Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ବିରୋଧ, କଳା ପତାକା ପ୍ରଦର୍ଶନ କଲେ ବିରୋଧୀ
ପୁରୀ : ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ ଅବସରରେ ପୁରୀ କଂଗ୍ରେସ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯିବା ସହ କଳା ପତାକା ପ୍ରଦର୍ଶନ କରାଯାଇଛି । ନମିତା ମେହେର ହତ୍ୟା, ରତ୍ନଭଣ୍ଡାର ସୁରକ୍ଷା, ରେଳଓଭର ବ୍ରିଜ ଆଦି ବିଭିନ୍ନ ସମସ୍ୟା ନେଇ ନବୀନ ପଟ୍ଟନାୟକଙ୍କୁ ପୁରୀ ବଡ଼ ଦାଣ୍ଡର!-->…
Read More...
Read More...
ଅହେତୁକ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡିର ହଲ୍ଲାବୋଲ୍
ବାଲିଗୁଡ଼ା: ଅହେତୁକ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁର ଆରଡିସି ଅଞ୍ଚଳରେ ଆଜି ବିଜେଡ଼ି ପ୍ରତିବାଦ କରୁଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ଚାରୋଟି ବ୍ଲକ୍ ବାଲିଗୁଡ଼ା, କ.ନୁଆଗାଁ, କୋଟଗଡ଼ ଓ!-->…
Read More...
Read More...
ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ ଓ ଗଣଧାରଣା
ବୌଦ୍ଧ, ୨୪/୧୧– ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଆଜି ବୌଦ୍ଧ ବସଷ୍ଟାଣ୍ଡ ପରିସରରେ ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ବୌଦ୍ଧ ନିର୍ବାଚନମଣ୍ଡଳୀ ସ୍ତରୀୟ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗ୍ୟାସ ଦରଦାମ ବୃଦ୍ଧି ଘଟୁଥିବାରୁ ଏହାର ପ୍ରଭାବ ବିଶେଷକରି!-->…
Read More...
Read More...
୨.୫ କୋଟି ଟଙ୍କାର ଘୋଡା, ଖାଦ୍ୟ ପାଇଁ ମାସକୁ ଖର୍ଚ୍ଚ ହୁଏ ଦେଢଲକ୍ଷ
ଶ୍ରୀନଗରରେ ଚାଲିଥିବା ଘୋଡାମେଳାରେ ହୀରା ନାମକ ଏକ ଘୋଡା ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାର ଦାମ୍ ଓ ପ୍ରତି ମାସ ଖର୍ଚ୍ଚ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । ଏହି ଘୋଡାର ଦାମ ହେଉଛି ୨.୫ କୋଟି ଟଙ୍କା । ସେହିପରି ପ୍ରତି ମାସରେ ଏହି ଘୋଡା ପାଇଁ ତା'ର ମାଲିକ ପାଖାପାଖି ଦେଢ ଲକ୍ଷ!-->…
Read More...
Read More...
କିଶୋର ଚନ୍ଦ୍ର ନାୟକ କନ୍ଧମାଳ ଜିଲ୍ଲା କମିଟି ସାଧାରଣ ସମ୍ପାଦକ ନିଯୁକ୍ତ
ଘୁ.ଉଦୟଗିରି, ୨୪/୧୧– କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳରେ ୨୦୦୯ ମସିହା ଠାରୁ କାର୍ଯ୍ୟ କରିଆସୁଥିବା ଜଣେ ସକ୍ରିୟ ନେତାଙ୍କୁ ମଙ୍ଗଳବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା କମିଟିର ସାଧାରଣ ସମ୍ପାଦକ ନିମନ୍ତେ ଚୟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ!-->…
Read More...
Read More...
ଜିଲ୍ଲା ବ୍ୟାପୀ ପଞ୍ଚାୟତସ୍ତରୀୟ “ଶିଶୁଙ୍କ ପାଇଁ ଦିନ ଟିଏ’ ପାଳିତ
ପାରଳାଖେମୁଣ୍ଡି: ରାଜ୍ୟ ସରକାରଙ୍କ ଚିଠି ପ୍ରକାରେ ଏବଂ ଗଜପତି ଜିଲ୍ଲାର ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ତ୍ରୋୟମାସିକର ପ୍ରଥମ ମାସର ୨୨ ତାରିଖରେ ପ୍ରତି ପଞ୍ଚାୟତରେ ଶିଶୁଙ୍କ ପାଇଁ ଦିନଟିଏ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ନିର୍ଦ୍ଦେଶ ଅନୁସାରେ ଗଜପତିର!-->…
Read More...
Read More...
ଶ୍ରୀମନ୍ଦିର ପ୍ରକଳ୍ପର ଶିଳାନ୍ୟାସ, ଆଜି ଓଡ଼ିଶା ପାଇଁ ସ୍ମରଣୀୟ ଦିନ: ମୁଖ୍ୟମନ୍ତ୍ରୀ
ପୁରୀ: ବେଦପାଠ, ସଂକୀର୍ତ୍ତନ, ହରିବୋଲ ଧ୍ଵନିରେ ଶ୍ରୀମନ୍ଦିର ପ୍ରକଳ୍ପର ଶିଳାନ୍ୟାସ ସ୍ଥାପନ କରିଛନ୍ତି ଗଜପତି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଗଜପତି ମହାରାଜା ଶିଳାନ୍ୟାସ କରିଛନ୍ତି | ସେହିପରି ୩ ଦିନ ଧରି ଚାଲିଥିବା ଯଜ୍ଞରେ ଆଜି ପୂର୍ଣ୍ଣାହୁତି ଦିଆଯାଇଛି । ଗଜପତି ମହାରାଜ!-->…
Read More...
Read More...
ନୂତନ ଭାବେ ଶୁଭ ଉଦଘାଟନ ହେଲା ହୋମିଓପ୍ୟାଥିକ କ୍ଲିନିକ
ଗଞ୍ଜାମ : ବ୍ରହ୍ମପୁରର ଆସିକା ରୋଡଠାରେ ପୁନମ ହୋମିଓ କ୍ଲିନିକ ନାମକ ଏକ ହୋମିଓପ୍ୟାଥିକ କ୍ଲିନିକ ନୂତନ ଭାବେ ଶୁଭ ଉଦଘାଟନ ହୋଇଛି । ଉକ୍ତ କ୍ଲିନିକକୁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଉଦଘାଟନ କରିଥିଲେ । ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ପୂର୍ଣ୍ଣ ଡ଼ଃ.ପୁନମ ସରଫ ଏହି କ୍ଲିନିକର!-->…
Read More...
Read More...
ପିକନିକ୍ ସାରି ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା ୩ଜଣଙ୍କ ଜୀବନ
ବଲାଙ୍ଗିର: ଖଣ୍ଡାଧାରରୁ ଖୁସିରେ ପିକନିକ ସାରି ୮ଜଣ ଯୁବକ ଫେରିବା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଆଜି ପ୍ରାୟ ସକାଳ ୫ଟା ସମୟରେ ପିକନିକ୍ ସାରି ବୋଲେରୋରେ ଫେରୁଥିଲେ ଆଠ ସାଙ୍ଗ । ବଲାଙ୍ଗିର-ସୋନପୁର ରାଜରାସ୍ତାର ରଣ୍ଡା ଛକ ନିକଟରେ ଏକ ବଡ ଗାଡି ବୋଲେରୋକୁ ଧକ୍କା ଦେବାରୁ!-->…
Read More...
Read More...
ଉମରକୋଟ ପୌର ପରିଷଦ ଯୋଗାଇ ଦେଇଛି ମହିଳାଙ୍କୁ ରୋଜଗାର ପନ୍ଥା
ନବରଙ୍ଗପୁର: ଯାହାକୁ ଅଳିଆ କହି ଲୋକେ ବାହାରେ ଏଣେ ତେଣେ ଫୋପାଡି ଦିଅନ୍ତି, ସେହି ଅଳିଆ ଆଜି କିଛି ମହିଳାଙ୍କୁ ଯୋଗାଉଛି ରୋଜଗାର । ଯାହା ଫଳରେ ଆଜି କିଛି ମହିଳା ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରିବାରେ ସହାୟକ ହେଉଛନ୍ତି । ଉମରକୋଟ ପୌର ପରିଷଦର ଏହି ପ୍ରୟାସ ଯୋଗୁଁ!-->…
Read More...
Read More...