Browsing Category

ରାଜ୍ୟ

ଦାରିଙ୍ଗବାଡ଼ିରେ ୧୮ମାସ ପରେ ଖୋଲିଲା ଷଷ୍ଠ ଓ ସପ୍ତମ ଶ୍ରେଣୀ ଶ୍ରେଣୀ ଶିକ୍ଷାଦାନ

ଦାରିଙ୍ଗବାଡ଼ି : ଦୀର୍ଘ ୧୮ମାସ ପୂର୍ବରୁ ପଞ୍ଚମ ଶ୍ରେଣୀ ଓ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ଶେଷ ଥର ପାଇଁ ସ୍କୁଲ ଆସିଥିଲେ । ମହାମାରୀ କରୋନା ଯୋଗୁଁ ରାଜ୍ୟରେ ଶ୍ରେଣୀ ଗୃହରେ ଶିକ୍ଷା ବ୍ୟବସ୍ଥା ବନ୍ଦ ହୋଇ ଥିଲା । ୧୮ମାସ କାଳ ଘରେ ରହି ୨ଟା କ୍ଲାସ ଡେଇଁଛନ୍ତି ଛାତ୍ରଛାତ୍ରୀ । ତେବେ କୋଭିଡର
Read More...

ପୁଣି ପୁଲିସଙ୍କ ଉପରକୁ ଟମାଟୋ ମାଡ

ବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡକୁ ମାସେ ବିତିଯାଇଥିଲେ ମଧ୍ୟ କମିନି ତାତି । ଏହାକୁ ନେଇ ଜୋର ଧରିଛି ରାଜନୀତି  । ଏଥିପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିରୋଧୀଙ୍କ ପକ୍ଷରୁ ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ଓ ମୁଖ୍ୟମନ୍ତ୍ରୀଙ୍କ ସହ କିଛି ଶାସକ ଦଳର ନେତା ମାନଙ୍କର ମଧ୍ୟ
Read More...

ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା,ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାରେ ବିଳମ୍ବ ଯୋଗୁଁ ତେଜୁଛି ଜନ ଅନସନ୍ତୋଷ

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବାଡ଼ାସୁରୁ ଜଙ୍ଗଲରୁ ଗତ ୩ ତାରିଖ ଦିନ ଏକ କିନାରୀ ଗାଁର ଜଗଦୀଶ ପାତ୍ରଙ୍କ ପୁଅ ଅକ୍ଷୟ ପାତ୍ରଙ୍କ ଝୁଲନ୍ତା ମୃତଦେହକୁ ବ୍ରାହ୍ମଣୀ ଗାଁ ପୁଲିସ ଉଦ୍ଧାର କରିବା ସହ ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ
Read More...

ବିବାହ ମଣ୍ଡପରୁ ବରକୁ ଉଠାଇ ଆଣିଲା ପୁଲିସ, ବରଯାତ୍ରୀଙ୍କୁ ବନ୍ଧକ ରଖିଲେ ଗ୍ରାମବାସୀ

ଗାଜିଆବାଦ : ପ୍ରେମିକାର ଅଭିଯୋଗକ୍ରମେ ବିବାହ ମଣ୍ଡପରୁ ବରକୁ ଉଠାଇ ନେଇଛି ପୁଲିସ । ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ରାଜ୍ୟର ଗାଜିଆବାଦ ଜିଲ୍ଲାର ସିଖୌଣ୍ଡା ଗ୍ରାମରେ । ଏହି ଗ୍ରାମର ବାସିନ୍ଦା ରବିନ୍ଦ୍ର କୌଲିଙ୍କ ଭଉଣୀର ବିବାହ ଲାଇନ କଲୋନୀ ନିବାସୀ ଅଙ୍କିତ ପୁତ୍ର ମୋହନଲାଲଙ୍କ ସହ
Read More...

ବରିଷ୍ଠ କଳାକାର ସଂଘର ବାର୍ଷିକୋତ୍ସବ

ଗଞ୍ଜାମ: ବରିଷ୍ଠ କଳାକାର ସଂଘ ବାର୍ଷିକୋତ୍ସବର ସନ୍ଧ୍ୟା ଅଧିବେଶନ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ସଭାପତି ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି,
Read More...

ଅଜଣା ଗାଡି ଧକ୍କାରେ ୨ ମୃତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରରେ ଥିବା ମର୍ଦ୍ଧରାଜ ହାଇସ୍କୁଲ ସମ୍ମୁଖ ଏକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ସହରର ଶିଖରପୁରସାହିର ସପନୀ ଦାଶ, ଅଜିତ ଦାଶ ହୋଇଥିବା ସୂଚନା ମିଳିଥିବା ବେଳେ ସେମାନେ ବନଦେବୀ ଛକ ନିକଟରୁ ଶୌଚ
Read More...

ସାଇନିଂ କ୍ୟାଲେଣ୍ଡର୍ ରିଲିଜ୍ ପାଇଁ ଅଡ଼ିସନ୍‌

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ଇଭେଣ୍ଟ ସଂସ୍ଥା ସାଇନିଂ ଗ୍ରୁପ୍ ଅଫ୍ କମ୍ପାନୀ, ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଓ ଗ୍ଲାମ୍ ସାଇନ୍ ଟ୍ୟଲେଣ୍ଟ ମ୍ୟାନେଜ୍‌ମେଣ୍ଟର ମିଳିତ ସହଯୋଗରେ ଗତବର୍ଷ ଭଳି ଚଳିତ ବର୍ଷ ବଛା ବଛା ମଡ଼େଲ୍ ମାନଙ୍କୁ ନେଇ ଆସନ୍ତା ମାସରେ ସାଇନିଂ କ୍ୟାଲେଣ୍ଡର୍ ଉନ୍ମୋଚନ
Read More...

ରାଜ୍ୟସ୍ତରୀୟ ଜୁଡୋ ତାଲିମ ଓ ପ୍ରତିଯୋଗିତା ; ଦାରିଙ୍ଗବାଡିକୁ ୫ ସ୍ୱର୍ଣ୍ଣ,୧ ରୌପ୍ୟ ପଦକ

ଦାରିଙ୍ଗବାଡି : କଟକ ସ୍ଥିତ ବାବା ସାଗର ଦାସ ବିଦ୍ୟାପୀଠଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ କୁଡୋ ତାଲିମ ଶିବିର ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା କୁଡୋ ଆସୋସିଏସନ ତରଫରୁ ଦାରିଙ୍ଗବାଡି ବ୍ଲକର ୬ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ
Read More...

ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ

ପୁରୀ : ଆଜି ପଞ୍ଚୁକର ଦିତୀୟ ଦିବସ । ଆଜି ଶ୍ରୀମନ୍ଦିରରେ ବାଙ୍କଚୂଡା ବେଶ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ବେଶ ମଧ୍ୟରେ ବାଙ୍କଚୂଡ଼ା ବେଶ ଅନ୍ୟତମ । କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡୁଥିବା ଶୁକ୍ଳ ଦ୍ୱାଦଶୀ ତିଥିରେ ରତ୍ନ ସିଂହାସନରେ ଅଧିଷ୍ଠିତ ଠାକୁରଙ୍କ ବାଙ୍କଚୂଡ଼ା ବେଶ
Read More...

୧୨ବର୍ଷ ପରେ ବିଧାୟକଙ୍କ ପାଦ ଡୁମ୍ବେରବାହାଲ ଗାଁରେ ପଡିଲା

ବଲାଙ୍ଗୀର : ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଇଁତଲା ବ୍ଳକ ବହଲପଦର ପଞ୍ଚାୟତର ଡୁମ୍ବେରବାହାଲ ଗସ୍ତ କରିଛନ୍ତି ବିଧାୟକ ଡ. ମୁକେଶ ମହାଲିଙ୍ଗ । ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ୧୨ବର୍ଷ ପରେ କୌଣସି ବିଧାୟକ ଗାଁକୁ ଆସିଥିବା ଯୋଗୁଁ ଉତ୍ସାହିତ
Read More...