Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭିଜିଲାନ୍ସ ଜାଲରେ ଆଇସିଡିଏସର ସୁପର ଭାଇଜର
ନୂଆପଡା : ଭିଜିଲାନ୍ସ ଜାଲରେ ଆଇସିଡିଏସର ସୁପର ଭାଇଜର । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚାଟିଆଗୁଡା ସେକ୍ଟର ସୁପରଭାଇଜର ହର୍ଶମଣୀ ଦେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସ୍ଥାନୀୟ ସାଗୁନଭାଡି ୨ ନମ୍ବର ସେଣ୍ଟର ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି କରାଇ ଦେବା ପାଇଁ କହି ୮୦!-->…
Read More...
Read More...
ରନ୍ଧନ ଗ୍ୟାସ ଦରବୃଦ୍ଧି ନେଇ ପିପିଲିରେ ବିଜେଡିର ପ୍ରତିବାଦ
ପୁରୀ : ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁକୁ ଓହ୍ଲାଇ ପ୍ରତିବାଦ କରିଛି ବିଜେଡ଼ି । ରାଜ୍ୟ ବ୍ୟାପୀ ଏହି ପ୍ରତିବାଦ କରାଯାଉଥିବା ବେଳେ ପିପିଲିରେ ମଧ୍ୟ ଏହା କରିଛି ବିଜେଡ଼ି । ଛାତ୍ର, ଯୁବ ଓ ମହିଳା ବିଜେଡ଼ିର ଶତାଧିକ କର୍ମୀ ପିପିଲି ଚର୍ଚ୍ଚ ଛକରୁ ଶୋଭାଯାତ୍ରାରେ!-->…
Read More...
Read More...
ଫୁଲବାଣୀରେ ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ
ଫୁଲବାଣୀ: ସୋମବାର ହେଲିକପ୍ଟର ଯୋଗେ କନ୍ଧମାଳ ଗସ୍ତରେ ଆସି ଫୁଲବାଣୀର କନ୍ଧମାଳ ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଥିଲେ । ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ନିଜର ତଥା ନିଜ!-->…
Read More...
Read More...
କନ୍ଧମାଳରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ ଓ ହସ୍ପିଟାଲ
ଭୁବନେଶ୍ୱର: ଦିନିକିଆ କନ୍ଧମାଳ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି ଜିଲ୍ଲାର ସାଢେ ୬ଲକ୍ଷ ଲୋକ ଏହି ଯୋଜନାରେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଓ ଅଭିଭାବକ ସଂଘ ବୈଠକ
ବୌଦ୍ଧ : ବୌଦ୍ଧ ଜିଲ୍ଲା ସଦର ବ୍ଲକ ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଶିକ୍ଷକ ଓ ଅଭିଭାବକ ସଂଘ ବୈଠକରେ ଅଭିଭାବକ ପ୍ରତିନିଧି ଅଞ୍ଜନ କୁମାର ପ୍ରଧାନ ଅଧକ୍ଷତା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସ୍ୱାଧୀନ ବିଶ୍ୱାଳ ସଭା ପରିଚାଳନା କରିଥିଲେ । ସେହିପରି ଅଧକ୍ଷ!-->…
Read More...
Read More...
ବଲାଙ୍ଗୀର ବନବିଭାଗ ପକ୍ଷରୁ ବିଭିନ୍ନ ଫର୍ଣ୍ଣିଚର ୟୁନିଟରେ ଚଢାଉ
କଣ୍ଟାବାଞ୍ଜି : ବଲାଙ୍ଗୀର ବନ ବିଭାଗ ସ୍ୱତନ୍ତ୍ର ଟିମ ଗଠନ କରି ସହରର ବିଭିନ୍ନ ସ୍ଥାନରେ ଏକ ବଡ଼ ଧରଣର ଚଢାଉ କରାଯାଇ ବହୁ ମୂଲ୍ୟବାନ ଶାଗୁଆନ କାଠ ଗଣ୍ଡି ସହ ଲକ୍ଷ ଲକ୍ଷ ଟଙ୍କାର ବହୁ ମୂଲ୍ୟବାନ କାଠରେ ତିଆରି ଫର୍ଣ୍ଣିଚର ମାନ ଜବତ କରିଛି । ପ୍ରାପ୍ତ ସୂଚନାଅନୁସାରେ ବଲାଙ୍ଗୀର ଡିଏଫ୍ଓ!-->…
Read More...
Read More...
ଚାଉଳ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗଙ୍କୁ ନେଇ ଏମିତି କହିଲେ ବିଜେପି ରାଜ୍ୟ ସଭାପତି
ଭୁବନେଶ୍ବର ଚାଉଳ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି, ଏଭଳି ଚିଠି ଲେଖିବା ହାସ୍ୟାସ୍ପଦ । କୋଭିଡ୍ ପ୍ରଥମ ଓ ଦ୍ଵିତୀୟ ଲହରରେ ମୋଦି ସରକାର ରାଜ୍ୟକୁ!-->…
Read More...
Read More...
ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ଭାରତୀୟ କିଷାନ ସଂଘ ତରଫରୁ ଗଣଧାରଣା
ବୌଦ୍ଧ,୨୨/୧୧ – ବୌଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗେଟ୍ ସମ୍ମୁଖରେ ଆଜି ଭାରତୀୟ କିଷାନ ସଂଘ ତରଫରୁ ବୌଦ୍ଧଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ଡାକ୍ତରଙ୍କ ରୋଗୀପ୍ରତି ଅମାନବୀୟ ବ୍ୟବହାରକୁ ନେଇ ୬ଦଫା ଦାବିରେ ଗଣଧାରଣା ଦିଆଯାଇଛି । ଜିଲ୍ଲା କିଷାନ ସଂଘ ସଭାପତି ସୂର୍ଯ୍ୟ ନାରାୟଣ!-->…
Read More...
Read More...
ନବରଙ୍ଗପୁରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ
ନବରଙ୍ଗପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଶହୀଦ ଲକ୍ଷ୍ମଣ ନାୟକ ବିଦ୍ୟା ପୀଠ ନବରଙ୍ଗପୁର ଠାରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ!-->…
Read More...
Read More...
ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପାଲିଗ୍ରାଫ ଟେଷ୍ଟ ପାଇଁ ଦାବି କଲା କଂଗ୍ରେସ
ଭୁବନେଶ୍ୱର : ମହହାଲିଙ୍ଗ ସନସାଇନ କଲେଜ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ତଦନ୍ତକୁ ଦିଗହରା କରୁଥିବା ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପାଲିଗ୍ରାଫ ପରୀକ୍ଷା କରାଯାଉ ବୋଲି କଂଗ୍ରେସ ଦାବି କରିଛି । ସୋମବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ!-->…
Read More...
Read More...