Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡିକୁ ଅଣ୍ଡାମାଡ
ପୁରୀ: ଆଜି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡିକୁ ଅଣ୍ଡାମାଡ କରାଯାଇଛି । ପୁରୀ ମାଳତିପାଟପୁର ଠାରେ ମନ୍ତ୍ରୀ ବିକ୍ରମଙ୍କ ଗାଡିକୁ ଅଣ୍ଡାମାଡ କରାଯାଇଥିଲା । ଆଜି ସକାଳୁ ଶ୍ରୀମନ୍ଦିର ପ୍ରକଳ୍ପ ଶିଳାନ୍ୟାସ ଉତ୍ସବରେ ଯୋଗ ହେବାକୁ ଯାଉଥିବା ସମୟରେ ଏହି ଅଣ୍ଡାମାଡ ହୋଇଥିବା ସୂଚନା!-->…
Read More...
Read More...
ବଜ୍ରାଘାତରେ ଶ୍ରମିକର ମୃତ୍ୟୁ
ବୌଦ୍ଧ,୨୩/୧୧– ଗତକାଲି ବଜ୍ରାଘାତରେ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଝାରଖଣ୍ଡ ପାଲାମୁ ଜିଲ୍ଲାର ଦେବନନ୍ଦନ କୁମାର ନାମକ ଜଣେ ୨୧ ବର୍ଷୀୟ ଯୁବକ ବୌଦ୍ଧରେ ଠିକା କାମକରୁଥିବା ଏଆରଏସ୍ଏସ୍ ନିର୍ମାଣ କଂପାନୀରେ କାମ କରୁଥିଲେ । ଗତକାଲି ଅପରାହ୍ନରେ!-->…
Read More...
Read More...
ରାଜ୍ୟ କ୍ୟାବିନେଟରେ ୨୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର, ଓଡିଶା ଇଲେକ୍ଟ୍ରୋନିକ୍ସ ନୀତିକୁ ମଞ୍ଜୁରୀ
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଆଜି ୨୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର ଦିଆଯାଇଛି । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପସ୍ତାବ ସଂପର୍କରେ ଆଲୋଚନା ପରେ କ୍ୟାବିନେଟର!-->…
Read More...
Read More...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ : ଆସନ୍ତାକାଲି ମହାଯଜ୍ଞର ପୂର୍ଣ୍ଣାହୁତି
ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ନେଇ ସାମ୍ବାଦିକ ସମ୍ମିଳନୀ । ଆସନ୍ତାକାଲି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ସକାଳ ୯.୩୦ରେ ପୁରୀରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ୯.୪୫ ରେ!-->…
Read More...
Read More...
ଫୁଲବାଣୀ ବ୍ଳକର ବିଭିନ୍ନ ଅଞ୍ଚଳରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ
ଫୁଲବାଣୀ: ସୋମବାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ମାର୍ଟ ହେଲଥ କାର୍ଡର କନ୍ଧମାଳ ଜିଲ୍ଲାରେ ଶୁଭ ଉଦଘାଟନ ପରେ ଜିଲ୍ଲାର ବିଭିନ୍ନ ବ୍ଳକର ପଂଚାୟତରେ ମନ୍ତ୍ରୀଙ୍କ ଜରିଆରେ ସ୍ମାର୍ଟ ହେଲଥ କାର୍ଡ ବଂଟନ କରାଯାଉଅଛି । ବୈଦ୍ୟୁତିକ ଓ ପ୍ରଯୁକ୍ତି ବିଦ୍ୟା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ!-->…
Read More...
Read More...
ବିଜେଡ଼ିରେ ଯୋଗଦେଲେ ବିଜେପିର ପୁରୁଣା କର୍ମୀ
ପାଟଣାଗଡ: ରାଜ୍ୟବ୍ୟାପୀ ବିଜୁଜନତା ଦଳ ପକ୍ଷରୁ ଦରଦାମ ବୃଦ୍ଧିକୁ ନେଇ ପ୍ରତିବାଦ ପ୍ରଦର୍ଶନ କରାଯାଉଛି । ଏହି ଅବସରରେ ପାଟଣାଗଡ଼ ବିଜେଡି କାର୍ଯ୍ୟାଳୟରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା । ଆୟୋଜିତ ମିଶ୍ରଣ ପର୍ବରେ ବିଜେପିର!-->…
Read More...
Read More...
ତିନିଟି ପୌରସଂସ୍ଥାରେ ନିଯୁକ୍ତି ପାଇବେ ୩୬ ଅଧିକାରୀ
ଭୁବନେଶ୍ୱର: ନୂତନ ଭାବେ ସୃଷ୍ଟି ହୋଇଥିବା ତିନିଟି ପୌରସଂସ୍ଥାରେ ଅଧିକାରୀ ନିଯୁକ୍ତିକୁ ରାଜ୍ୟ ଅର୍ଥ ବିଭାଗ ଆଜି ସବୁଜ ସଙ୍କେତ ପ୍ରଦାନ କରିଛନ୍ତି । ତଦନୁଯାୟୀ ପ୍ରତ୍ୟେକ ପୌରସଂସ୍ଥାରେ ୧୨ଜଣ କରି ନୂତନ ଅଧିକାରୀ ନିଯୁକ୍ତି ପାଇବେ । ଏହି ତିନିଟି ପୌରସଂସ୍ଥା ହେଲା ବିଜେପୁର, ଚାନ୍ଦବାଲି!-->…
Read More...
Read More...
ସୁବର୍ଣ୍ଣପୁରଠାରେ ସରସ୍ୱତୀ ସଂସ୍କାର କେନ୍ଦ୍ର ଉଦଘାଟିତ
ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଝୁପୁଡିପଡାଠାରେ ଏକ ସରସ୍ୱତୀ ସଂସ୍କାର କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହାକୁ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ବିଦ୍ୟାଭରତୀ ପୂର୍ବ କ୍ଷେତ୍ର ମାନନୀୟ ଦିବାକର ଭୋଷ ଶୁଭ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଦ୍ୱତ ପରିଷଦ ପ୍ରାନ୍ତୀୟ ସଂଯୋଜକ!-->…
Read More...
Read More...
ରାଜ୍ୟରେ ପ୍ରତ୍ୟେକ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରାଇବା ମହିଳା ଆୟୋଗଙ୍କ ମୂଳ ଦାୟିତ୍ୱ – ରାଜ୍ୟ ମହିଳା କମିଶନ
ବୌଦ୍ଧ,୨୩/୧୧- ସ୍ଥାନୀୟ ଟାଉନହଲଠାରେ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରା ଆୟୋଜିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନ ଡଃ. ମିନତୀ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଳାପାଳ ଲଲାଟେନ୍ଦୁ!-->…
Read More...
Read More...
ରାୟଗଡ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ରାୟଗଡ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡ ଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାରେ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରେ ଅନ୍ତର୍ଭୁକ୍ତ ୨,୫୨,୧୯୧ ପରିବାରର ୮,୩୪,୫୭୦!-->…
Read More...
Read More...