ରୌପ୍ୟ ପଦକରେ ଝଲସିଲେ ଝିଲ୍ଲୀ

0 159

ଦଶପଲ୍ଲା : ଉଜ୍‌ବେକିସ୍ତାନର ତାସକେଣ୍ଟରେ ଚମକିଛନ୍ତି ଓଡ଼ିଆ ଝିଅ ଝିଲି ଦଳବେହେରା । ଏଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ ବରିଷ୍ଠ ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ଝିଲି ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି । ଝିଲି ୪୯ କିଗ୍ରା ମହିଳା ବର୍ଗରେ ୨ୟ ସ୍ଥାନରେ ରହି ଏହି ସଫଳତା ପାଇଛନ୍ତି । ଝିଲି ମୋଟ ୧୬୭ ଭାର ଉଠାଇଥିଲେ । ସେ ସ୍ନାଚରେ ୭୩ ଓ କ୍ଲିନ ଆଣ୍ଡ ଜର୍କରେ ୯୪ କିଗ୍ରା ଉଠାଇଥିଲେ ।

hiring

ଏହି ଖବରପାଇ ଝିଲ୍ଲୀଙ୍କ ଜନ୍ମମାଟି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଘୁଗୁଡିପଡା ଗ୍ରାମପଂଚାୟତର ମକରପ୍ରସାଦ ଗ୍ରାମ ଓ ଝିଲ୍ଲୀ ପଢିଥିବା ବୁଗୁଡା କନ୍ୟାଶ୍ରମରେ ଖୁସିର ଲହରୀ ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

3 + seventeen =