Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁବର୍ଣ୍ଣପୁରରେ ଜାତୀୟ ପ୍ରେସ ଦିବସ ପାଳିତ, ମହାମାରୀ ସମୟରେ ଗଣମାଧ୍ୟମ: ଏକ ନୂତନ ଆହ୍ୱାନ
ସୋନପୁର: ଆଜି ଦିନ ୧୦.୩୦ ଘ ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ, ବରିଷ୍ଠ ସାମ୍ବାଦିକ ବ୍ୟୋମକେଶ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ!-->…
Read More...
Read More...
ବୌଦ୍ଧ: ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ
ବୌଦ୍ଧ,୧୬/୧୧- ଆଜି ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗର ସମ୍ମିଳନୀ କକ୍ଷରେ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଡେପୁଟି!-->…
Read More...
Read More...
ଖୋଲିଲାଣି ସ୍କୁଲ, ଷଷ୍ଠଶ୍ରେଣୀ ଛାତ୍ରୀଙ୍କ ପାଖରେ ଖବର ନାହିଁ ! ଗାଁ ଗାଁ ବୁଲି ବିକ୍ରି କରୁଛନ୍ତି ମୂଳା ପରିବା
ଦାରିଙ୍ଗବାଡ଼ି : କୋଭିଡ ମହାମାରୀ ଯୋଗୁଁ ସମଗ୍ର ଓଡ଼ିଶାରେ ୨ବର୍ଷ ହେବ ସ୍କୁଲରେ ପ୍ରାଥମିକ ଶିକ୍ଷାଦାନ ବନ୍ଦ ରହିଥିଲା । କୋଭିଡ କଟକଣାରେ ସାମାନ୍ୟ କୋହଳ ସହିତ ପଜିଟିଭ ହାର ହ୍ରାସ ପରେ ଯୁକ୍ତ ଦୁଇ,ଏକାଦଶ ପରେ ଦଶମ ନବମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଶ୍ରେଣୀ ଗୃହ ଶିକ୍ଷା!-->…
Read More...
Read More...
ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ
ନବରଙ୍ଗପୁର: ଜିଲ୍ଲାପାଳ ଶ୍ରୀ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆଜି ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ ଗୃହରେଠାରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଥିଲା । ଏହି ସଭାରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିଜୟ କୁମାର!-->…
Read More...
Read More...
ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ ପାଇଁ ପ୍ରକଳ୍ପ ପ୍ରସ୍ତୁତ
ପାରଳାଖେମୁଣ୍ଡି,:ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡିର ଦୁଇ ଜଣ ଛାତ୍ର ବାଦଲ ପ୍ରଧାନ, ନବମ ଶ୍ରେଣୀ (ଦଳର ମୁଖ୍ୟ) ଓ ଆଦିତ୍ୟ ରଞ୍ଜନ ବେହେରା, ନବମ ଶ୍ରେଣୀ ୨୮ ଓ ୨୯ ତମ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ ପ୍ରତିଯୋଗିତା ପାଇଁ ଏକ ସୁଚିନ୍ତିତ ପ୍ରକଳ୍ପ ପ୍ରସ୍ତୁତ!-->…
Read More...
Read More...
ଏହି ସବୁ ଜିଲ୍ଲାରେ ହାଲକା ଧରଣର ବର୍ଷା ସମ୍ଭାବନା
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କିଛି ଜିଲ୍ଲାରେ ହାଲକା ବର୍ଷା ସହିତ କାଳବୈଶାଖୀ ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଓ ବୌଦ୍ଧ ରହିଛି। ଉକ୍ତ ଜିଲ୍ଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ!-->…
Read More...
Read More...
ପୂର୍ବାଞ୍ଚଳ ଏକ୍ସପ୍ରେସୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମେଦୀ
ଲକ୍ଷ୍ନୌ: ଉଦଘାଟନ ହେଲା ପୂର୍ବାଞ୍ଚଳ ଏକ୍ସପ୍ରେସୱେ । ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଏହି ସଡକ ରାଜନୀତିର ରାସ୍ତାକୁ ବି ମଜବୁତ କରିବ ବୋଲି ଆଶା କରାଯାଉଛି । ଉଦଘାଟନର ସମୟ ଏହା ହିଁ ସଙ୍କେତ ଦେଉଛି । ଆଜି ପ୍ରଧାନମନ୍ତ୍ରୀ ଏହି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେକୁ ଉଦଘାଟନ କରିଛନ୍ତି ।
!-->!-->!-->…
Read More...
Read More...
ଜାତୀୟ ପ୍ରେସ ଦିବସ ୨୦୨୧ ପାଳିତ
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ଫୁଲବାଣୀ ଠାରେ ଜାତୀୟ ପ୍ରେସ ଦିବସ ୨୦୨୧ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କନ୍ଧମାଳ ଏବଂ ଜିଲ୍ଲା ପ୍ରେସ କ୍ଲବ ଫୁଲବାଣୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । ଏହି!-->…
Read More...
Read More...
ଯାଜପୁର ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ଯାଜପୁର ଗ୍ରାମରେ ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ଅତି ଆଡ଼ମ୍ବର ସହ ଅଷ୍ଟପ୍ରହରୀ ଆରମ୍ଭ ହୋଇଯାଇଛି ଏହି ଅଷ୍ଟପ୍ରହରୀରେ ଗ୍ରାମର ସମସ୍ତ ଜନସାଧାରଣଙ୍କ ମିଳିତ ସହଯୋଗରେ ଗ୍ରାମର ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ପୂଜା କରାଯାଇଛି!-->…
Read More...
Read More...
ବୌଦ୍ଧ ବ୍ଲକ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି
ବୌଦ୍ଧ : ବୌଦ୍ଧ ବ୍ଲକ ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତି ଆଦେଶ ଗତକାଲି ଅପରାହ୍ନରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧର ସଭାଗୃହଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ଦ୍ୱାରା ବଣ୍ଟନ କରାଯାଇଛି । ପ୍ରାଥମିକ ବର୍ଗ ପ୍ରଥମରୁ ପଞ୍ଚମ ଲେବେଲ ଚତୁର୍ଥ ବର୍ଗ ଏକରେ ୬୧ଜଣ!-->…
Read More...
Read More...