Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନିଜ ଜୀବନକୁ ବାଜିଲଗାଇ କାଠମାଫିଆଙ୍କୁ କାବୁକଲେ ବନ କର୍ମଚାରୀ ଓ ଗ୍ରାମବାସୀ
ଦଶପଲ୍ଲା : ନୟାଗଡ ଜିଲ୍ଲା ବାଣିଗୋଛା ଓ ବଉଦ୍ ବନଖଣ୍ଡ ସୀମାନ୍ତ ଅଂଚଳରୁ ରାତି ୧୧ ଟା ବେଳେ ଶାଗୁଆନ କାଠ ଚୋରା ଚାଲାଣ ହେଉଥିଲାବେଳେ ମାଡିବସିଲେ ବନକର୍ମଚାରୀମାନେ । ବନ କର୍ମଚାରୀଙ୍କ ଆଖିରେ ଧୂଳିଦେଇ ଖସିଯାଇଥିଲା ଅଭିଯୁକ୍ତ । ହେଲେ ଗ୍ରାମବାସୀଙ୍କ ହାବୁଡରେ ପଡିଥିଲା ଚୋରା ଶାଗୁଆନ କାଠ!-->…
Read More...
Read More...
କାଶୀନଗରରେ ବିଜେପିର ବିରାଟ ମିଶ୍ରଣ ପର୍ବ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗରରେ ଭାରତୀୟ ଜନତା ପାର୍ଟିର ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାଶୀନଗର ବ୍ଲକର ଖଣ୍ଡାବା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ପୂର୍ବତନ ବ୍ଲକ୍ ବିଜେଡି ସଭାପତି ରକମ୍ ସତୀଶଙ୍କ ନେତୃତ୍ୱରେ ଏହି ବ୍ଳକର ଖଣ୍ଡବା, ଶିଆଳି,!-->…
Read More...
Read More...
ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଶୁଭ ଶିଳାନ୍ୟାସ ନିମନ୍ତେ ପୂଜାର୍ଚ୍ଚନା ଆରମ୍ଭ
ପୁରୀ : ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଶୁଭ ଶିଳାନ୍ୟାସ ନିମନ୍ତେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା ଓ ହୋମ ଯଜ୍ଞ । ଶ୍ରୀମନ୍ଦିର ଦୋଳ ବେଦୀ କୋଣ ଉତ୍ତର ପାର୍ଶ୍ୱ ମଠ ସାମ୍ନାରେ ଯଜ୍ଞ ମଣ୍ଡପରେ ଆରମ୍ଭ ହୋଇଛି ହୋମ ଯଜ୍ଞ । ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ଏହି ହୋମ ଯଜ୍ଞ କରାଯାଉଛି । ୩ ଦିନ ଧରି!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି ମହିଳା ସଭାନେତ୍ରୀ ଓ ଛାତ୍ର ସଭାପତିଙ୍କ ବିଶାଳ ରାଲି
ଫୁଲବାଣୀ: ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଫୁଲବାଣୀ ଆସୁଛନ୍ତି । ସେ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଜରାସ୍ଥାର ଉଭୟ ପାର୍ଶ୍ୱ ଏକଦମ ଚକାଚକ । ସ୍ଥାନେ ସ୍ଥାନେ ପୁଲିସର ପେହରଦାର । ଏପରି କୌଣସି ଜାଗା ବାକି ନାହିଁ ଯେଉଁଠାରେ କି ପୋଲିସ ନାହାନ୍ତି । ଏହିପରି ପରିବେଶ ଭିତରେ ବିଜୁ ଜନତା!-->…
Read More...
Read More...
ରାଜ୍ୟରେ ବଢିବ ଶୀତର ପ୍ରକୋପ
ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ବଢିବାର ସମ୍ଭାବନା ରହିଛି। ୪୮ ଘଣ୍ଟା ପରେ ରାଜ୍ୟରେ ଶୀତର ପ୍ରକୋପ ବଢିବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ୪୮!-->…
Read More...
Read More...
ସତ୍ୟ ସାଇ ସେବା ସଂଗଠନ ପକ୍ଷରୁ ରକ୍ତଦାନ ଶିବିର
ନବରଙ୍ଗପୁର: ନବରଙ୍ଗପୁର ସତ୍ୟ ସାଇ ସେବା ସଂଗଠନ ପକ୍ଷରୁ ଇଚ୍ଛାବତୀ ଗୁଡା ସତ୍ୟ ସାଇ ମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ସତ୍ୟସାଇ ବାବାଙ୍କ ୯୬ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ସହରର ଅନେକ ରକ୍ତଦାତା ସେଚ୍ଛାକୃତ ଭାବେ ରକ୍ତଦାନ!-->…
Read More...
Read More...
ସଙ୍ଗୀତଜ୍ଞ ତ୍ରିପୁରାରି ସାବତଙ୍କ ୯୯ତମ ସ୍ୱନକ୍ଷତ୍ର ଦିବସ ପାଳିତ
ଗଞ୍ଜାମ : ବ୍ରହ୍ମପୁରର ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ "ଜାତୀୟ ସଙ୍ଗୀତ କଳା କେନ୍ଦ୍ର' ପକ୍ଷରୁ କଳା କେନ୍ଦ୍ରର ପ୍ରତିଷ୍ଠାତା ସ୍ୱର୍ଗତ ସଙ୍ଗୀତଜ୍ଞ ତ୍ରିପୁରାରି ସାବତଙ୍କ ୯୯ତମ ସ୍ୱନକ୍ଷତ୍ର ଦିବସ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ଗତକାଲି ସନ୍ଧ୍ୟାରେ ମହା ସମାରୋହ ସହକାରେ!-->…
Read More...
Read More...
ଆମ୍ବୁଲାନ୍ସ ଧକ୍କାରେ ଦୁଇ ଗୁରୁତର
ଦଶପଲ୍ଲା : ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଓଡଗାଁ ବସ୍ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ବେଳେ ଏକ ଆମ୍ବୁଲାନ୍ସ ଦ୍ରୁତ ଗତିରେ ଆସି ଦୁଇଜଣ ସାଙ୍ଗକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଦୁଇଜଣଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ସେମାନଙ୍କୁ ପ୍ରଥମେ ନୟାଗଡ଼ ଏବଂ ପରେ ଭୁବନେଶ୍ୱର, କଟକ!-->…
Read More...
Read More...
ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର:. ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଭାପତ୍ୱିତ କରି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ୱଜିତ ଦାଶ ସାମ୍ପ୍ରତିକ ପରିସ୍ଥିତିରେ ସାଧାରଣ ଜନତାଙ୍କର ସାମ୍ବିଧାନିକ ଅଧିକାର ଓ ମୌଳିକ!-->…
Read More...
Read More...
ନଗର ବିଜେଡି ବୈଠକ ଅନୁଷ୍ଠିତ
ଜି.ଉଦୟଗିରି : ସ୍ଥାନୀୟ ଦିଶା ହୋଟେଲରେ ନଗର ବିଜୁ ଜନତା ଦଳର ଏକ ବୈଠକ ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିବା ବେଳେ ପୂର୍ବତନ କାଉନସିଲର ସମୀର କୁମାର ପାଢୀ ସ୍ୱାଗତ ଭାଷଣ ସହ!-->…
Read More...
Read More...