Browsing Category

ରାଜ୍ୟ

ପୁଣି ନଷ୍ଟ ହେଲା ୧୨କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ

ବାଲିଗୁଡ଼ା,(ହୀ.ପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜାରି ରହିଛି ଅପରେସନ୍‌ ନୀଳ ଜହର । ପୁଣି ନଷ୍ଟ ହେଲା ୧୨କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । ଆଡ଼ିମାହା ଗ୍ରାମପଞ୍ଚାୟତର ସାକୁଶବାଲି ଓ ପାଟାମାହା ଅଞ୍ଚଳରେ ୧୨୫ ଏକର ଜଙ୍ଗଲ ଜମିରେ ହୋଇଥିଲା
Read More...

୯ ଖଣ୍ଡ ଗ୍ରାମର ଯୁବକ ମାନଙ୍କୁ ନେଇ ଡ଼ଃ.ଆମ୍ବେଦକର କମିଟି ଗଠିତ

ଫୁଲବାଣୀ,୨୭/୧୧:-କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ଫୁଲବାଣୀରୁ ଏଫସି ବୌଦ୍ଧଜିଲ୍ଲା ସଂଯୋଗ ଜିଲ୍ଲାର ଶେଷ ସୀମାରେ ଅବସ୍ଥିତ ଅବହେଳିତ ନଖଣ୍ଡ ମୌଜାର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି ସମସ୍ତ ଯୁବକ । ବୁଧବାର ଦିନ ସାମାଜସେବୀ ବୈଦ୍ୟନାଥ ବେହେରାଙ୍କ ନେତୃତ୍ୱରେ୯ ଖଣ୍ଡ ମୌଜାର
Read More...

ଆନନ୍ଦମାର୍ଗ ସେବାଦଳ ପ୍ରଶିକ୍ଷଣ ଶିବିର

ବୌଦ୍ଧ,୨୭/୧୧ :ବୌଦ୍ଧ ଜିଲ୍ଲା ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ବୁରକଟା ଛକ ନିକଟରେ ଥିବା ଆନନ୍ଦମାର୍ଗ ସ୍କୁଲ ପରିସରରେ ଆନନ୍ଦମାର୍ଗ ସେବାଦଳ ପ୍ରଶିକ୍ଷଣ ଶିବିର ଶନିବାର ଆରମ୍ଭ ହୋଇଛି । ଏହି ଶିବିରରେ ଆଚାର୍ଯ୍ୟ ବିଶୁଦ୍ଧ ।ତ୍ମ ।ନନ୍ଦ ଅବଧୂତ, ଆଚାର୍ଯ୍ୟ ବିଶ୍ୱସ୍ୱରାନନ୍ଦ ଅବଧୂତ,
Read More...

କିସ୍‌ ଫାଉଣ୍ଡେସନର ସହଯୋଗରେ ସ୍କୁଲର ଛାତ୍ରୀ ମାନଙ୍କୁ ସୋଲାର ଲାଇଟ ବିତରଣ

ଫୁଲବାଣୀ,୨୭/୧୧- ଆଜି ପରିଚୟ ଫାଉଣ୍ଡେସନର ଆନୁକୁଲ୍ୟରେ କିସ୍‌ ଫାଉଣ୍ଡେସନର ସହଯୋଗରେ ଓ ଏସବିଆଇର ଚିଲଡ୍ରେନ୍ସ ୱେଲଫେୟାର ଫଣ୍ଡର ସହାୟତାରେ ଫୁଲବାଣୀର ରୁଜାଙ୍ଗି ଉଚ୍ଚ ବିଦ୍ୟାଳୟ ଠାରେ ୧୦୦ ଜଣ ପିଲାଙ୍କୁ ସୋଲାର ଲାଇଟ ବଣ୍ଟନ କରାଯାଇଥିଲା । ଆଜି ୧୫ ତମ ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠା
Read More...

ଗ୍ୟାସଚୁଲା ମରାମତି ଦୋକାନରେ ନିଆଁଲାଗି ୨ ଗୁରୁତର

ବୌଦ୍ଧ,୨୭/୧୧:- ଆଜି ସନ୍ଧ୍ୟାରେ ବୌଦ୍ଧର ଏକ ଗ୍ୟାସ ଚୁଲା ମରାମତି ଦୋକାନରେ ଗ୍ୟାସ ସିଲିଣ୍ଡରରୁ ନିଆଁଲାଗି ୨ଜଣ ଗୁରତର ଆହତ ହୋଇଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ବୌଦ୍ଧ ଏନଏସି ଛକରେ ଥିବା ଏକ ଗ୍ୟାସ ଚୁଲା ମରାମତି ଦୋକାନରେ ମରାମତି ହେଉଥିବା ସମୟରେ ହଠାତ୍‌ ଏକ ଗ୍ୟାସ
Read More...

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ପିପିଲି ବିଜେଡିର କାର୍ଯ୍ୟକାରିଣୀ ବୈଠକ

ପୁରୀ,୨୭/୧୧- ଆଗାମୀ ପଂଚାୟତ ନିର୍ବାଚନକୁ ନେଇ ପିପିଲି ବିଜେଡି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କିଭଳି ସଂଗଠନକୁ ଅଧିକ ମଜଭୁତ କରିହେବ , ଦଳରେ ଅନ୍ତକନ୍ଦଳକୁ ରୋକିହେବ ଓ ନିର୍ବାଚନରେ ଦଳ କିପରି ସଫଳତା ପାଇବ ସେ ନେଇ ଆଲୋଚନା ହୋଇଛି । ପିପିଲି ବିଧାୟକ ରୁଦ୍ର ପ୍ରତାପ
Read More...

ବୌଦ୍ଧ ବ୍ଲକରେ ଶିକ୍ଷକଙ୍କ ପଦୋନ୍ନତି

ବୌଦ୍ଧ,୨୭/୧୧:-ବୌଦ୍ଧ ବ୍ଲକ ପ୍ରାଥମିକ ଶିକ୍ଷକ ଲେବେଲ ୫(କ)ରୁ ଲେବେଲ ୫(ଖ) କୁ ପଦୋନ୍ନତି ଦିଆଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ଗତ ୨୫ ତାରିଖ ଗୁରୁବାରଦିନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଲେବେଲ ୫(କ)ରୁ ଲେବେଲ ୫(ଖ) କେଟେଗୋରି ୧ରେ ୪୪ଜଣ ଓ ଲେବେଲ
Read More...

ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡି ଉପରକୁ ଅଣ୍ଡାମାଡ଼ କଲେ କଂଗ୍ରେସ କର୍ମୀ

ବଲାଙ୍ଗିର ୨୭।୧୧: ରାଜ୍ୟରେ ଥମୁନି ଅଣ୍ଡାମାଡ଼ ରାଜନୀତି । ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରତିଦିନ ରାଜ୍ୟରେ ନେତା ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ କରାଯାଉଛି । ଏହି ଅଣ୍ଡା ରାଜନୀତିରେ ସବୁଠାରୁ ଅଧିକ ଟାର୍ଗଟରେ ରହିଛନ୍ତି ବିଜେଡ଼ି ନେତା ମନ୍ତ୍ରୀ ମାନେ । ମମିତା ମେହେର ହତ୍ୟାକାଣ୍ଡ
Read More...

ଲୋକାର୍ପଣ ଅପେକ୍ଷାରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁମ୍ମା

ଗଜପତି ୨୭।୧୧: ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ସରକାରୀ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ଅଞ୍ଚଳ ସ୍କୁଲକୁ ସ୍ମାର୍ଟ ଶ୍ରେଣୀଗୃହ ସକାଶେ ଘୋଷଣା କରିଥିଲେ। ସେହି ବିଦ୍ୟାଳୟ ବର୍ତ୍ତମାନ ସମସ୍ତ କାର୍ଯ୍ୟ ପରିସମାପ୍ତି ହୋଇ ଲୋକାର୍ପିତ ହେବାକୁ ଯାଉଛି।
Read More...

ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିଶୁ ସୁରକ୍ଷା ରଥକୁ ସ୍ଵାଗତ

ନବରଙ୍ଗପୁର ୨୭।୧୧ : ଓଡିଶାରେ ଶିଶୁ ଅଧିକାର ଓ ସୁରକ୍ଷା ଉପରେ ରାଜ୍ୟ ବ୍ୟାପି ବ୍ୟାପକ ଜନସଚେତନ କରିବା ଉଦେଶ୍ୟରେ ରାଜ୍ୟ ଶିଶୁ ସୁରକ୍ଷା କମିଶନ ତରଫରୁ ବାହାରିଥିବା ଏକ ସଚେତନତା ରଥ ଆଜି ସକାଳେ ନବରଙ୍ଗପୁର ସହରରେ ପହଁଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ବ୍ଲକ କାର୍ଯ୍ୟଳୟଠାରେ
Read More...