Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁବର୍ଣ୍ଣପୁର ଠାରେ “ସ୍ୱର୍ଣ୍ଣିମ’ ଭବନର ଉଦଘାଟନ ସମାରୋହ
ସୁବର୍ଣ୍ଣପୁର : ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଈଶ୍ୱରୀୟ ସେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣପୁରଠାରେ ପଶ୍ଚିମ ଓଡିଶାସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ!-->…
Read More...
Read More...
ବିଧାୟକଙ୍କ ଦ୍ୱାରା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ତୋରଣର ଭିତ୍ତିପ୍ରସ୍ତର ସ୍ଥାପନ
ଜହ୍ନପଙ୍କ :ବୌଦ୍ଧ ବ୍ଳକ ତେଲିବନ୍ଧରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ସୋମବାର ଅନୁଷ୍ଠିତ ହେବ । ଏହି ଅବସରରେ ଆଜି ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତେଲିବନ୍ଧ ଗାଁର ପ୍ରବେଶ ରାସ୍ତାରେ ଶ୍ରୀରାମ ମନ୍ଦିର ତୋରଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।!-->…
Read More...
Read More...
ବାଞ୍ଜିତଳିଏନ କ୍ରିକେଟ କପ, ବଲାଙ୍ଗୀର ଚମ୍ପିୟାନ
ପାଟଣାଗଡ : ପାଟଣାଗଡ଼ ବ୍ଲକ ବାଲିପଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଳିଆ କ୍ରିକେଟ ଖେଳ ପଡ଼ିଆଠାରେ ବାଞ୍ଜିତଳିଏନ କ୍ରିକେଟ ଏସୋସିଏସନ ଦ୍ୱାରା ଆୟୋଜିତ ବାଞ୍ଜିତଳିଏନ କ୍ରିକେଟ କପର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ସରୋଜ!-->…
Read More...
Read More...
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ, ମନ୍ତ୍ରୀ ପ୍ରତାପ ଜେନା କ’ଣ କହିଲେ ଜାଣନ୍ତୁ
ଫୁଲବାଣୀ: ଆସନ୍ତାକାଲି ପୂର୍ବାହ୍ନ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ସହ ପ୍ରାୟ ୩୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ୧୧ ଟା ୩୦ ମିନିଟ ରୁ!-->…
Read More...
Read More...
କନ୍ଧମାଳ ବିଜେଡିର ମହା ମିଶ୍ରଣ ପର୍ବ
ଫୁଲବାଣୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କନ୍ଧମାଳ ଜିଲ୍ଲା ଗସ୍ତର ଗୋଟିଏ ଦିନ ପୂର୍ବରୁ ଏକ ବଡଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି । ଏହି ମିଶ୍ରଣ ପର୍ବ ଅତୀତ ଦିନମାନଙ୍କରେ ହୋଇଥିବା ମିଶ୍ରଣ ପର୍ବଠାରୁ ସମ୍ପୂର୍ଣ ନିଆରା ଥିଲା, କାରଣ ସେହି ମିଶ୍ରଣ ପର୍ବରେ ବିଭିନ୍ନ ରାଜନୈତିକ!-->…
Read More...
Read More...
ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ବୈଠକ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଏନଜିଓସିସି ସମ୍ମିଳନୀ କକ୍ଷରେ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କର ଏକ ସାଧାରଣ ବୈଠକ ଆୟୋଜିତ ହୋଇଯାଇଛି । ଏହି ବୈଠକରେ କର୍ମଚାରୀମାନଙ୍କର ସଭାପତି ଭାବେ ଚିନ୍ମୟ କୁମାର ପାଢୀଙ୍କୁ ମନୋନୀତ କରାଯାଇଛି ସଭାପତିଙ୍କ ସମେତ ସଂଘର ଅନ୍ୟାନ୍ୟ!-->…
Read More...
Read More...
ଗ୍ୟାସ ମୂଲ୍ୟବୃଦ୍ଧିକୁ ଯଥାର୍ଥତା ଦର୍ଶାଇବା ବିଜେପିକୁ ମହଙ୍ଗା ପଡିବ: ବିଜେଡି
ଶସ୍ତା ଗ୍ୟାସ ୧୨୩% ଅଧିକ ଦରରେ ବିକ୍ରି
ଭୁବନେଶ୍ୱର: ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ନିୟମିତ ଭାବେ ମିଥ୍ୟା ଏବଂ ମନଗଢା ବିବୃତ୍ତି ଜାରି ରଖିଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ବିଜେପି ମୁଖପାତ୍ର ଶ୍ରୀମତୀ ସାମନ୍ତସିଂହାରଙ୍କୁ ଜବାବ ଦେଇ ବିଜେଡି!-->!-->!-->…
Read More...
Read More...
ମହିଳା କମିଶନଙ୍କ ବୌଦ୍ଧ ଗସ୍ତ ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି
ବୌଦ୍ଧ : ଆସନ୍ତା ୨୩ ତାରିଖ ଦିନ ରାଜ୍ୟ ମହିଳା କମିଶନଙ୍କ ମହିଳା ସଚେତନତା ଶିବିର ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବୌଦ୍ଧ ଟାଉନହଲ ପରିସରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୫ ଜଣ ଆଶାକର୍ମୀ,ମହାବିଦ୍ୟାଳୟ ୨୦ ଜଣ ଛାତ୍ରୀ, ମହିଳା!-->…
Read More...
Read More...
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ ପାଇଁ ପ୍ରସ୍ତୁତି ବୈଠକ
ବୌଦ୍ଧ,୨୧ା୧୧ : ଗତକାଲି ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୫ ତାରିଖରେ ଆଭାସି ଜରିଆରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ନୂଆ ସ୍ମାର୍ଟକାର୍ଡ ବଣ୍ଟନ କରାଯିବାକୁ ଏକ!-->…
Read More...
Read More...
ବୌଦ୍ଧ ଜିଲ୍ଲାରେ ବାଘଛାଲ ର୍ୟାକେଟ ସକ୍ରିୟ: ପୁଣି ଏକ ବାଘ ଛାଲ ଜବତ
କଣ୍ଟାମାଳ : ଆଜି ସକାଳୁ ବୌଦ୍ଧ ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳ ଲଣ୍ଡା ଗାଁ ନିକଟରେ ବାଘ ଛାଲ ବିକ୍ରୀ ପାଇଁ ଡିଲ ଚାଲିଥିବା ସମୟରେ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ବାଘ ଛାଲ ବିକ୍ରେତାକୁ କାବୁ କରି ନେଇଥିବା ପ୍ରକାଶ । ବାଘଛାଲଟିକୁ ବିକ୍ରୀ କରିବା ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା!-->…
Read More...
Read More...