Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରଥମ ଟେଷ୍ଟ : ବିଜୟଠାରୁ ୯ ଉଇକେଟ ଦୂରରେ ଭାରତ
କାନପୁର : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଉଛି । ଚତୁର୍ଥ ଦିନର ଖେଳ ଶେଷ ହୋଇଛି । ଟେଷ୍ଟ ମ୍ୟାଚ୍ ଜିତିବା ପାଇଁ ଭାରତକୁ ଆଉ ୯ ୱିକେଟ୍ ଦରକାର । ୨୮୪ ରନ୍ର ଲକ୍ଷ୍ୟକୁ ପିଛା କରି!-->…
Read More...
Read More...
ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର:କାଭିଡ୍-୧୯ ର ସମ୍ଭାବ୍ୟ ତୃତୀୟ ଲହର ପ୍ରତିରୋଧ ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ଓ ସକ୍ରିୟ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍.ପି. ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା!-->…
Read More...
Read More...
ଇତିହାସ ରଚିଲେ ଶ୍ରେୟସ ଆୟର
କାନପୁର : କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ଇତିହାସ ସୃଷ୍ଟି କରିଛନ୍ତି । ଶ୍ରେୟସ୍ ବର୍ତ୍ତମାନ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବରେ ନିଜର ଡେବ୍ୟୁ ମ୍ୟାଚ୍ରେ!-->…
Read More...
Read More...
ନୂଆ ଭ୍ୟାରିଆଣ୍ଟ ପାଇଁ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଜାରି
ଭୁବନେଶ୍ୱର: କରୋନାର ନୂଆ ଭ୍ୟାରିଆଣ୍ଟର ମୁକାବିଲା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର । ସ୍କୁଲ, କଲେଜରେ ସଂକ୍ରମଣ ଚେନ୍କୁ ରୋକିବା ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲାଯିବା ସହ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟକୁ ଫୋକସ କରାଯାଇଛି । ବିଦେଶ ଫେରନ୍ତା ଉପରେ!-->…
Read More...
Read More...
ଗୋପାଳ ସମାଜ ଅବସର ବିନୋଦନ ଗୃହ ନିର୍ମାଣ ପାଇଁ ଶୁଭଦେଲେ ବିଧାୟକ ରମେଶ ଚନ୍ଦ୍ର ବେହେରା
ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମ ପଞ୍ଚାୟତର ବାଙ୍କତଇଳା ଗ୍ରାମରେ ଗୋପାଳ ସମାଜ ଅବସର ବିନୋଦର ଗୃହ ନିର୍ମାଣ ପାଇଁ ଦଶପଲ୍ଲା ଯୁବ ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଆଜି ଶୁଭ ଦେଇଛନ୍ତି । କିଛିଦିନ ତଳେ ଗ୍ରାମର ସମସ୍ତ ଗ୍ରାମବାସୀ ବିଧାୟକଙ୍କ!-->…
Read More...
Read More...
୭୪ ତମ ଏନସିସି ଦିବସ ପାଳିତ
ଗଜପତି,୨୮/୧୧- ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରଠାରେ ୭୪ ତମ ଏନସିସି ଦିବସ ପାଳିତ ହୋଇଯାଇଛି । ପ୍ରତ୍ୟୁଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଭଜମନ ବେହେରା, ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ!-->…
Read More...
Read More...
ଦଶପଲ୍ଲା ପଶ୍ଚିମାଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ହେଲେ ସମାଜସେବୀ ଶ୍ରୀ ହରି ନାୟକ
ଦଶପଲ୍ଲା,୨୮/୧୧: - ଦଶପଲ୍ଲା ବ୍ଲକ୍ର ଅନୁନ୍ନତ ଆଦିବାସୀ ହରିଜନ ବହୁଳ, ଦଶପଲ୍ଲା ପଶ୍ଚିମାଞ୍ଚଳ ଭାବରେ ପରିଚିତ, ଚଢେୟାପଲ୍ଲୀ, କଳସାଖମଣ, ନୂଆଗାଁ ଓ କୁଜାମଣ୍ଡି ଅଂଚଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ସମାଜସେବୀ ଶ୍ରୀହରି ନାୟକ । ଗତକାଲି ଦଶପଲ୍ଲାର ଏହି ବଣ ପାହାଡ ଘେରା!-->…
Read More...
Read More...
ଜୁନାନିବାହାଲ ଗାଁରେ ପୋଲିସ ନକ୍ସଲ ମୁହାଁମୁହିଁ, ଜଣେ ନକ୍ସଲ ନିହତ
ବଲାଙ୍ଗୀର /ପାଟଣାଗଡ,୨୮/୧୧- ଖପ୍ରାଖୋଲ ଥାନା ଜୁନାନୀବାହାଲ ଗାଁ ନିକଟରେ ଗତରାତିରେ ପୋଲିସ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଗୁଳି ବିନିମୟ ବେଳେ ଜଣେ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ଗନ୍ଧମାର୍ଦ୍ଦନ ପାହାଡ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ବିଭିନ୍ନ ସମୟରେ ନକ୍ସଲ ଗତିବିଧି ଚାଲିଥାଏ । ଗତ!-->…
Read More...
Read More...
ବିଚାରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା
ନବରଙ୍ଗପୁର ,୨୮/୧୧- ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ପ୍ରଣୟ କୁମାର ଦାସଙ୍କୁ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀ ଦାସ ନବରଙ୍ଗପୁରର ଅତିରିକ୍ତ ଜିଲ୍ଲା ଜଜ୍ ଭାବେ ଓ ପରବର୍ତ୍ତୀ ସମୟରେ ଶିଶୁ ଯୌନ ଅପରାଧ ସୁରକ୍ଷା ଅଦାଲତର ବିଚାରପତି ଭାବେ ଦାୟିତ୍ୱ!-->…
Read More...
Read More...
ଜଳ ଜୀବନ ମିଶନ ପ୍ରକଳ୍ପର ସମୀକ୍ଷାକଲେ କେନ୍ଦ୍ରୀୟ ଟିମ
ଗଜପତି,(ହୀ.ପ୍ର)- ଗୋଶାଣି ବ୍ଳକର ବଡ ଗାଁ ଏବଂ ବଡ଼ ଗୋଶାଣି ଗ୍ରାମରେ, ରାୟଗଡା ବ୍ଳକର ଆଶୀର୍ବାଦ ନଗରରେ ଓ ଲାଟି ଗାଁରେ, ମୋହନା ବ୍ଳକର ହିକ୍ରିକୁମ୍ପା ଓ ଲିଲିଗୁଡା ଗାଁରେ ଏବଂ ଆର ଉଦୟଗିରି ବ୍ଳକର ରଣ୍ଡିବା ଗ୍ରାମରେ କେନ୍ଦ୍ର ସରକାରଙ୍କ ଏକ ଟିମ୍ ନଭେମ୍ବର ମାସ ୨୫ ଓ ୨୬ ତାରିଖରେ ଜଳ!-->…
Read More...
Read More...