ରକ୍ଷା ପାଇଛନ୍ତି । ଗତ ୩/୪ ଦିନ ଧରି ଏକ ହାତୀପଲ ରମାଇ
Read More...

ଆସନ୍ତାକାଲି ଅପରାହ୍ନ ୪ଟାରୁ ଜଗା ଦର୍ଶନ ବନ୍ଦ

ପୁରୀ : ଆସନ୍ତାକାଲି ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଅପରାହ୍ନରେ ଏହି ନୀତି ସମ୍ପନ୍ନ ହେବ । ଏଥିପାଇଁ ଦିନ ୪ ଟାରୁ ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ
Read More...

ବୌଦ୍ଧଜିଲ୍ଲା ବିଜେଡି ୭ନମ୍ବର ଜୋନ ଜିଲ୍ଲା ପରିଷଦ ସ୍ତରୀୟ ସାଙ୍ଗଠନିକ ବୈଠକ

ବୌଦ୍ଧ,୨୮/୧୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ନର୍ସରୀଠାରେ ୭ନମ୍ବର ଜୋନ ଜିଲ୍ଲା ପରିଷଦସ୍ତରୀୟ ବିଜେଡି କର୍ମୀମାନଙ୍କୁ ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ଯୁଗ୍ମ ସମ୍ପାଦଜ ଅଶୋକ କୁମାର ସାହୁ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ବୌଦ୍ଧ
Read More...